କିଶୋରନଗର ବ୍ଲକରେ କୃଷି କର୍ମଚାରୀ ଲାଞ୍ଚ ନେଉଥିବା ମାଡ଼ି ବସିଲା ଭିଜିଲାନ୍ସ

ଅନୁଗୁଳ: ମଙ୍ଗଳବାର ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ ଅନ୍ତର୍ଗତ କାଦଳୀମୁଣ୍ଡା, ରାଣୀଆକୋଟା ଓ ଧଉରପାଲ୍ଲୀ ଗ୍ରାମପଞ୍ଚାୟତର ଗ୍ରାମ କୃଷି କର୍ମଚାରୀ (VAW) ବିଶ୍ୱନାଥ ଦାସଙ୍କୁ ଓଡ଼ିଶା ଭିଜିଲାନ୍ସ ଟିମ୍‌ ଦ୍ୱାରା ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡହ୍ଯାଣ୍ଡ ଧରିଛି। ଅଭିଯୁକ୍ତ…

Continue Readingକିଶୋରନଗର ବ୍ଲକରେ କୃଷି କର୍ମଚାରୀ ଲାଞ୍ଚ ନେଉଥିବା ମାଡ଼ି ବସିଲା ଭିଜିଲାନ୍ସ

ଅନୁଗୁଳ ନଗରପାଳ ଓ ନିର୍ବାହୀ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ଅନୁଗୁଳ: ଆଜି ନୂଆଦିଲ୍ଲୀରେ ଅନୁଗୁଳ ପୌରପାଳିକା ପୁରସ୍କୃତ ହେବାପରେ ଭୁବନେଶ୍ବରରେ ନଗରପାଳ ଅକ୍ଷୟ ସାମନ୍ତ ଓ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ନିଜ ଟିମ୍ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତ୍ କରିଥିଲେ। ଅନୁଗୁଳ ପୌରପାଳିକା ପକ୍ଷରୁ…

Continue Readingଅନୁଗୁଳ ନଗରପାଳ ଓ ନିର୍ବାହୀ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଚୟନ ପାଇଁ ସଙ୍ଗଠନ ସୃଜନ ଅଭିଯାନ ଆରମ୍ଭ ହୋଇଛି। ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ପୂର୍ବତନ ସାଂସଦ ଡି. କେ. ସୁରେଶ ସୋମବାର ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ…

Continue Readingଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ

ଅନୁଗୁଳ ପୌରପାଳିକାକୁ ଜାତୀୟ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର

ଅନୁଗୁଳ: ଅନୁଗୁଳ ପୌରପାଳିକା ମଙ୍ଗଳବାର ନୂଆ ଦିଲ୍ଲୀରେ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର-୨୦୨୫ରେ ସମ୍ମାନିତ ହୋଇଛି। ଦେଶରେ ସ୍ୱଚ୍ଛ ସହର ଭାବେ ତୃତୀୟ ସ୍ଥାନ ହାସଲ କରି ଅନୁଗୁଳ ପୌରପାଳିକା ୧୨,୫୦,୦୦୦ ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ଓ ପ୍ରମାଣପତ୍ର…

Continue Readingଅନୁଗୁଳ ପୌରପାଳିକାକୁ ଜାତୀୟ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର

ଜରପଡା ବ୍ଲକ ପୁନର୍ଗଠନ ନିମନ୍ତେ ପ୍ରସ୍ତୁତି ବୈଠକ, ସରକାରଙ୍କୁ ଦରଖାସ୍ତ ଦେବେ ୨୨ ପଞ୍ଚାୟତବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ବ୍ଲକ ପୁନର୍ଗଠନ ନିମନ୍ତେ ଚତୁର୍ଥ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସୋମବାର ଅପରାହ୍ନରେ ସ୍ଥାନୀୟ ଜରପଡା ଶିବ ମନ୍ଦିର ପରିସରରେ ଆୟୋଜିତ ବୈଠକରେ ବ୍ଲକ୍ ପୁନର୍ଗଠନ ସଂପର୍କରେ ଆଲୋଚନା ହୋଇଥିଲା। ଏଥି ସହ କିଭଳି ରାଜ୍ୟ…

Continue Readingଜରପଡା ବ୍ଲକ ପୁନର୍ଗଠନ ନିମନ୍ତେ ପ୍ରସ୍ତୁତି ବୈଠକ, ସରକାରଙ୍କୁ ଦରଖାସ୍ତ ଦେବେ ୨୨ ପଞ୍ଚାୟତବାସୀ

ପୂର୍ବତନ ସରପଞ୍ଚଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ପାତ୍ରପଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଯୋଗେଶ୍ୱର ସାହୁଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘ ଦିନ ହେବ ରାଜନୀତି ଓ ସାମାଜିକ କାର୍ଯ୍ୟରେ ସକ୍ରିୟ ଥିବା ଯୋଗେଶ୍ୱର ପଞ୍ଚାୟତରେ ସମିତି ସଭ୍ୟ, ସରପଞ୍ଚ ଏବଂ ଭାଜପା…

Continue Readingପୂର୍ବତନ ସରପଞ୍ଚଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

ଘର ଅଗଣାରେ ପଶି ଗ୍ରୀଲ ଭାଙ୍ଗିଲା ଗୋଟିକିଆ ଦନ୍ତା ହାତୀ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର 'ଖ' ପଞ୍ଚାୟତ ନୂଆସାହି ଗାଁରେ ଗୋଟିକିଆ ଦନ୍ତା ହାତୀ ପଶି ଉତ୍ପାତ କରୁଛି। ଫଳରେ ଗାଁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଘର ଅଗଣାରେ ପଶି ଗ୍ରୀଲ ଭାଙ୍ଗିଥିଲା ଗୋଟିକିଆ ଦନ୍ତା…

Continue Readingଘର ଅଗଣାରେ ପଶି ଗ୍ରୀଲ ଭାଙ୍ଗିଲା ଗୋଟିକିଆ ଦନ୍ତା ହାତୀ

ତାଳଚେରରେ ଗଜାନନଙ୍କ ବିସର୍ଜନ: ପୂଜା କମିଟି ସଭାପତିଙ୍କ ଇସ୍ତଫା, ଲଡ଼ୁ ନିଲାମରେ ବିଭ୍ରାଟ

ତାଳଚେର: ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ବର୍ଣ୍ଣାଢ଼୍ୟ ପରିବେଶରେ ପାରମ୍ପାରିକ ନୃତ୍ୟ, ସଙ୍ଗୀତ, ଝାଞ୍ଜ ଓ ବାଦ୍ୟ ମଧ୍ୟରେ ଅନୁଷ୍ଠିତ ହୋଇଛି। ୩୭ଟି ମେଢ଼ ବଡ଼ଦାଣ୍ଡସାହି ମେଳଣପଡ଼ିଆରୁ ଅପରାହ୍ଣ ୨ଟା ସମୟରେ ଶୋଭାଯାତ୍ରା ସହ ବଡ଼ବଜାର, ଫାଷ୍ଟଗେଟ୍ ଦେଇ ଅସ୍ଥାୟୀ ପୋଖରୀରେ…

Continue Readingତାଳଚେରରେ ଗଜାନନଙ୍କ ବିସର୍ଜନ: ପୂଜା କମିଟି ସଭାପତିଙ୍କ ଇସ୍ତଫା, ଲଡ଼ୁ ନିଲାମରେ ବିଭ୍ରାଟ

ଖଣ୍ଡହତା ଦୁର୍ଘଟଣା ଉଦ୍ଧାର କାର୍ଯ୍ୟର ହିରୋ: ଦେବଦୂତ ସାଜିଥିଲେ ଦୁଇ ଇଣ୍ଟରସେପ୍ଟର କର୍ମଚାରୀ

ଅନୁଗୁଳ: ଗତ କାଲି ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଏକ ଯାତ୍ରୀବାହୀ ଅଟୋ ଉପରେ କାର ଚଢି ଯିବା କାରଣରୁ ୩ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ…

Continue Readingଖଣ୍ଡହତା ଦୁର୍ଘଟଣା ଉଦ୍ଧାର କାର୍ଯ୍ୟର ହିରୋ: ଦେବଦୂତ ସାଜିଥିଲେ ଦୁଇ ଇଣ୍ଟରସେପ୍ଟର କର୍ମଚାରୀ

ନିଖୋଜ ନାବାଳିକାର ସନ୍ଦେହଜନକ ମୃତ୍ୟୁ: ୧୬ ଘଣ୍ଟା ପରେ ମିଳିଲା ମୃତଦେହ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ଭାଲୁଖାଇ ନାଳରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର। ଗତକାଲିଠାରୁ ନିଖୋଜ ଥିଲେ ନାବାଳିକା। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ନ୍ୟାୟ ଦାବିରେ ଟାୟାର ଜାଳି ଅନୁଗୁଳ-…

Continue Readingନିଖୋଜ ନାବାଳିକାର ସନ୍ଦେହଜନକ ମୃତ୍ୟୁ: ୧୬ ଘଣ୍ଟା ପରେ ମିଳିଲା ମୃତଦେହ