ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୫୮ କେଜି ଗଞ୍ଜେଇ ଜବତ, ମହାରାଷ୍ଟ୍ରର ୩ ଜଣ ଗିରଫ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା। ଆଜି ରେଲୱେ ପ୍ରୋଟେକ୍ସନ ଫୋର୍ସର ମିଳିତ ସହଯୋଗରେ ଚଢ଼ଉ କରି ଅବକାରୀ ବିଭାଗ ୫୮ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣ ବ୍ଯବସାୟୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ…

Continue Readingଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୫୮ କେଜି ଗଞ୍ଜେଇ ଜବତ, ମହାରାଷ୍ଟ୍ରର ୩ ଜଣ ଗିରଫ

ତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ଘଟଣା: ମିଳିଲା ମୃତ ଦେହ, ଗଣଦୁଷ୍କର୍ମ ପରେ ପୋଡ଼ି ଦେଇଥିବା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ଘଟଣାରେ ନୂଆ ମୋଡ଼। ବଅଁରପାଳ ଥାନା ଭୋଗବେରେନି ପଞ୍ଚାୟତ କେନ୍ଦୁପଲି ଗାଁ ନିକଟ ବିଲମାଳରୁ ରବିବାର ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ଵିକ ସ୍ଥିତିରୁ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ି…

Continue Readingତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ଘଟଣା: ମିଳିଲା ମୃତ ଦେହ, ଗଣଦୁଷ୍କର୍ମ ପରେ ପୋଡ଼ି ଦେଇଥିବା ସନ୍ଦେହ

ମେ’ ୧୨ରୁ କାର୍ଯ୍ୟକ୍ଷମ ହେବ ‘ଭୁବନେଶ୍ବର ନ୍ୟୁ’ ଷ୍ଟେସନ,ଚଳାଚଳ କରିବ ୩ ଏକ୍ସପ୍ରେସ

ଭୁବନେଶ୍ୱର: ଆସନ୍ତା ମେ' ୧୨ ତାରିଖରୁ ‘ଭୁବନେଶ୍ବର ନ୍ୟୁ' ଷ୍ଟେସନରେ ତିନୋଟି ଏକ୍ସପ୍ରେସ ଟ୍ରେନ ପାଇଁ ଟର୍ମିନାଲ ପଏଣ୍ଡ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ ଗୁଡ଼ିକ ହେଲା କୋଣାର୍କ ଏକ୍ସପ୍ରେସ, ବିଶାଖା ଏକ୍ସପ୍ରେସ ଓ ଭୁବନେଶ୍ବର – ବିଶାଖାପାଟଣା…

Continue Readingମେ’ ୧୨ରୁ କାର୍ଯ୍ୟକ୍ଷମ ହେବ ‘ଭୁବନେଶ୍ବର ନ୍ୟୁ’ ଷ୍ଟେସନ,ଚଳାଚଳ କରିବ ୩ ଏକ୍ସପ୍ରେସ

ମାଛ ମାରିବା ପଡ଼ିଲା ମହଙ୍ଗା: ଦୁଇ ନାବାଳକଙ୍କୁ ନିଜ ଘର ଗ୍ରିଲରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ପୋଖରୀ ମାଲିକ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଅଧୀନରେ କାହ୍ନୁ ଚରଣ ପାଣିଙ୍କ ଘର ସାମ୍ନା ଗ୍ରିଲରେ ହାତ ବନ୍ଧା ହୋଇଥିବା ଦୁଇ ୧୦ବର୍ଷୀୟ ନାବାଳକଙ୍କୁ ବାଗଡିଆ ପୋଲିସ ଉଦ୍ଧାର କରିଛି। ବାଗଡିଆ ଗ୍ରାମର ୨ ନାବାଳକ ରବିବାର ତାଙ୍କ ସାହି ନିକଟରେ…

Continue Readingମାଛ ମାରିବା ପଡ଼ିଲା ମହଙ୍ଗା: ଦୁଇ ନାବାଳକଙ୍କୁ ନିଜ ଘର ଗ୍ରିଲରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ପୋଖରୀ ମାଲିକ

ସର୍ଭିସ ରୋଡ୍ ପାର୍ଶ୍ବରେ ଏଯାଏଁ ହୋଇନି ୱାଲ କାମ, ଅସରାଏ ବର୍ଷାରେ ରାସ୍ତାରୁ ଧୋଇଗଲାଣି ମାଟି

ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ କିଶୋରନଗର ବ୍ଲକ ଲୁହାମୁଣ୍ଡାରେ ନିର୍ମିତ ସର୍ଭିସ ରାସ୍ତା ପାର୍ଶ୍ବରେ ୱାଲ କାମ ହୋଇନାହିଁ। ଫଳରେ ରାସ୍ତା କଡ଼ରୁ ମାଟି ଖସି ପଡୁଛି। ସାମାନ୍ୟ ବର୍ଷା ହେଲେ ବର୍ଷା ଜଳରେ ମାଟି ଧୋଇ ହୋଇ…

Continue Readingସର୍ଭିସ ରୋଡ୍ ପାର୍ଶ୍ବରେ ଏଯାଏଁ ହୋଇନି ୱାଲ କାମ, ଅସରାଏ ବର୍ଷାରେ ରାସ୍ତାରୁ ଧୋଇଗଲାଣି ମାଟି

ୱାକଫ୍ ସୁଧାର ଜନଜାଗରଣ ଅଭିଯାନ କର୍ମଶାଳା: ନୂଆ ଆଇନ ନେଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ୱାକଫ୍ ସୁଧାର ଜନ ଜାଗରଣ ଅଭିଯାନ କର୍ମଶାଳା ଆୟୋଜିତ ହୋଇଛି। କେନ୍ଦ୍ର ଓ ରାଜ୍ୟ ବିଜେପିର ନିଷ୍ପତ୍ତି କ୍ରମେ ସମସ୍ତ ଜିଲ୍ଲାରେ ୱାକଫ ଆଇନ ସଂଶୋଧନ ଉପରେ କର୍ମଶାଳା କରାଯାଇ ବିଜେପି କାର୍ଯ୍ୟକର୍ତ୍ତା…

Continue Readingୱାକଫ୍ ସୁଧାର ଜନଜାଗରଣ ଅଭିଯାନ କର୍ମଶାଳା: ନୂଆ ଆଇନ ନେଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ

ତାଳଚେରରେ ବଡ଼ଧରଣର ଡକାୟତିର ପର୍ଦ୍ଦାଫାସ, ଭଦ୍ରକରୁ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଦେଉଳବେଡ଼ା ଅଞ୍ଚଳର ଅଶୋକ ଦାସଙ୍କ ଘରୁ ଡକାୟତି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫମାନେ ହେଲେ ଭଦ୍ରକ ଜିଲ୍ଲା ଧୁଷୁରୀ ଗ୍ରାମର ଗିରିଶ ନାଏକ (୪୦) ଓ ଯାଜପୁର ଅଞ୍ଚଳର…

Continue Readingତାଳଚେରରେ ବଡ଼ଧରଣର ଡକାୟତିର ପର୍ଦ୍ଦାଫାସ, ଭଦ୍ରକରୁ ୨ ଗିରଫ

ଆରପାରିରେ ଶତାୟୁ ଯୋଗଗୁରୁ ସ୍ବାମୀ ଶିବାନନ୍ଦ ସରସ୍ବତୀ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ଅନୁଗୁଳ: ଆରପାରିରେ ଶତାୟୁ ଯୋଗଗୁରୁ ସ୍ବାମୀ ଶିବାନନ୍ଦ ସରସ୍ବତୀ। ଗତ ରାତିରେ ବାରାଣସୀରେ ହୃଦଘାତରେ ତାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୨୮ ବର୍ଷ ହୋଇଥିଲା। ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,…

Continue Readingଆରପାରିରେ ଶତାୟୁ ଯୋଗଗୁରୁ ସ୍ବାମୀ ଶିବାନନ୍ଦ ସରସ୍ବତୀ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେବ ନାଥସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡିପିଆର ଚୂଡ଼ାନ୍ତ ପାଇଁ ପରିଦର୍ଶନ କଲେ ଅଧିକାରୀ

ଅନୁଗୁଳ: ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ଓଡ଼ିଶାରେ କାର୍ଯ୍ୟକାରୀ ହେବ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’। ରାଜ୍ୟରେ ଯୋଜନା ନେଇ ସରକାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଅନୁଗୁଳ ଜିଲ୍ଲାରେ ମଧ୍ୟ ଏହି ଯୋଜନାରେ କିଛି ସରକାରୀ ବିଦ୍ୟାଳୟ…

Continue Readingଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେବ ନାଥସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡିପିଆର ଚୂଡ଼ାନ୍ତ ପାଇଁ ପରିଦର୍ଶନ କଲେ ଅଧିକାରୀ

ଦୁଇ ଦିନ ଭୀଷଣ କାଳବୈଶାଖୀ

ଭୁବନେଶ୍ୱର:  କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଥିବା କାଳବୈଶାଖୀ ଆହୁରି ଭୟଙ୍କର ହେବା ଆଶଙ୍କାରେ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ଦୁଇ ଦିନରେ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ…

Continue Readingଦୁଇ ଦିନ ଭୀଷଣ କାଳବୈଶାଖୀ