ପେଟ୍ରୋଲ ପମ୍ପ ଡକାୟତି ମାମଲା, ଫେରାର ମୁଖ୍ୟ ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳରେ ପେଟ୍ରୋଲ ପମ୍ପ ଡକାୟତି ମାମଲାରେ ପୋଲିସକୁ ସଫଳତା। ଅଭିଯୁକ୍ତକୁ ଗିରଫ କରିଛି ଅନୁଗୁଳ ପୋଲିସ। ଗତ ୨୪ ଫେବ୍ରୁଆରୀ ୨୦୨୫ ରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡଚଣ୍ଡୀ ବଜାର ନିକଟ ଶୁଭମ କିସାନ ସେବା କେନ୍ଦ୍ର ପେଟ୍ରୋଲ…

Continue Readingପେଟ୍ରୋଲ ପମ୍ପ ଡକାୟତି ମାମଲା, ଫେରାର ମୁଖ୍ୟ ଅଭିଯୁକ୍ତ ଗିରଫ

ଅନୁଗୁଳ ଜିଲ୍ଲା ବିଜେପିର ନୂତନ ପ୍ରଭାରୀ ଗୋଲକ ମହାପାତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପିର ସାଙ୍ଗଠନିକ ପ୍ରଭାରୀ ଭାବେ ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କୁ ଦାୟିତ୍ୱ ମିଳିଛି। ରାଜ୍ୟ ବିଜେପି ପକ୍ଷରୁ ଆଜି ନାମ ଘୋଷଣା ହେବା ପରେ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି। ଗୋଲକ ମହାପାତ୍ର ଜଣେ…

Continue Readingଅନୁଗୁଳ ଜିଲ୍ଲା ବିଜେପିର ନୂତନ ପ୍ରଭାରୀ ଗୋଲକ ମହାପାତ୍ର

ଅନୁଗୁଳରେ ଅଣ୍ଡା ମିଳୁନି

ଅନୁଗୁଳ: ଅନୁଗୁଳ ବଜାରରେ ଗତ ଦୁଇ-ତିନି ହେବ ଅଣ୍ଡା ମିଳୁନାହିଁ।ଆଜି ଅଣ୍ଡା ଗୋଟାକ ୧୦ ଟଙ୍କା ଦରରେ ବିକ୍ରୀ ହେଉଥିବା ଖବର ଆସୁଛି। ଶୀତ ବଢ଼ିଯିବା ଫଳରେ ବେକରୀ ସଂସ୍ଥା,ଫାଷ୍ଟ ଫୁଡ୍ ସଂସ୍ଥାରେ ଅଧିକ ଅଣ୍ଡା ବ୍ୟବହାର ହେଉଥିବାରୁ ଯୋଗାଣ ଯଥେଷ୍ଟ…

Continue Readingଅନୁଗୁଳରେ ଅଣ୍ଡା ମିଳୁନି

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୬ଟି ଅଭିଯୋଗର ତୁରନ୍ତ ଫଇସଲା

ଅନୁଗୁଳ:- ଆଜି ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଆଠମଲ୍ଲିକ ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଜନଶୁଣାଣି ଶିବିରରେ ସମୁଦାୟ ୪୨ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୩୭ଟି ବ୍ୟକ୍ତିଗତ ଓ…

Continue Readingଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୬ଟି ଅଭିଯୋଗର ତୁରନ୍ତ ଫଇସଲା

ଜିଲ୍ଲା ସୁରକ୍ଷା ମଞ୍ଚ ଓ ବିଦ୍ୟୁତ୍ ଉପଭୋକ୍ତା ସଂଘ ସ୍ମାର୍ଟ ମିଟରକୁ ବିରୋଧ କଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସୁରକ୍ଷା ମଞ୍ଚ ଓ ବିଦ୍ୟୁତ୍ ଉପଭୋକ୍ତା ସଂଘପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଲ ଆୟୋଜିତ କରାଯାଇଥିଲା। ୧୩ ଦଫା ଦାବି ନେଇ ଏହି ସମ୍ମିଳନୀ ଡାକିଥିଲେ କଂଗ୍ରେସ ନେତା ପ୍ରବୋଧ କୁମାର ସ୍ବାଇଁ ଓ…

Continue Readingଜିଲ୍ଲା ସୁରକ୍ଷା ମଞ୍ଚ ଓ ବିଦ୍ୟୁତ୍ ଉପଭୋକ୍ତା ସଂଘ ସ୍ମାର୍ଟ ମିଟରକୁ ବିରୋଧ କଲା

କୂଅରୁ ହାତୀ ଛୁଆ ଉଦ୍ଧାର, ଜେସିବି ସାହାଯ୍ୟରେ ବାହାର କଲା ବନ ବିଭାଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ କୂଅରେ ପଡ଼ିଥିବା ୮ ବର୍ଷର ହାତୀ ଛୁଆକୁ ଉଦ୍ଧାର କରିଛି ବନବିଭାଗ। ସୂଚନା ମୁତାବକ, ନୂଆହତା ପଞ୍ଚାୟତ ଗଣ୍ଠିଗାଡ଼ିଆ ଗ୍ରାମ ଜଙ୍ଗଲରୁ ପ୍ରାୟ ୯୦ ଟି ହାତୀ ଗଡ଼ସନ୍ତ୍ରୀ ପଞ୍ଚାୟତ ଅଭିମୁଖେ…

Continue Readingକୂଅରୁ ହାତୀ ଛୁଆ ଉଦ୍ଧାର, ଜେସିବି ସାହାଯ୍ୟରେ ବାହାର କଲା ବନ ବିଭାଗ

ଜୁହାର ପରିବାର ପକ୍ଷରୁ ନୂଆଖାଇ ଭେଟ୍-ଘାଟ୍- ୨୦୨୫

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ଅନୁଗୁଳ ଜୁହାର ପରିବାର ପକ୍ଷରୁ ନୂଆ ଖାଇ ଭେଟ-ଘାଟ ସମାରୋହ ଆୟୋଜିତ ହୋଇଯାଇଛି।ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ରୂପେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅନୁଗୁଳରେ ରହୁଥିବା ପଶ୍ଚିମ ଓଡ଼ିଶାର ଭାଇ ଭଉଣୀ ମାନଙ୍କ…

Continue Readingଜୁହାର ପରିବାର ପକ୍ଷରୁ ନୂଆଖାଇ ଭେଟ୍-ଘାଟ୍- ୨୦୨୫

ଅନୁଗୁଳର ଜଣାଶୁଣା ସାମ୍ବାଦିକ ଗିରଫ, ଜାରି ହୋଇଥିଲା ୱାରେଣ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼କେରାର ଆଗଧାଡ଼ିର ସାମ୍ବାଦିକ ସନ୍ତୋଷ କୁମାର ପୃଷ୍ଟି (୪୧)ଙ୍କୁ ରବିବାର ବନ୍ତଳା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ପୁଲିସର ସୂଚନା ଅନୁସାରେ, ୨୦୧୬/୧୭ରେ ଅନୁଗୁଳ ଥାନା ଓ ବଅଁରପାଳ ଥାନାରେ ସନ୍ତୋଷଙ୍କ…

Continue Readingଅନୁଗୁଳର ଜଣାଶୁଣା ସାମ୍ବାଦିକ ଗିରଫ, ଜାରି ହୋଇଥିଲା ୱାରେଣ୍ଟ

ଅନୁଗୁଳରେ ଶ୍ରମିକଙ୍କୁ ଶୋଷଣ, ୧୮ଶହ ଟଙ୍କା ନେଇ ଲେବର କାର୍ଡ କରାଉଛନ୍ତି ଏଜେଣ୍ଟ; ଶ୍ରମ ଅଧିକାରୀଙ୍କ ପାଖେ ନାହିଁ ଖବର

ଅନୁଗୁଳ: ଅନୁଗୁଳରେ ମାତିଛନ୍ତି ଲେବର କାର୍ଡ ଏଜେଣ୍ଟ। ୧୮ଶହ ଟଙ୍କା ନେଇ କରାଇ ଦେଉଛନ୍ତି ଲେବର କାର୍ଡ। ଅନୁଗୁଳ ଜିଲ୍ଲାରେ ଟଙ୍କା ନେଇ ଶ୍ରମ କାର୍ଡ କରାଇ ଦେବାକୁ ଚାରିଆଡ଼େ ବୁଲୁଛନ୍ତି ଏଭଳି ରାକେଟ୍‌ର ଏଜେଣ୍ଟ। ଶନିବାର ଅନୁଗୁଳ ବ୍ଲକ୍‌ ଡେରଜାଙ୍ଗ…

Continue Readingଅନୁଗୁଳରେ ଶ୍ରମିକଙ୍କୁ ଶୋଷଣ, ୧୮ଶହ ଟଙ୍କା ନେଇ ଲେବର କାର୍ଡ କରାଉଛନ୍ତି ଏଜେଣ୍ଟ; ଶ୍ରମ ଅଧିକାରୀଙ୍କ ପାଖେ ନାହିଁ ଖବର

ବଇଣ୍ଡାରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିର୍ମାଣ ପାଇଁ ଜମି ଚିହ୍ନଟ, ଅଟକଳ ରହିଛି ୫୬ ଲକ୍ଷ ଟଙ୍କା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଠାରେ ନିର୍ମାଣ ହେବାକୁ ଥିବା ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ପାଇଁ ଶନିବାର ଜମି ଚିହ୍ନଟ ହୋଇଛି। ଜାତୀୟ ରାଜପଥ ସଂପ୍ରସାରଣ ସମୟରେ ଡାକ ବଙ୍ଗଳାକୁ ଉଚ୍ଛେଦ କରାଯାଇଥିବା ବେଳେ ଆଉ ନିର୍ମାଣ…

Continue Readingବଇଣ୍ଡାରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିର୍ମାଣ ପାଇଁ ଜମି ଚିହ୍ନଟ, ଅଟକଳ ରହିଛି ୫୬ ଲକ୍ଷ ଟଙ୍କା