ତାଳଚେରରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ, ୨୧ ଯାଏଁ ଚାଲିବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର କଲେଜ ପଡ଼ିଆ ଠାରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉମାଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାକୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ…

Continue Readingତାଳଚେରରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ, ୨୧ ଯାଏଁ ଚାଲିବ

ଅନୁଗୁଳରେ ଭେଣ୍ଡର୍ ମୋବିଲାଇଜେସନ୍ ଡ୍ରାଇଭ୍ ଆୟୋଜିତ

ଅନୁଗୁଳ: ରାମ୍ପ (Raising and Accelerating MSME Performance/ RAMP) କାର୍ଯ୍ୟକ୍ରମ ଅଧୀନରେ ଏକ ଭେଣ୍ଡର୍ ମୋବିଲାଇଜେସନ୍ ଡ୍ରାଇଭ୍ ଆଜି ଅନୁଗୁଳ ଜିଲ୍ଲାରେ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମଟି ରପ୍ତାନି ଏବଂ ବାଣିଜ୍ୟ ନିର୍ଦ୍ଦେଶାଳୟ (DEPM), ଓଡ଼ିଶା ଦ୍ୱାରା ଆୟୋଜିତ ହୋଇଥିଲା।…

Continue Readingଅନୁଗୁଳରେ ଭେଣ୍ଡର୍ ମୋବିଲାଇଜେସନ୍ ଡ୍ରାଇଭ୍ ଆୟୋଜିତ

ବିଭିନ୍ନ ଅସ୍ତ୍ରୋପଚାର କରାଯିବା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କ ନିକଟରେ ଦାବୀ

ଅନୁଗୁଳ: ଶୁକ୍ରବାର ଅନୁଗୁଳ ଗସ୍ତରେ ଆସିଥିବା ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଆୟୁକ୍ତ ତଥା ସଚିବ ଅସ୍ବଥୀ ଏସଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ପବିତ୍ର ମୋହନ ମେଡ଼ିକାଲ କଲେଜରେ ବିଭିନ୍ନ ଅସ୍ତ୍ରୋପଚାର କରାଯିବା ନିମନ୍ତେ ଜିଲ୍ଲା ସ୍ବେଛାସେବୀ ମାନଙ୍କୁ ତରଫରୁ…

Continue Readingବିଭିନ୍ନ ଅସ୍ତ୍ରୋପଚାର କରାଯିବା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କ ନିକଟରେ ଦାବୀ

ଧୋବାପାଳରେ ନିଆଁ ଲାଗି ୩ ହଜାର ବିଡ଼ା ଧାନ ପୋଡ଼ି ପାଉଁଶ, ୨ ଚାଷୀ ହତାଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଧୋବାପାଳ ଗ୍ରାମର ୨ ଚାଷୀଙ୍କ ଧାନ ଗଦାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ କଣିହାଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।…

Continue Readingଧୋବାପାଳରେ ନିଆଁ ଲାଗି ୩ ହଜାର ବିଡ଼ା ଧାନ ପୋଡ଼ି ପାଉଁଶ, ୨ ଚାଷୀ ହତାଶ

ଅନୁଗୁଳ ଗସ୍ତରେ ସ୍ୱାସ୍ଥ୍ୟ ସଚିବ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି କଲେ ସମୀକ୍ଷା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଅଶ୍ଵଥୀ ଏସ୍। ସ୍ବାସ୍ଥ୍ୟ ସଚିବଙ୍କ ସହିତ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର ମଧ୍ୟ ହସ୍ପିଟାଲ ବୁଲିଥିଲେ। ଏ ଅବସରରେ ସଚିବ ଚିକିତ୍ସାଳୟର ଭୌତିକ ଢାଞ୍ଚା, ଚିକିତ୍ସା ସେବା ଓ…

Continue Readingଅନୁଗୁଳ ଗସ୍ତରେ ସ୍ୱାସ୍ଥ୍ୟ ସଚିବ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି କଲେ ସମୀକ୍ଷା

ସାଇବର ଠକଙ୍କୁ ସିମ୍ ବିକି ଦୁଇ ଗିରଫ; ୧୪୮୨ ଟି ସିମ୍ ଓ ୫୭ ହଜାର ୫୦୦ ଟଙ୍କା ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳର ଦୁଇ ବ୍ୟକ୍ତି ସାଇବର ଠକଙ୍କୁ ଅଧିକ ଦାମରେ ସିମ୍ ବିକ୍ରି କରି ଗିରଫ ହୋଇଥିବା ଜଣାପଡ଼ିଛି। ଗିରଫ ଦୁଇ ଜଣ ହେଲେ ସଞ୍ଜୟ କୁମାର ପ୍ରଧାନ (୩୮) ନୁନକାପଶି ଏବଂ ସହଯୋଗୀ ରୋହିତ…

Continue Readingସାଇବର ଠକଙ୍କୁ ସିମ୍ ବିକି ଦୁଇ ଗିରଫ; ୧୪୮୨ ଟି ସିମ୍ ଓ ୫୭ ହଜାର ୫୦୦ ଟଙ୍କା ଜବତ

ହାତୀ ଉତ୍ପାତରେ ଭୟଭୀତ ବେନ୍ତପୁର ଗ୍ରାମବାସୀ; ସୁରକ୍ଷା ପାଇଁ ଗାଁ ଚାରିପାଖେ ଜାଳିଲେ ନିଆଁ

ଅନୁଗୁଳ: ବେନ୍ତପୁର ଗାଁରେ ହାତୀ ଉତ୍ପାତ ବଢ଼ିଛି। ଦୀର୍ଘ ୨ ମାସର ବ୍ୟବଧାନ ପରେ ପୁଣି ଥରେ ୮୦ଟିକିଆ ହାତୀପଲ ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘରେ ପଶି ଧନସମ୍ପତି ନଷ୍ଟ କରୁଛନ୍ତି। ସେପଟେ ହାତୀ ଭୟରୁ ବଞ୍ଚିବା…

Continue Readingହାତୀ ଉତ୍ପାତରେ ଭୟଭୀତ ବେନ୍ତପୁର ଗ୍ରାମବାସୀ; ସୁରକ୍ଷା ପାଇଁ ଗାଁ ଚାରିପାଖେ ଜାଳିଲେ ନିଆଁ

ଜିଲ୍ଲା କଂଗ୍ରେସ ପକ୍ଷରୁ ବିଜେପି ବିରୁଦ୍ଧରେ ବିକ୍ଷୋଭ

ଅନୁଗୁଳ: ନ୍ୟାସନାଲ ହେରାଲ୍ଡ ମିଛ ମାମଲାରେ କଂଗ୍ରେସ ଦଳର ନୈତିକ ବିଜୟ ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଜେପି ବିରୁଦ୍ଧରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ସ୍ଥାନୀୟ କଂଗ୍ରେସ ଭବନ ଠାରୁ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ…

Continue Readingଜିଲ୍ଲା କଂଗ୍ରେସ ପକ୍ଷରୁ ବିଜେପି ବିରୁଦ୍ଧରେ ବିକ୍ଷୋଭ

ଅନୁଗୁଳରେ ବଢୁଛି ଅଶାନ୍ତି: ବିଗିଡ଼ିଗଲାଣି ଆଇନ ଶୃଙ୍ଖଳା, ୩ ମାସରେ ୩ ବଡ଼ ଅପରାଧ

ଅନୁଗୁଳ: ଅନୁଗୁଳ ଏବେ ଅଶାନ୍ତ। ବିଗିଡ଼ିଗଲାଣି ଆଇନ ଶୃଙ୍ଖଳା। ଗଳି କନ୍ଦିରେ ମିଳୁଛି ଡ୍ରଗସ୍। କଥା କଥାରେ ବୁଲୁଛି ଖଣ୍ଡା, ଫୁଟୁଛି ଗୁଳି। ବାହାର ଜିଲ୍ଲାରୁ ଆସି ସହର ଭିତରେ ଡକାୟତି ଯୋଜନା କରୁଛନ୍ତି ଦୁର୍ବୃତ୍ତ। ପ୍ରତି ସପ୍ତାହରେ ଜବତ ହେଉଛି…

Continue Readingଅନୁଗୁଳରେ ବଢୁଛି ଅଶାନ୍ତି: ବିଗିଡ଼ିଗଲାଣି ଆଇନ ଶୃଙ୍ଖଳା, ୩ ମାସରେ ୩ ବଡ଼ ଅପରାଧ

ମା’ ତାରିଣୀଙ୍କ ମନ୍ଦିରରୁ ଗହଣା ଚୋରି, ସିସିଟିଭିରେ ପୂରା ଦୃଶ୍ୟ କଏଦ; ମୁଣ୍ଡିଆ ମାରି ଲୁଟି ନେଲେ ଚୋର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ସମଲ ବ୍ୟାରେଜ ବଜାର ସ୍ଥିତ ମା' ତାରିଣୀଙ୍କ ମନ୍ଦିରରୁ ଗହଣା ଚୋରି ହୋଇଛି। ବୁଧବାର ଅପରାହ୍ନରେ ଏ ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ମା'ଙ୍କ ଆଖି, ନାକରେ ଲାଗିଥିବା…

Continue Readingମା’ ତାରିଣୀଙ୍କ ମନ୍ଦିରରୁ ଗହଣା ଚୋରି, ସିସିଟିଭିରେ ପୂରା ଦୃଶ୍ୟ କଏଦ; ମୁଣ୍ଡିଆ ମାରି ଲୁଟି ନେଲେ ଚୋର