ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣର ରିପୋର୍ଟ କାର୍ଡ ପ୍ରକାଶିତ, ପ୍ରଥମ ୫ ଜିଲ୍ଲା ମଧ୍ୟରେ ଅନୁଗୁଳ

ଅନୁଗୁଳ: ସାର୍ବଜନୀନ ହୋଇଛି ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣର ରିପୋର୍ଟ କାର୍ଡ। ୨୦୨୪ ଡିସେମ୍ବର ୪ ତାରିଖରେ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଏହି ସର୍ବେକ୍ଷଣରେ ଅନୁଗୁଳର ରିପୋର୍ଟ କାର୍ଡ ମଧ୍ୟ ପ୍ରକାଶ ପାଇଛି। ଅନୁଗୁଳ ଜିଲ୍ଲାର ହାରାହାରି ଉପଲବ୍ଧି ସ୍ତର ଉଭୟ…

Continue Readingପରଖ ରାଷ୍ଟ୍ରୀୟ ସର୍ବେକ୍ଷଣର ରିପୋର୍ଟ କାର୍ଡ ପ୍ରକାଶିତ, ପ୍ରଥମ ୫ ଜିଲ୍ଲା ମଧ୍ୟରେ ଅନୁଗୁଳ

ଧ୍ଵଂସମୁଖୀ ଇକୋ ପାର୍କ ସଜାଡିବାକୁ ଜିଲ୍ଲାପାଳ ଅଣ୍ଟା ଭିଡ଼ିଲେ

ଅନୁଗୁଳ: ଅନୁଗୁଳର ସର୍ବ ବୃହତ୍ ଉଦ୍ୟାନ ଇକୋ ପାର୍କ ଏବେ ଧ୍ଵଂସମୁଖୀ। ଗତ ସରକାରଙ୍କ ସମୟରେ ଏହି ଇକୋ ପାର୍କର ଉନ୍ନତିକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଇଥିଲା। ନିମ୍ନ ମାନର ଜିନିଷ ଏବଂ ଠିକାଦାର ତୋଷଣ ନୀତି ଯୋଗୁଁ…

Continue Readingଧ୍ଵଂସମୁଖୀ ଇକୋ ପାର୍କ ସଜାଡିବାକୁ ଜିଲ୍ଲାପାଳ ଅଣ୍ଟା ଭିଡ଼ିଲେ

ଅନୁଗୁଳରେ ଜିଲ୍ଲା ଖଣିଜ ପାଣ୍ଠି ତାଲିକାକୁ ନେଇ ଅସନ୍ତୋଷ: ଆନ୍ଦୋଳନ ପାଇଁ ସଜବାଜ

ଅନୁଗୁଳ: ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ଟ୍ରଷ୍ଟ ବୋର୍ଡ ଦ୍ୱାରା ଖଣି ପ୍ରଭାବିତ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ପାଇଁ ନୂଆ ଗାଇଡଲାଇନ ଅନୁଯାୟୀ ଅର୍ଥ ବ୍ୟୟ ନିଷ୍ପତ୍ତି ନିଆଯାଇଛି। ଏଥିରେ ପ୍ରତ୍ୟେକ୍ଷ ପ୍ରଭାବିତ ଅଞ୍ଚଳ ପାଇଁ ୭୦% ଓ ପରୋକ୍ଷ ପ୍ରଭାବିତ…

Continue Readingଅନୁଗୁଳରେ ଜିଲ୍ଲା ଖଣିଜ ପାଣ୍ଠି ତାଲିକାକୁ ନେଇ ଅସନ୍ତୋଷ: ଆନ୍ଦୋଳନ ପାଇଁ ସଜବାଜ

ସୁରେଶ୍ୱରୀ ଜଳଭଣ୍ଡାର ଦାବିରେ କିଶୋରନଗର ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ

କିଶୋରନଗର: ଅନୁଗୁଳ ଜିଲ୍ଲାର କୃଷି ବହୁଳ କିଶୋରନଗର ଅଞ୍ଚଳରେ ଚାଷ ଜମି ପାଇଁ ଜଳସେଚନ ସୁବିଧା ଯୋଗାଇବା ଲାଗି ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦାବିରେ ଜୀବନଜୀବିକା କୃଷି ଜମି ସୁରକ୍ଷା କମିଟି ପକ୍ଷରୁ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ…

Continue Readingସୁରେଶ୍ୱରୀ ଜଳଭଣ୍ଡାର ଦାବିରେ କିଶୋରନଗର ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗିରଫ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକରେ କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗ ଅନୁଯାୟୀ, ଦୈନିକ ଖବରକାଗଜରେ ପ୍ରତିନିଧି ଭାବେ କାର୍ଯ୍ୟରତ ସାମ୍ବାଦିକ ପ୍ରଫୁଲ୍ଲ କୁମାର ସିଂହଙ୍କୁ  ସୁବ୍ରତ…

Continue Readingସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗିରଫ

ଲାୟନ୍ସ କ୍ଲବ୍ ଅନୁଗୁଳର ୪୦ତମ ପ୍ରତିଷ୍ଠା ଦିବସ ପାଳିତ

ଅନୁଗୁଳ: ଲାୟନ୍ସ କ୍ଲବ୍ ଅନୁଗୁଳର ୪୦ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ସନ୍ଧ୍ୟା ୭.୩୦ରେ ସ୍ଥାନୀୟ ଏକ ହୋଟେଲ ଠାରେ ମହାସମାରୋହରେ ପାଳିତ ହୋଇଛି। କ୍ଲବ୍‌ର ପିଡିଜି ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ନେତୃତ୍ୱ ଓ ସଭାପତି ତ୍ରୈଲୋକ୍ୟ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ…

Continue Readingଲାୟନ୍ସ କ୍ଲବ୍ ଅନୁଗୁଳର ୪୦ତମ ପ୍ରତିଷ୍ଠା ଦିବସ ପାଳିତ

କନ୍ଧକୋଇଲି-ସିଟିକୋଇଲି ରାସ୍ତାରେ ୧୦ ଫୁଟ ଘାଇ, ୧୫ ଦିନ ହେଲା ସମସ୍ୟାରେ ଗ୍ରାମବାସୀ

ବନ୍ତଳା: ଅନୁଗୁଳ ଜିଲ୍ଲାର ଅନୁଗୁଳ ବ୍ଲକ ଅଧିନ ମାଣିକଯୋଡ଼ି ପଞ୍ଚାୟତର କନ୍ଧକୋଇଲି-ସିଟିକୋଇଲି ଗାଁର ମୁଖ୍ୟ ରାସ୍ତାରେ ଅତ୍ୟଧିକ ବର୍ଷା ଯୋଗୁଁ ଗତ ୧୫ ଦିନ ହେଲା ୧୦ ଫୁଟ ଗଭୀର ଘାଇ ସୃଷ୍ଟି ହୋଇଛି। ଏହି ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ…

Continue Readingକନ୍ଧକୋଇଲି-ସିଟିକୋଇଲି ରାସ୍ତାରେ ୧୦ ଫୁଟ ଘାଇ, ୧୫ ଦିନ ହେଲା ସମସ୍ୟାରେ ଗ୍ରାମବାସୀ

ବିଧାନସଭାରେ ତାଳଚେର ଟ୍ରକ ମାଲିକଙ୍କ ଜୀବନ ଜୀବିକା ପ୍ରସଙ୍ଗ, ଦ୍ଵିତୀୟ ଥର ପାଇଁ ପ୍ରଶ୍ନ ଉଠାଇଲେ ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଟ୍ରକ୍ ମାଲିକଙ୍କ ଜୀବନ ଜୀବିକକୁ ନେଇ ଦ୍ଵିତୀୟ ଥର ପାଇଁ ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ବ୍ରଜକିଶୋର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି, ତାଳଚେରର ବେକାର ଯୁବକ ଯୁବତୀ ଋଣ କରି ଟ୍ରକ ଖଣ୍ଡିଏ ଆଣି…

Continue Readingବିଧାନସଭାରେ ତାଳଚେର ଟ୍ରକ ମାଲିକଙ୍କ ଜୀବନ ଜୀବିକା ପ୍ରସଙ୍ଗ, ଦ୍ଵିତୀୟ ଥର ପାଇଁ ପ୍ରଶ୍ନ ଉଠାଇଲେ ବିଧାୟକ

ସେପ୍ଟେମ୍ବର ୨୫ ଶୁଭମୁକ୍ତି: ପୂଜା ବଜାରରେ ଧମାଲ୍ କରିବ ସିନେମା “ଚାରିଧାମ”

ଅନୁଗୁଳ: ତାପସ ସରଘରିଆ ନିର୍ଦ୍ଦେଶିତ, ହିମାଦ୍ରି ତନୟା ଦାସ ପ୍ରଯୋଜିତ ସିନେମା "ଚାରିଧାମ" ଆସନ୍ତା ୨୫ ତାରିଖରେ ଶୁଭମୁକ୍ତି ହେବାକୁ ଯାଉଛି। ନାୟକ ଭୂମିକାରେ ଅଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି। ତାଙ୍କ ବିପକ୍ଷରେ ରହିବେ ଅନୁରାଧା ପାଣିଗ୍ରାହୀ । ମୁଖ୍ୟ ସହଯୋଗୀ…

Continue Readingସେପ୍ଟେମ୍ବର ୨୫ ଶୁଭମୁକ୍ତି: ପୂଜା ବଜାରରେ ଧମାଲ୍ କରିବ ସିନେମା “ଚାରିଧାମ”

ପୂଜା ପାଇଁ ଆଗୁଆ ମିଳିବ ଦରମା

ସରକାରୀ କର୍ମଚାରୀଙ୍କ ସେପ୍ଟେମ୍ବର ମାସର ଦରମାକୁ୨୬ ତାରିଖରେ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ…

Continue Readingପୂଜା ପାଇଁ ଆଗୁଆ ମିଳିବ ଦରମା