ପ୍ରେମୀ ଯୁଗଳଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍

ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଅବସ୍ଥିତ ପଞ୍ଚତତ୍ତ୍ୱ ପାର୍କରେ ଦିନ ଦ୍ୱିପ୍ରହରରେ ପ୍ରେମୀ ଯୁଗଳଙ୍କ ଅନୈତିକ କାର୍ଯ୍ୟର ଅଶ୍ଳୀଳ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣା ସପ୍ତାହେରୁ ଅଧିକ ସମୟ ଧରି ମୋବାଇଲରୁ ମୋବାଇଲ୍‌କୁ ଘୂରି ବୁଲୁଥିଲେ…

Continue Readingପ୍ରେମୀ ଯୁଗଳଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍

୨୯ କୋଟିର କେଳେଙ୍କାରୀ, ପୋଲିସ ଏସ୍‌ଆଇ ପରୀକ୍ଷା ବାତିଲ: କୋଚିଂ ଆଳରେ ପ୍ରଶ୍ନପତ୍ର ଦେଇଥାନ୍ତା ଆନ୍ଧ୍ର ସଂସ୍ଥା

ଭୁବନେଶ୍ୱର: ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ପରିଚାଳିତ ପୋଲିସ ଏସ୍‌ଆଇ ପରୀକ୍ଷା-୨୦୨୪ରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ଧରାପଡ଼ିଛି। କ୍ରାଇମବ୍ରାଞ୍ଚ ୧୧୭ ପରୀକ୍ଷାର୍ଥୀ ଓ ୨ ଦଲାଲଙ୍କୁ ଗିରଫ କରିଛି। ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ…

Continue Reading୨୯ କୋଟିର କେଳେଙ୍କାରୀ, ପୋଲିସ ଏସ୍‌ଆଇ ପରୀକ୍ଷା ବାତିଲ: କୋଚିଂ ଆଳରେ ପ୍ରଶ୍ନପତ୍ର ଦେଇଥାନ୍ତା ଆନ୍ଧ୍ର ସଂସ୍ଥା

ବଡ଼ଭାଇଙ୍କୁ ହତ୍ୟା ଅଭିଯୋଗରେ ସାନଭାଇ ଗିରଫ

କିଶୋରନଗର: ଅନୁଗୁଳ ଜିଲ୍ଲା  କିଶୋରନଗର ଥାନା ଅନ୍ତର୍ଗତ ଜଏରାଟ ପଞ୍ଚାୟତର ବ୍ରାହ୍ମଣୀପାଲ୍ଲୀ ଭାରଦର ସାହିର ହଜାରୀ ପ୍ରଧାନ (୪୦) ଜମି ବାଡ଼ି ଭାଗବଣ୍ଟା ଓ ବିବାହ ନେଇ ବଡ଼ଭାଇ କସୀ ପ୍ରଧାନଙ୍କ ସହ ବଚସା ପରେ ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆରେ ଆକ୍ରମଣ…

Continue Readingବଡ଼ଭାଇଙ୍କୁ ହତ୍ୟା ଅଭିଯୋଗରେ ସାନଭାଇ ଗିରଫ

ଅନୁଗୁଳରେ ସଫେଇ କର୍ମଚାରୀଙ୍କୁ ନିଆରା ଅବସରକାଳୀନ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ପୌରପାଳିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ସଫେଇ କର୍ମଚାରୀଙ୍କୁ ନିଆରା ଢଙ୍ଗରେ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଦୀର୍ଘ ୩୧ ବର୍ଷର ନିଷ୍ଠାପର ସେବା ପରେ ସଫେଇ କର୍ମଚାରୀ ଲକ୍ଷ୍ମଣ ଗୋଚ୍ଛାୟତ…

Continue Readingଅନୁଗୁଳରେ ସଫେଇ କର୍ମଚାରୀଙ୍କୁ ନିଆରା ଅବସରକାଳୀନ ସମ୍ବର୍ଦ୍ଧନା

ଜବରଦଖଲକାରୀଙ୍କୁ ପୁଣି ପୌର ଛାଟ, ବେପାରୀଙ୍କୁ ଉଚ୍ଛେଦ ସହ ଫାଇନ ଆଦାୟ

ଅନୁଗୁଳ: ଜବରଦଖଲକାରୀଙ୍କୁ ପୁଣି ପୌର ଛାଟ। ପୂଜା ବଜାରରେ ରାସ୍ତା ଜବରଦଖଲ କରି ଦୋକାନ ପସରା ମେଳାଇଥିବା ଅମାନିଆ ବେପାରୀଙ୍କୁ ଆଜି ପୁଣି ପୌରପାଳିକା ପୁଣି ଉଚ୍ଛେଦ କରିଛି। ରାସ୍ତା ଉପରେ ଜିନିଷ ଗଦାଇ ଟ୍ରାଫିକ ଜାମ୍ କରୁଥିବା ଦୋକାନୀଙ୍କ ବିପୁଳ…

Continue Readingଜବରଦଖଲକାରୀଙ୍କୁ ପୁଣି ପୌର ଛାଟ, ବେପାରୀଙ୍କୁ ଉଚ୍ଛେଦ ସହ ଫାଇନ ଆଦାୟ

ଏସଏନ୍‌କେ ରୟାଲରେ ଦଶହରା ଧମାକା: ସମସ୍ତ ସାମଗ୍ରୀ ଉପରେ ବିଶେଷ ରିହାତି

ଅନୁଗୁଳ: ଦଶହରାର ଆଲୋକମୟ ଓ ଉତ୍ସାହଜନକ ପରିବେଶକୁ ଆହୁରି ରଙ୍ଗୀନ କରିବା ପାଇଁ ଏସଏନ୍‌କେ ରୟାଲ ଆଣିଛି ଏକ ସ୍ୱତନ୍ତ୍ର ଦଶହରା ଧମାକା ଅଫର। ଅନୁଗୁଳର ଗାନ୍ଧୀ ମାର୍ଗ ଓ ତାଳଚେରର ଶର୍ମା ଛକସ୍ଥିତ ଏସଏନ୍‌କେ ରୟାଲ ସୋ’ରୁମ୍‌ରେ ଗ୍ରାହକମାନଙ୍କ ପାଇଁ…

Continue Readingଏସଏନ୍‌କେ ରୟାଲରେ ଦଶହରା ଧମାକା: ସମସ୍ତ ସାମଗ୍ରୀ ଉପରେ ବିଶେଷ ରିହାତି

ଅନୁଗୁଳରେ ଅରୁନ୍ଧତୀ ଜୁଏଲର୍ସର ଦଶମ ଶାଖା ଉଦଘାଟିତ: ପାର୍ବଣ ଅବସରରେ ଆକର୍ଷଣୀୟ ଅଫର

ଅନୁଗୁଳ: ଓଡ଼ିଶାର ଅଗ୍ରଣୀ ଜୁଏଲାରୀ ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ରବିବାର ଅନୁଗୁଳର ଶଙ୍କର ସିନେମା ହଲ ରୋଡ଼ ନିକଟରେ ନିଜର ଦଶମ ଶାଖାର ଶୁଭାରମ୍ଭ କରିଛି। ୭୫୦୦ ବର୍ଗଫୁଟ ବିଶାଳ ଏହି ଅତ୍ୟାଧୁନିକ ଶୋରୁମର ଉଦଘାଟନ ବଲିଉଡ ଅଭିନେତ୍ରୀ ମହିମା ଚୌଧରୀ…

Continue Readingଅନୁଗୁଳରେ ଅରୁନ୍ଧତୀ ଜୁଏଲର୍ସର ଦଶମ ଶାଖା ଉଦଘାଟିତ: ପାର୍ବଣ ଅବସରରେ ଆକର୍ଷଣୀୟ ଅଫର

ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସୁଦୀପ୍ତାଙ୍କ କୃତିତ୍ୱ

କଣିହାଁ: ଓଡିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୩ରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଗଦାଶିଳା ଗ୍ରାମର ସୁଦୀପ୍ତା ନାଏକ (୨୫) ୩୦୫ତମ ସ୍ଥାନ ହାସଲ କରି ସଫଳତା ଅର୍ଜନ କରିଛନ୍ତି। ଟିକନ ଓ ସେବତୀ ନାଏକଙ୍କ ଝିଅ ସୁଦୀପ୍ତା ଗଦାଶିଳା ୟୁପି ସ୍କୁଲ…

Continue Readingଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସୁଦୀପ୍ତାଙ୍କ କୃତିତ୍ୱ

ଏନଟିପିସିରୁ ବିପୁଳ ପରିମାଣର କଫ ସିରପ ଜବତ, ଦୁଇ ଗିରଫ

ଅନୁଗୁଳ: ଗତ ୨୭ ତାରିଖ ରାତି ପ୍ରାୟ ସାଢେ଼ ଆଠଟା ସମୟରେ ଏନଟିପିସି ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗଦାଶିଳାର ଏକ ବିସ୍କୁଟ ଦୋକାନରେ ଚଢଉ କରି ବିପୁଳ ପରିମାଣର ଏସ୍କଫ ବ୍ରାଣ୍ଡର କଫ ଶିରପ ଜବତ କରିଥିଲେ। ଏସଆଇ…

Continue Readingଏନଟିପିସିରୁ ବିପୁଳ ପରିମାଣର କଫ ସିରପ ଜବତ, ଦୁଇ ଗିରଫ

ଅନୁଗୁଳରେ ଭୁଶୁଡ଼ିଗଲାଣି ସ୍ୱାସ୍ଥ୍ୟ ସେବା, ନର୍ସିଂହୋମ ଉପରେ ନିର୍ଭର କରି ସର୍ବସ୍ୱାନ୍ତ ହେଉଛନ୍ତି ଜନତା: ପ୍ରଶାସନ ନିଦାବିଷ୍ଣୁ

ଅନୁଗୁଳ: ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ମେଡିକାଲରେ ବଢୁଛି ଦଲାଲଗିରି। ନର୍ସିଂହୋମ ମାଲିକମାନେ ଡାକ୍ତରଙ୍କୁ ହାତ କରି ହେଉଛନ୍ତି ମାଲାମାଲ। ସରକାରୀ ଡାକ୍ତରଖାନାରେ ସର୍ବନିମ୍ନ ସୁବିଧା ମିଳିପାରୁନି। ବାଧ୍ୟ ହୋଇ ଲୋକେ ବେସରକାରୀ ହସ୍ପିଟାଲ ଓ ନର୍ସିଂହୋମ ଉପରେ ନିର୍ଭର କରୁଛନ୍ତି।…

Continue Readingଅନୁଗୁଳରେ ଭୁଶୁଡ଼ିଗଲାଣି ସ୍ୱାସ୍ଥ୍ୟ ସେବା, ନର୍ସିଂହୋମ ଉପରେ ନିର୍ଭର କରି ସର୍ବସ୍ୱାନ୍ତ ହେଉଛନ୍ତି ଜନତା: ପ୍ରଶାସନ ନିଦାବିଷ୍ଣୁ