ତାଳଚେରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ସ୍ବଚ୍ଛତା, ପାନୀୟ ଜଳ ଓ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ

ଅନୁଗୁଳ: ତାଳଚେର ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହେଇଯାଇଛି। ଉପଜିଲ୍ଲାପାଳ ତଥା ରଥଯାତ୍ରା କମିଟି ସଭାପତି ସମୀର କୁମାର ଜେନା ଶୃଙ୍ଖଳିତ ରଥଯାତ୍ରା ଉପରେ ଗୁରୁତ୍ୱ ଦେଇଥିଲେ। ଭକ୍ତଙ୍କ ସୁବିଧା ପାଇଁ ପାନୀୟ ଜଳ…

Continue Readingତାଳଚେରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ସ୍ବଚ୍ଛତା, ପାନୀୟ ଜଳ ଓ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ

ନୂତନ ପବିତ୍ର ମୋହନ ମେଡିକାଲ କଲେଜ ଓ ଟ୍ରମା କେୟାର ସେଣ୍ଟରରେ ବର୍ହିବିଭାଗ ରୋଗୀ ସେବା ଆରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନୂତନ ପବିତ୍ର ମୋହନ ମେଡିକାଲ କଲେଜ ଓ ଟ୍ରମା କେୟାର ସେଣ୍ଟରରେ ବୁଧବାର ଠାରୁ ସମସ୍ତ ବର୍ହିବିଭାଗ ଚିକିତ୍ସା ସେବା ଆରମ୍ଭ ହୋଇଛି। ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ସାଙ୍ଗକୁ ଦୁର୍ଘଟଣା ଜନିତ ରୋଗୀଙ୍କ…

Continue Readingନୂତନ ପବିତ୍ର ମୋହନ ମେଡିକାଲ କଲେଜ ଓ ଟ୍ରମା କେୟାର ସେଣ୍ଟରରେ ବର୍ହିବିଭାଗ ରୋଗୀ ସେବା ଆରମ୍ଭ

ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା, ୧୬୧ କେଜି ଗଞ୍ଜେଇ ଜବତ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା। ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୬୧ କେଜି ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି। ସୂଚନା…

Continue Readingଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା, ୧୬୧ କେଜି ଗଞ୍ଜେଇ ଜବତ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ, ୨୫ଟି ଅଭିଯୋଗ ଗ୍ରହଣ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସର୍କିଟ ହାଉସ୍ ଅଡିଟୋରିୟମରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୨୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୨୨ଟି ବ୍ୟକ୍ତିଗତ ଓ ୩ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗର…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ, ୨୫ଟି ଅଭିଯୋଗ ଗ୍ରହଣ

ଅନୁଗୁଳ ଟାଉନ ପୁଲିସର ଚଢ଼ାଉ: ଦୁଇ ଚୋରା ବନ୍ଧୁକ ଜବତ,୩ ଗିରଫ

ଅନୁଗୁଳ: ଆଉ ଗାଁ ଗହଳିରେ ଦେଶୀ ବନ୍ଧୁକ କାରବାର ସୀମିତ ହୋଇ ରହିନି। ସହରକୁ ବି ମାଡ଼ିଲାଣି ଏହାର ଚେର। ହୁଲୁରିସିଂହାରୁ ଏକ ଦେଶୀ ବନ୍ଧୁକ ମିଳିବା ପରେ ଏହା ସ୍ପଷ୍ଟ ହୋଇଯାଇଛି। ଏପଟେ ଅନୁଗୁଳ ଥାନା ପୁଲିସ ଚୋରା ବନ୍ଧୁକ…

Continue Readingଅନୁଗୁଳ ଟାଉନ ପୁଲିସର ଚଢ଼ାଉ: ଦୁଇ ଚୋରା ବନ୍ଧୁକ ଜବତ,୩ ଗିରଫ

ମୃତ ସୁଭଦ୍ରାର ପରିବାରକୁ ସାହାଯ୍ୟ: ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୪ଲକ୍ଷ ଟଙ୍କା ସହାୟତା ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମଙ୍ଗଳବାର ଲୋଧାଝରି ଗ୍ରାମ ଗସ୍ତ କରି ମୃତ ସୁଭଦ୍ରା ପଦିଲି ପରିବାରଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।…

Continue Readingମୃତ ସୁଭଦ୍ରାର ପରିବାରକୁ ସାହାଯ୍ୟ: ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୪ଲକ୍ଷ ଟଙ୍କା ସହାୟତା ପ୍ରଦାନ

ପୋଖରୀ ଖୋଳାରେ ଅନିୟମିତତା: ମଣିଷ ବଦଳରେ ମେସିନ୍ କରୁଛି ମନରେଗା କାମ

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଶଂଖପୁର ପଞ୍ଚାୟତରେ ମଣିଷଙ୍କ କାମ କରୁଛି ମେସିନ୍। ମନରେଗା ଯୋଜନାରେ ଆସିଥିବା କାମକୁ ଏଠାରେ ମେସିନ ଦ୍ୱାରା କରାଯାଉଥିବା ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ଖାଲଗାଁ ଠାରେ ଅମୃତ ସରୋବର ଯୋଜନାରେ ଏକ ପୋଖରୀ ଖନନ…

Continue Readingପୋଖରୀ ଖୋଳାରେ ଅନିୟମିତତା: ମଣିଷ ବଦଳରେ ମେସିନ୍ କରୁଛି ମନରେଗା କାମ

କଣିହାଁ ବ୍ଲକ ବିଜେଡିର ସାଙ୍ଗଠନିକ ବୈଠକ: ନୂଆ ବ୍ଲକ ସଭାପତି ଓ ପଞ୍ଚାୟତ ସଭାପତି ସମ୍ପାଦକ ସମ୍ବର୍ଦ୍ଧିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନ ମଣ୍ଡଳୀ କଣିହାଁ ବ୍ଲକ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିପୁର ମା ଲୁଧୁଣି ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ନବ ନିର୍ବାଚିତ ସଭାପତି ଓ…

Continue Readingକଣିହାଁ ବ୍ଲକ ବିଜେଡିର ସାଙ୍ଗଠନିକ ବୈଠକ: ନୂଆ ବ୍ଲକ ସଭାପତି ଓ ପଞ୍ଚାୟତ ସଭାପତି ସମ୍ପାଦକ ସମ୍ବର୍ଦ୍ଧିତ

ସିଏଚଏସ୍ଇ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା: ସାଇନସ୍ ଷ୍ଟଡି ସେଣ୍ଟର୍ ଛାତ୍ର ଛାତ୍ରୀଙ୍କ ବାଜିମାତଗୌରୀ ଶଙ୍କର ନନ୍ଦଙ୍କୁ ରାଜ୍ୟରେ ୯ମ ସ୍ଥାନ

ଅନୁଗୁଳ: ଚଳିତ ସିଏଚଏସ୍ଇ ଦ୍ଵାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅନୁଗୁଳ ଅମଲାପଡ଼ାସ୍ଥିତ ସାଇନସ୍ ଷ୍ଟଡି ସେଣ୍ଟରର ଛାତ୍ରଛାତ୍ରୀ ମାନେ ବିପୁଳ ସଫଳତା ହାସଲ କରିଛନ୍ତି। ଅନୁଗୁଳ କଲେଜର ୩୧୬ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ସାଇନସ୍ ଷ୍ଟଡି…

Continue Readingସିଏଚଏସ୍ଇ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା: ସାଇନସ୍ ଷ୍ଟଡି ସେଣ୍ଟର୍ ଛାତ୍ର ଛାତ୍ରୀଙ୍କ ବାଜିମାତଗୌରୀ ଶଙ୍କର ନନ୍ଦଙ୍କୁ ରାଜ୍ୟରେ ୯ମ ସ୍ଥାନ

୧୯ କେଜି ଗଞ୍ଜେଇ ସହ କାର ଜବତ, ଚାଳକ ଫେରାର

ଅନୁଗୁଳ: ଛେଣ୍ଡିପଦା ପୁଲିସକୁ ବଡ଼ ସଫଳତା। ଗଞ୍ଜେଇ ଚାଲାଣ କରୁଥିବା କାରକୁ ଜବତ କରିବା ସହ ସେଥିରୁ ୧୯ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ। କିନ୍ତୁ ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସୂଚନା ମୁତାବକ, ରବିବାର…

Continue Reading୧୯ କେଜି ଗଞ୍ଜେଇ ସହ କାର ଜବତ, ଚାଳକ ଫେରାର