ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ିଲା ବିମାନ: ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଓଡ଼ିଶା ବିମାନ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ଅଧ୍ୟାୟ। ଭୁବନେଶ୍ୱର ବିମାନବନ୍ଦରରୁ ସିଧା ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିକୁ ବିମାନ ଉଡ଼ିଲା ବିମାନ। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପତାକା ଦେଖାଇ ଭୁବନେଶ୍ୱର- ଆବୁଧାବି ସିଧା…

Continue Readingଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ିଲା ବିମାନ: ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନାଲ୍‌କୋର ନୂତନ ନିର୍ଦ୍ଦେଶକ ଭାବେ ଅଭୟଙ୍କ ଦାୟିତ୍ବ ଗ୍ରହଣ

ଅନୁଗୁଳ: କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ ଉଦ୍ୟୋଗ କମ୍ପାନୀ ନାଲକୋର ନୂତନ ନିର୍ଦ୍ଦେଶକ (ଅର୍ଥ) ଭାବେbବୁଧବାର ଅଭୟ କୁମାର ବେହୁରିଆ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ବେହୁରିଆ ଆର୍‌ଏସ୍‌ପିରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଅର୍ଥ ଏବଂ ଆକାଉଣ୍ଟସ୍) ଭାବେ କାର୍ଯ୍ୟରତ…

Continue Readingନାଲ୍‌କୋର ନୂତନ ନିର୍ଦ୍ଦେଶକ ଭାବେ ଅଭୟଙ୍କ ଦାୟିତ୍ବ ଗ୍ରହଣ

ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି: ଅନୁଗୁଳରେ ସମୀକ୍ଷା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଅନୁଗୁଳ: ଅନୁଗୁଳ ଗସ୍ତରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ ବୁଧବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତୀ ଉପଲକ୍ଷେ…

Continue Readingବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି: ଅନୁଗୁଳରେ ସମୀକ୍ଷା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ବାଇକକୁ ଧକ୍କା ଦେଇ ଘୋଷାଡ଼ି ନେଲା ବସ୍, ଆରୋହୀଙ୍କ ମୃତ୍ୟୁ

ଅନୁଗୁଳ: ସ୍ଥାନୀୟ ଶିମିଳିପଡ଼ାରୁ ପିଟିସି ଛକ ଯିବା ରାସ୍ତାରେ ଜଣେ ବାଇକ ଆରୋହୀଙ୍କୁ ପଛରୁ ବସ ଧକ୍କା ଦେବା ସହ ଘୋଷାଡି ନେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହିନ୍ଦୋଳ ଉପଖଣ୍ଡ ପାଟଲା ଗ୍ରାମର ଶିବରାମ ସାହୁ(୪୮)।ଶିବରାମ ସୁସୁଡା…

Continue Readingବାଇକକୁ ଧକ୍କା ଦେଇ ଘୋଷାଡ଼ି ନେଲା ବସ୍, ଆରୋହୀଙ୍କ ମୃତ୍ୟୁ

ଶୈଳଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ବିଗ୍ରହଙ୍କର ସ୍ନାନ ପୂର୍ଣ୍ଣିମା ସମ୍ପନ୍ନ, ସୁବାସିତ ଜଳରେ ସ୍ନାନ କଲେ ମହାବାହୁ

ଅନୁଗୁଳ: ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଅନୁଗୁଳ ସହର ସ୍ଥିତ ଶୈଳଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନ ନୀତି ସମ୍ପନ୍ନ ହୋଇଛି। ଏନେଇ ପୂର୍ବ ରାତିରୁ ଦିଅଁମାନଙ୍କର ସେନାପଟା ଲାଗି ହେବା ସହ ରୁନ୍ଧା ହୋଇଥିଲେ। ବୁଧବାର ସକାଳୁ ଦ୍ୱାରଫିଟା, ମଙ୍ଗଳ ଆଳତି, ମଇଲମ,…

Continue Readingଶୈଳଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ବିଗ୍ରହଙ୍କର ସ୍ନାନ ପୂର୍ଣ୍ଣିମା ସମ୍ପନ୍ନ, ସୁବାସିତ ଜଳରେ ସ୍ନାନ କଲେ ମହାବାହୁ

ଚୋରାଚାଲାଣ ବେଳେ ୩୪ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପୁଲିସ ୩୪କେଜିରୁ ଅଧିକ ଚୋରା ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ବାଗଡ଼ିଆ ମାଉସୀ ମା' ସାହିର ଜିତୁ ସାହୁ।ସୂଚନା ମୁତାବକ, କଣଲୋଇ ଗ୍ରାମ ପଞ୍ଚାୟତର କର୍ଣ୍ଣପାଳ ଆଉଁଳି…

Continue Readingଚୋରାଚାଲାଣ ବେଳେ ୩୪ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ଜଣେ ଗିରଫ

ସମୟ ଅଭାବ ଯୋଗୁଁ ସାରାରାତି ଅନିଦ୍ରା ରହିଲେ ମହାପ୍ରଭୁ: ଦୁଇ ଘଣ୍ଟା ବିଳମ୍ବରେ ଚାଲିଛି ନୀତି

ପୁରୀ: ଯଥେଷ୍ଟ ସମୟ ପୁର୍ବରୁ ପ୍ରଶାସନ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି କଲା। ଯାତ୍ରା ଯେତେ ଶୃଙ୍ଖଳିତ ହୋଇପାରିବ ସବୁ ବ୍ୟବସ୍ଥା ହେଲା। ହେଲେ ନୀତି ଶୃଙ୍ଖଳିତ ହୋଇପାରିଲା ନାହିଁ। ଗତକାଲି ସମୟ ଅଭାବ ଯୋଗୁଁ ସାରାରାତି ମହାପ୍ରଭୁ ଅନିଦ୍ରା ରହିଲେ,…

Continue Readingସମୟ ଅଭାବ ଯୋଗୁଁ ସାରାରାତି ଅନିଦ୍ରା ରହିଲେ ମହାପ୍ରଭୁ: ଦୁଇ ଘଣ୍ଟା ବିଳମ୍ବରେ ଚାଲିଛି ନୀତି

“ଜିନ୍ଦଲ କୃଷି ସେବା’’ ଆରମ୍ଭ: ଅନୁଗୁଳରେ ପ୍ରାକୃତିକ କୃଷି ଓ ମାଣ୍ଡିଆ ଚାଷର ଉନ୍ନତୀକରଣ ଲକ୍ଷ୍ୟ

ଅନୁଗୁଳ: କୁରୁକ୍ଷେତ୍ରର ସାଂସଦ ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଦୂରଦୃଷ୍ଟିରୁ ଅନୁପ୍ରାଣିତ ହୋଇ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ “ଜିନ୍ଦଲ କୃଷି ସେବା’’ ଆରମ୍ଭ ହୋଇଛି। ଅନୁଗୁଳ ଜିଲ୍ଲାରେ ପ୍ରାକୃତିକ କୃଷିକୁ…

Continue Reading“ଜିନ୍ଦଲ କୃଷି ସେବା’’ ଆରମ୍ଭ: ଅନୁଗୁଳରେ ପ୍ରାକୃତିକ କୃଷି ଓ ମାଣ୍ଡିଆ ଚାଷର ଉନ୍ନତୀକରଣ ଲକ୍ଷ୍ୟ

କଣିହାଁରୁ ବାଲିପଶି ଯାଏଁ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ ଦାବି: ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ମହକୁମା ଠାରୁ ବାଲିପଶି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍ ସେବା ଦାବିରେ ନାରୀ ନିର୍ଯାତନା ବିରୋଧୀ ଗଣ କମିଟି ପକ୍ଷରୁ କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଝରାବେରେଣୀ, ଖଜୁରିଆ, ସାପକଟା, ଅନ୍ଧାରୀ,…

Continue Readingକଣିହାଁରୁ ବାଲିପଶି ଯାଏଁ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ ଦାବି: ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଶୈଳ ଶ୍ରୀକ୍ଷେତ୍ର ପରିଚାଳନା ସମିତିର ସମ୍ପାଦକ, ପୂଜା କମିଟି ଅଧ୍ୟକ୍ଷଙ୍କ ବହିଷ୍କାର ଦାବି; ଅନୁଗୁଳ ଜଗନ୍ନାଥ ସେନାର ଗଣଆନ୍ଦୋଳନ

ଅନୁଗୁଳ: ଅନୁଗୁଳ ଜଗନ୍ନାଥ ସେନାର ଡାକରାରେ ଜିଲ୍ଲାର ବିଭିନ୍ନ ସାମାଜିକ, ଆଧ୍ୟାତ୍ମିକ ଓ ରାଜନୈତିକ ଅନୁଷ୍ଠାନର କର୍ମକର୍ତ୍ତା ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା ସମିତିର ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ ଗଣ ଆନ୍ଦୋଳନ କରିଛନ୍ତି। କର୍ମକର୍ତ୍ତାମାନେ ଜଗନ୍ନାଥ ମନ୍ଦିର ସମ୍ମୁଖରେ…

Continue Readingଶୈଳ ଶ୍ରୀକ୍ଷେତ୍ର ପରିଚାଳନା ସମିତିର ସମ୍ପାଦକ, ପୂଜା କମିଟି ଅଧ୍ୟକ୍ଷଙ୍କ ବହିଷ୍କାର ଦାବି; ଅନୁଗୁଳ ଜଗନ୍ନାଥ ସେନାର ଗଣଆନ୍ଦୋଳନ