ଇନ୍ସପେକ୍ଟର ସ୍ତରରେ ଅଦଳବଦଳ
ଅନୁଗୁଳ: ଜିଲ୍ଲାର ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି। ଆଠମଲ୍ଲିକ ଥାନା ଅଧିକାରୀ ଇନ୍ସପେକ୍ଟର ପ୍ରକାଶ ମାଝୀଙ୍କୁ ଅନୁଗୁଳ ଟାଉନ ଥାନା ଅଧିକାରୀ ଭାବେ ବଦଳି କରାଯାଇଛି। ଏଠାରେ ଥିବା ଇନ୍ସପେକ୍ଟର ଧୀରେଶ ଦାସଙ୍କୁ ଆଠମଲ୍ଲିକ ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।…
ଅନୁଗୁଳ: ଜିଲ୍ଲାର ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି। ଆଠମଲ୍ଲିକ ଥାନା ଅଧିକାରୀ ଇନ୍ସପେକ୍ଟର ପ୍ରକାଶ ମାଝୀଙ୍କୁ ଅନୁଗୁଳ ଟାଉନ ଥାନା ଅଧିକାରୀ ଭାବେ ବଦଳି କରାଯାଇଛି। ଏଠାରେ ଥିବା ଇନ୍ସପେକ୍ଟର ଧୀରେଶ ଦାସଙ୍କୁ ଆଠମଲ୍ଲିକ ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଚାଙ୍ଗୁଡ଼ିଆ ଗାଁରେ ହୋଇଥିବା ହତ୍ୟାକାଣ୍ଡ ମାମଲାରେ ଜିଲ୍ଲା ଓ ସେସନ ଜଜ୍ ଦାମୋଦର ରଥ ହତ୍ୟାକାରୀ ଚତୁର୍ଭୁଜ ମାଝୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୋମବାର ଦିନ ହୋଇଥିବା ଏହି ଦଣ୍ଡାଦେଶରେ ହତ୍ୟାକାରୀକୁ ୨୦…
ଅନୁଗୁଳ: ଅନୁଗୁଳରେ ବଡ଼ ବ୍ରାଉନସୁଗାର କାରବାରର ପର୍ଦ୍ଦାଫାସ କରିଛି ଅନୁଗୁଳ ପୋଲିସ। ସ୍ପେଶାଲ ସ୍କ୍ୱାଡ ଓ ଅନୁଗୁଳ ଟାଉନ ପୋଲିସ ମିଳିତ ଚଢ଼ାଉ କରି ହାତୀଶାଳପଡ଼ାର ଏକ ୪ ମହଲା ଘରୁ ୨୬ ଲକ୍ଷ ଟଙ୍କାରୁ ଅଧିକ ନଗଦ ଓ ୩୦…
ଅନୁଗୁଳ: ଛାତ୍ରୀଙ୍କୁ କମେଣ୍ଟ ମାରି ବନ୍ଧା ହେଲେ ରୋଡ୍ ରୋମିଓ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ମେଡିକାଲ ପଛପାଖ ରାସ୍ତା ଦେଇ ଘରକୁ ଫେରୁଥିବା ଜଣେ ଛାତ୍ରୀଙ୍କୁ କମେଣ୍ଟ କରି ଦୁଇ ରୋଡ୍ ରୋମିଓ ବନ୍ଧା ହୋଇଛନ୍ତି। ଗିରଫ ଯୁବକ ହେଲେ ଅନ୍ଧାରୀକଟା…
ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତରଙ୍କ ସମୟରେ ଅନୁଗୁଳର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ଉଦ୍ଦେଶ୍ୟରେ ଯେଭଳି ଅର୍ଥ ଦିଆଯାଉଛି ତାହା ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା। ନିକଟରେ ଅନୁଗୁଳ ସହରର ବିକାଶ ପାଇଁ ପୌରପାଳିକାକୁ ୨୯…
ଅନୁଗୁଳ; ଅନୁଗୁଳ ଫରେଷ୍ଟ ଡିଭିଜନ ପକ୍ଷରୁ ଜଳଚର ପକ୍ଷୀ ଗଣନା ଆରମ୍ଭ ହୋଇଛି। ଜଙ୍ଗଲ ବିଭାଗର ଅଭିଜ୍ଞ କର୍ମଚାରୀଙ୍କ ସହାୟତାରେ ଡିଭିଜନ ର ବିଭିନ୍ନ ଆର୍ଦ୍ରଭୂମି ଓ ଜଳାଶୟ ଗୁଡିକରେ ଦେଖା ଦେଉଥିବା ଏହି ପକ୍ଷୀ ମାନଙ୍କ ଗଣନା କରାଯାଉଛି। ଜିଲ୍ଲାରେ…
ଅନୁଗୁଳ: ଜମି ବ୍ୟବସାୟୀ ହୁଲୁରିସିଂହାର ପ୍ରଭାତ କୁମାର ପ୍ରଧାନଙ୍କୁ ଆକ୍ରମଣ ଓ ଅପହରଣ ମାମଲାରେ ଟାଉନ ଥାନା ପୋଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଅନୁଗୁଳ ସୌଭାଗ୍ୟନଗରର ପ୍ରେମାନନ୍ଦ ଦାଶ ଓରଫ୍ କୁନା (୪୮)। ପୋଲିସ…
ଅନୁଗୁଳ:ଅନୁଗୁଳ ଇତିହାସରେ ପ୍ରଥମ। ଟାଉନ ହାଇସ୍କୁଲ ସାମନା ଅଚଳ ଭେଣ୍ଡିଙ୍ଗ ଜୋନରୁ ବିପୁଳ ପରିମାଣ ଚୋରା କଫ ସିରପ ଜବତ। ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫମାନେ ହେଲେ ହେମସୁରପଡ଼ାର କୈଳାଶ ସାହୁ ଓ ଢେଙ୍କାନାଳର ରଞ୍ଜନ…
ଅନୁଗୁଳ: ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଦିନିକିଆ ଅନୁଗୁଳ ଗସ୍ତରେ ଆସିଛନ୍ତି। ଏ ଅବସରରେ ସେ ସ୍ଥାନୀୟ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ ବିଭାଗର…
ଅନୁଗୁଳ: ଅନୁଗୁଳ ଡିଫେନ୍ସ ଭେଟେରାନ ଦ୍ଵାରା ବାସନ୍ତୀ ଦୁର୍ଗା ମଣ୍ଡପ ପରିସରରେ ସ୍ଥଳ ସେନା ଦିବସ ପାଳିତ ହୋଇଯାଇଛି। ଉପଦେଷ୍ଟା ଅଶୋକ କୁମାର ପ୍ରଧାନ ଏବଂ ଭେଟେରାନ ରଂଜିତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୭୦…