ଆରପିଏସସି ଅଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ଆଇପିଏସ ଉତ୍କଳ ରଞ୍ଜନ ସାହୁ

ଅନୁଗୁଳ: ଓଡ଼ିଆ ପୁଅ ଉତ୍କଳ ରଞ୍ଜନ ସାହୁଙ୍କୁ ମିଳିଲା ବଡ଼ ଦାୟିତ୍ବ। ୧୯୮୮ ବ୍ୟାଚ୍‌ର ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଶ୍ରୀ ସାହୁଙ୍କୁ ରାଜସ୍ଥାନ ସରକାର ରାଜ୍ୟର ଲୋକ ସେବା ଆୟୋଗର ନୂଆ ଅଧ୍ୟକ୍ଷ ପଦବିରେ ନିଯୁକ୍ତି ଦେଇଛନ୍ତି। ରାଜସ୍ଥାନ…

Continue Readingଆରପିଏସସି ଅଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ଆଇପିଏସ ଉତ୍କଳ ରଞ୍ଜନ ସାହୁ

ଶୈଳ ଶ୍ରୀକ୍ଷେତ୍ରରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ, ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ

ଅନୁଗୁଳ: ଚଳିତ ମାସ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥ‌ିବା ଶ୍ରୀଜିଉଙ୍କର ପବିତ୍ର ରଥଯାତ୍ରାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ଅବଦାର ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାକାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆଜି ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅନୁଗୁଳ…

Continue Readingଶୈଳ ଶ୍ରୀକ୍ଷେତ୍ରରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ, ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ

ନକଲି ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ନେଇ ପ୍ରାଣୀମିତ୍ରଙ୍କ ବିରୋଧରେ ଅଭିଯୋଗ, ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ସରପଞ୍ଚ

ଅନୁଗୁଳ: ନକଲି ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ନେଇ ପ୍ରାଣୀମିତ୍ରଙ୍କ ବିରୋଧରେ ଅଭିଯୋଗ ଆଣିଲେ ସରପଞ୍ଚ। ଏମିତି ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡର ରୋହିଲା ଗ୍ରାମପଞ୍ଚାୟତରୁ। ଏଠାରେ ମିଶନଶକ୍ତି ସଂଗଠନ ଅନ୍ତର୍ଭୁକ୍ତ ପ୍ରାଣୀମିତ୍ର ପଦବୀରେ କାର୍ଯ୍ୟରତ ନିରୁପମା…

Continue Readingନକଲି ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ନେଇ ପ୍ରାଣୀମିତ୍ରଙ୍କ ବିରୋଧରେ ଅଭିଯୋଗ, ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ସରପଞ୍ଚ

ପିକଅପ ଭ୍ୟାନ ଚଢ଼ାଇ ଯୁବକଙ୍କୁ ହତ୍ୟା ଘଟଣା: ସିନ୍ ରିକ୍ରିଏସନ୍ କରାଇଲା ପୁଲିସ, ଅଭିଯୁକ୍ତ ଦେଖାଇଲା କୋଉଠି, କେମିତି କରିଥିଲା ଯୋଜନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ନୂଆଗାଁ ଛକ ନିକଟରେ ଥିବା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଜଣେ ଫାଷ୍ଟଫୁଡ୍ ଦୋକାନୀଙ୍କୁ ପୂର୍ବଶତ୍ରୁତାକୁ ନେଇ ପିକଅପ ଭ୍ୟାନ ଧକ୍କା କରି ହତ୍ୟା ଘଟଣାର ସିନ ରିକ୍ରିଏସନ କରିଛି ପୁଲିସ। ଏହି ହତ୍ୟାକାଣ୍ଡ ଏପ୍ରିଲ ୨୨ରେ…

Continue Readingପିକଅପ ଭ୍ୟାନ ଚଢ଼ାଇ ଯୁବକଙ୍କୁ ହତ୍ୟା ଘଟଣା: ସିନ୍ ରିକ୍ରିଏସନ୍ କରାଇଲା ପୁଲିସ, ଅଭିଯୁକ୍ତ ଦେଖାଇଲା କୋଉଠି, କେମିତି କରିଥିଲା ଯୋଜନା

୩ଦଫା ଦାବି ନେଇ ଅଣ ଗେଜେଟେଡ ବନସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଅନୁଗୁଳ: ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜରେ ପାଟ୍ରୋଲିଂ ସମୟରେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ପ୍ରଧାନଙ୍କ ମୃତ୍ୟୁକୁ ନିନ୍ଦା କରିବା ସହ ଅନୁଗୁଳ ସର୍କଲର ଓଡ଼ିଶା ଅଣ-ଗେଜେଟେଡ୍ ବନସେବା ସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ଦଫା ସମ୍ମଳିତ ଦାବିପତ୍ର…

Continue Reading୩ଦଫା ଦାବି ନେଇ ଅଣ ଗେଜେଟେଡ ବନସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ମୃତ୍ୟୁ ପରେ ବି ଅନ୍ୟ ଦେହରେ ବଞ୍ଚିଲେ! ଅଙ୍ଗଦାନ କରି ଅମର ହେଲେ ବିଶ୍ବଜିତ ଦାସ

ଅନୁଗୁଳ: ଅଙ୍ଗଦାନ କରି ଅମର ହେଲେ ଅନୁଗୁଳର ବିଶ୍ବଜିତ। ୬ ଦିନ ତଳେ ଏକ ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବିଶ୍ବଜିତ ଦାସ। କିନ୍ତୁ ଆଜି ତାଙ୍କର ବ୍ରେନ୍ ଡେଡ୍‌ ହୋଇଥିବା ନେଇ ଡାକ୍ତର…

Continue Readingମୃତ୍ୟୁ ପରେ ବି ଅନ୍ୟ ଦେହରେ ବଞ୍ଚିଲେ! ଅଙ୍ଗଦାନ କରି ଅମର ହେଲେ ବିଶ୍ବଜିତ ଦାସ

ଶ୍ରୀକ୍ଷେତ୍ରରେ ଆଜି ବସୁଛି ରଥଯାତ୍ରା ସମନ୍ବୟ ବୈଠକ

ଅନୁଗୁଳ: ଚଳିତ ମାସ ୨୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏହାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ସେଥିପାଇଁ ଆଜି ବସିବ ରଥଯାତ୍ରା ସମନ୍ବୟ ବୈଠକ। ଦିନ ୧୧ଟାରେ ପୁରୀ ପୌରସଦନରେ ବସିବ ବୈଠକ। ଆଇନମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ…

Continue Readingଶ୍ରୀକ୍ଷେତ୍ରରେ ଆଜି ବସୁଛି ରଥଯାତ୍ରା ସମନ୍ବୟ ବୈଠକ

୫ମ ଦିନରେ ଜଗନ୍ନାଥ ସେନାର ଗଣଧାରଣା, ଜୁନ୍ ୧୦ରେ ଆନ୍ଦୋଳନ ପାଇଁ ସଜବାଜ

ଅନୁଗୁଳ: ଅନୁଗୁଳ ଜଗନ୍ନାଥ ସେନା ପକ୍ଷରୁ ଚାଲିଥିବା ଗଣଧାରଣା ରବିବାର ପଞ୍ଚମ ଦିନରେ ପହଞ୍ଚିଛି। ଏ ନେଇ ମାରଓ୍ବାଡି ଧର୍ମଶାଳା ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏ ଅବସରରେ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ସାମଗ୍ରିକ ବିକାଶ କ୍ଷେତ୍ରରେ…

Continue Reading୫ମ ଦିନରେ ଜଗନ୍ନାଥ ସେନାର ଗଣଧାରଣା, ଜୁନ୍ ୧୦ରେ ଆନ୍ଦୋଳନ ପାଇଁ ସଜବାଜ

ମୂଷାପାପୁଲିଠାରେ ଅପହରଣ ଓ ଲୁଟ୍‌ ଘଟଣା: ୬ ଜଣ ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ମୂଷାପାପୁଲିଠାରେ ଗତ ୩୦ ତାରିଖରେ ହୋଇଥିବା ଅପହରଣ ଓ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ହେଲେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁର…

Continue Readingମୂଷାପାପୁଲିଠାରେ ଅପହରଣ ଓ ଲୁଟ୍‌ ଘଟଣା: ୬ ଜଣ ଅଭିଯୁକ୍ତ ଗିରଫ

ଅଦ୍ଵୈତ ମାର୍ଗ ନୋ ପାର୍କିଂ ଜୋନ ଘୋଷିତ

ଅନୁଗୁଳ: ଅନୁଗୁଳର ଅଦ୍ଵୈତ ମାର୍ଗ ତଥା ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖ ରାସ୍ତାକୁ ଏଣିକି ନୋ ପାର୍କିଂ ଜୋନ ଘୋଷଣା କରିଛି ଆଞ୍ଚଳିକ ପରିବହନ ବିଭାଗ। ପୂର୍ବରୁ ଏହି ରାସ୍ତାରେ ଟ୍ରକ୍,ମିନିଟ୍ରକ,ଅଟୋ ଠାରୁ ଟ୍ରଲି ରିକ୍ସା ମନା ଇଚ୍ଛା ପାର୍କିଂ କରାଯାଉଥିଲା ଫଳରେ…

Continue Readingଅଦ୍ଵୈତ ମାର୍ଗ ନୋ ପାର୍କିଂ ଜୋନ ଘୋଷିତ