ସିଦ୍ଧି ଲକ୍ଷ୍ମୀ ମୋଟର୍ସଠାରେ ମହିନ୍ଦ୍ରା XUV 7XO ର ବଜାର ପ୍ରବେଶ

ଅନୁଗୁଳ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଅଧିକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସଠାରେ ମହିନ୍ଦ୍ରାର ବହୁ ପ୍ରତୀକ୍ଷିତ XUV 7XO ର ଆଜି ବଜାର ପ୍ରବେଶ ହୋଇଛି। ଉଦଘାଟନ ଉତ୍ସବରେ ଅନୁଗୁଳ ଜିଲ୍ଲାର ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କମ୍ପାନୀ ସହ ଗ୍ରାହକମାନେ ଯୋଗ…

Continue Readingସିଦ୍ଧି ଲକ୍ଷ୍ମୀ ମୋଟର୍ସଠାରେ ମହିନ୍ଦ୍ରା XUV 7XO ର ବଜାର ପ୍ରବେଶ

କଂଗ୍ରେସର ମନରେଗା ବଞ୍ଚାଅ ଅଭିଯାନ: ତହସିଲ ଅଫିସ ସାମନାରେ ଉପବାସ ଧାରଣା ପ୍ରତିବାଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମନରେଗା ବଞ୍ଚାଅ ଅଭିଯାନ କ୍ରମରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଉପବାସ ଧାରଣା ପ୍ରତିବାଦ ଅନୁଷ୍ଠିତ ହୋଇଛି। ପ୍ରତିବାଦ ସଭାରେ ବିଜେପି…

Continue Readingକଂଗ୍ରେସର ମନରେଗା ବଞ୍ଚାଅ ଅଭିଯାନ: ତହସିଲ ଅଫିସ ସାମନାରେ ଉପବାସ ଧାରଣା ପ୍ରତିବାଦ

ଚାଷୀ ସମସ୍ୟା, ଟାଟା ପାୱାରର ମନମାନି ଆଦି ନେଇ ବିଜେପି ଉପରେ ବର୍ଷିଲା ଅନୁଗୁଳ ଜିଲ୍ଲା କଂଗ୍ରେସ

ଅନୁଗୁଳ: ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଉଚ୍ଛେଦ, ଟାଟା ପାୱାରର ମନମାନି ଓ ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ଶନିବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନରେ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ…

Continue Readingଚାଷୀ ସମସ୍ୟା, ଟାଟା ପାୱାରର ମନମାନି ଆଦି ନେଇ ବିଜେପି ଉପରେ ବର୍ଷିଲା ଅନୁଗୁଳ ଜିଲ୍ଲା କଂଗ୍ରେସ

ଡ୍ରପ୍‌ଆଉଟ୍‌ ରୋକିବାକୁ ନୂଆ ପଦକ୍ଷେପ: ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ଘରକୁ ଯିବେ ଶିକ୍ଷକ

ରାଜ୍ୟରେ ଡ୍ରପ୍‌ଆଉଟ୍‌ ରୋକିବାକୁ ରାଜ୍ୟ ସରକାର ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ଅନୁଯାୟୀ, ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ନ ଆସିଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ। ସପ୍ତାହେ ପିଲା ସ୍କୁଲରେ ଅନୁପସ୍ଥିତ ରହିଲେ ଶିକ୍ଷକ…

Continue Readingଡ୍ରପ୍‌ଆଉଟ୍‌ ରୋକିବାକୁ ନୂଆ ପଦକ୍ଷେପ: ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ଘରକୁ ଯିବେ ଶିକ୍ଷକ

ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସୂଚନା ଦେଲା ଏନଟିପିସି, ୨୦୨୭ ମାର୍ଚ୍ଚ ସୁଦ୍ଧା ତୃତୀୟ ୟୁନିଟ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ

ତାଳଚେର: ଏନଟିପିସି ତାଳଚେର ଥର୍ମାଲ୍ ପକ୍ଷରୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ପ୍ରକଳ୍ପର ପ୍ରଗତି, ସ୍ଥାୟିତ୍ୱ ପଦକ୍ଷେପ ଏବଂ ସାମୁଦାୟିକ ବିକାଶର ପ୍ରୟାସ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ମୁଖ୍ୟ…

Continue Readingଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସୂଚନା ଦେଲା ଏନଟିପିସି, ୨୦୨୭ ମାର୍ଚ୍ଚ ସୁଦ୍ଧା ତୃତୀୟ ୟୁନିଟ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ

ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣା: ଜଣେ ମୃତ, ଅନେକ ଗୋରୁ ମୃତ ଓ ଆହତ

ମାଧପୁର: ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଗୋରୁ ଏଥିରେ ମୃତାହତ ହୋଇଥିବାବେଳେ ଅନେକ ଗୋରୁ ଆହତ ହୋଇଛନ୍ତି। କିଆକଟା ପୋଲିସ,…

Continue Readingଗୋରୁ ବୋଝେଇ ଟ୍ରକ ଦୁର୍ଘଟଣା: ଜଣେ ମୃତ, ଅନେକ ଗୋରୁ ମୃତ ଓ ଆହତ

ଜାନକୀ ମୁଣ୍ଡା ହତ୍ୟାକାଣ୍ଡର ପର୍ଦ୍ଦାଫାସ: ଅଭିଯୁକ୍ତ ଯାଆ ଓ ପୁତୁରା ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ସୁଶବନାଳୀ ଜାନକୀ ମୁଣ୍ଡା ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି। ହତ୍ୟା କରିଥିବା ଅଭିଯୋଗରେ ଯାଆ ଓ ପୁତୁରା ଗିରଫ ହୋଇଛନ୍ତି। ଗତ ମଙ୍ଗଳବାର ଦିନ ଜାନକୀ ମୁଣ୍ଡାଙ୍କ ମୃତଦେହ ଘରପାଖ କେନ୍ଦୁପତ୍ର ଫଡ଼ିରୁ ଉଦ୍ଧାର ହୋଇଥିଲା।…

Continue Readingଜାନକୀ ମୁଣ୍ଡା ହତ୍ୟାକାଣ୍ଡର ପର୍ଦ୍ଦାଫାସ: ଅଭିଯୁକ୍ତ ଯାଆ ଓ ପୁତୁରା ଗିରଫ

୧୬ ତମ ଜାତୀୟ ଭୋଟର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଅନୁଗୁଳ: ୧୬ ତମ ଜାତୀୟ ଭୋଟର ଦିବସ-୨୦୨୬ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ୨୫ ଜାନୁୟାରୀ ୨୦୨୬ ତାରିଖରେ ହେବାକୁ…

Continue Reading୧୬ ତମ ଜାତୀୟ ଭୋଟର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ସ୍ପର୍ଶ କୁଷ୍ଠ ସଚେତନତା ପାଇଁ ସମନ୍ୱୟ କମିଟି ବୈଠକ, ୨୦୨୭ ସୁଦ୍ଧା କୁଷ୍ଠ ମୁକ୍ତ ଭାରତ ଲକ୍ଷ୍ୟ

ଅନୁଗୁଳ: ସ୍ପର୍ଶ କୁଷ୍ଠ ସଚେତନତା ପାଇଁ ସମନ୍ବୟ ଅଭିଯାନ ଉପଲକ୍ଷେ ଅନୁଗୁଳ ଜିଲ୍ଲାସ୍ତରୀୟ ସମନ୍ବୟ କମିଟି ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ଅଭିଯାନ ଆସନ୍ତା ୩୦ରୁ…

Continue Readingସ୍ପର୍ଶ କୁଷ୍ଠ ସଚେତନତା ପାଇଁ ସମନ୍ୱୟ କମିଟି ବୈଠକ, ୨୦୨୭ ସୁଦ୍ଧା କୁଷ୍ଠ ମୁକ୍ତ ଭାରତ ଲକ୍ଷ୍ୟ

ବ୍ରାଉନ ସୁଗାର ଜବତ: ମହିଳା ଗିରଫ

ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ଜଣେ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୩୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ବୋଲ ଜଣାପଡିଛି। ଗିରଫ ମହିଳା ହେଲେ…

Continue Readingବ୍ରାଉନ ସୁଗାର ଜବତ: ମହିଳା ଗିରଫ