ତୀର୍ଥ ଯାତ୍ରାରେ ଗଲେ ୧୦୬ ଜଣ ବରିଷ୍ଠ ନାଗରିକ, ଏସବୁ ସ୍ଥାନ ବୁଲିବେ

ଅନୁଗୁଳ: ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଅପରାହ୍ନରେ ଅନୁଗୁଳ ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ସଭାଘରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅବଦାଳ ମୁହମ୍ମଦ୍ ଅଖତର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୩ଟି ବସ୍କୁ…

Continue Readingତୀର୍ଥ ଯାତ୍ରାରେ ଗଲେ ୧୦୬ ଜଣ ବରିଷ୍ଠ ନାଗରିକ, ଏସବୁ ସ୍ଥାନ ବୁଲିବେ

ପୌରପାଳିକାର ୩ ଏମସିସି ବନ୍ଦ ହେବ: ପ୍ରତିଷ୍ଠା ହେବ କେନ୍ଦ୍ରୀୟ କମ୍ପୋଷ୍ଟିଂ ସେଣ୍ଟର

ଅନୁଗୁଳ: ଏକ ଘଟଣାକ୍ରମରେ ଅନୁଗୁଳ ପୌରପାଳିକା ମଧ୍ୟରେ ଥିବା ତିନି ଗୋଟି ଏମସିସି ବା କ୍ଷୁଦ୍ର ଜୀବସାର ପ୍ରକ୍ରିୟାକରଣ କେନ୍ଦ୍ର ଖୁବ୍ ଶୀଘ୍ର ବନ୍ଦ୍ ହେବ। ଏହି ତିନି ଗୋଟି କେନ୍ଦ୍ର ହୁଲୁରୁଷିଂହା, ହେମସୁରପଡା ଓ ବିଏଡ କଲେଜ୍ ନିକଟରେ ରହିଛି।…

Continue Readingପୌରପାଳିକାର ୩ ଏମସିସି ବନ୍ଦ ହେବ: ପ୍ରତିଷ୍ଠା ହେବ କେନ୍ଦ୍ରୀୟ କମ୍ପୋଷ୍ଟିଂ ସେଣ୍ଟର

ପ୍ରୟାଗରାଜରୁ ସାଇବର ଠକ ଗିରଫ

ଅନୁଗୁଳ: ଏକ ବଡ଼ ସାଇବର ଠକେଇର ମୁଖ୍ୟ ଆସାମୀ ଅନୁଗୁଳ ପୋଲିସ ପ୍ରୟାଗରାଜରୁ ଗିରଫ କରିଛି। ଏଥିନେଇ ଆଜି ସ୍ଥାନୀୟ ସାଇବର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ପୋଲିସ ଡିଏସପି ଯାଜ୍ଞସେନୀ ବେହେରା,ଇନ୍ସପେକ୍ଟର ସନ୍ତୋଷ କୁମାର ଜେନା…

Continue Readingପ୍ରୟାଗରାଜରୁ ସାଇବର ଠକ ଗିରଫ

ସଂସଦରେ ଉଠିଲା ତାଳଚେର ସାର କାରଖାନା ପ୍ରସଙ୍ଗ

ତାଳଚେର: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସଂସଦରେ ତାଳଚେର ସାର କାରଖାନା ପ୍ରସଙ୍ଗ ଉଥାପନ କରିଛନ୍ତି। ସେ କାରଖାନା କାର୍ଯ୍ୟକ୍ଷମ ପାଇଁ ଦାବି କରିବା ସହ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପ୍ରସଙ୍ଗ ଉଠାଇଛନ୍ତି। ସାଂସଦ ପାଣି କହିଛନ୍ତି ଯେ, ତାଳଚେର ସାର…

Continue Readingସଂସଦରେ ଉଠିଲା ତାଳଚେର ସାର କାରଖାନା ପ୍ରସଙ୍ଗ

ତାଳଚେରରେ ରେଳରୋକ ଆନ୍ଦୋଳନ: ପାଲଭିଡା ଦାବିରେ ବିକ୍ଷୋଭ

ତାଳଚେର: ମହାନଦୀ କୋଇଲା ଶ୍ରମିକ କଂଗ୍ରେସ ପକ୍ଷରୁ ପାଲଭିଡା ଦାବିରେ ଆଜି ତାଳଚେରରେ ରେଳରୋକ ଆନ୍ଦୋଳନ କରାଯାଇଛି। ଘଂଟପଡା ରେଏୱେ କ୍ରସିଙ୍ଗ ଠାରେ ହୋଇଥିବା ଏହି ଆନ୍ଦୋଳନରେ ପ୍ରାୟ ୫୦୦ ଲୋକ ଭାଗ ନେଇଥିଲେ। ଆନ୍ଦୋଳନକାରୀଙ୍କ ଦାବି ପାଲଭିଡା ନନେଲେ ଆନ୍ଦୋଳନ…

Continue Readingତାଳଚେରରେ ରେଳରୋକ ଆନ୍ଦୋଳନ: ପାଲଭିଡା ଦାବିରେ ବିକ୍ଷୋଭ

ଜିଲ୍ଲା କିଷାନ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା କୃଷକ ସେଲ ସଭାପତି ସୌମେନ୍ଦ୍ର ଦେହୁରୀଙ୍କ ନେତୃତ୍ୱରେ ରାଜ୍ୟର ତଥା ଅନୁଗୁଳ ଜିଲ୍ଲାର ଚାଷୀମାନଙ୍କ ସମସ୍ୟା ଯଥା ଧାନ କିଣାରେ କଟନି ଛଟନି,…

Continue Readingଜିଲ୍ଲା କିଷାନ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଅନୁଗୁଳ-ଜରପଡା ବ୍ଲକ ଗଠନ ଆଶା ମଉଳିଲା!

ଅନୁଗୁଳ: ରାଜ୍ୟରେ ବର୍ତମାନ ନୂଆ କୌଣସି ପଞ୍ଚାୟତ କିମ୍ବା ବ୍ଲକ ଗଠନ ହେବନାହିଁ ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏହା ସହିତ ଅନୁଗୁଳ ଜିଲା ଜରପଡା ବ୍ଲକ ଗଠନ ଆଶା ପ୍ରାୟ ଶେଷ ହୋଇଛି।…

Continue Readingଅନୁଗୁଳ-ଜରପଡା ବ୍ଲକ ଗଠନ ଆଶା ମଉଳିଲା!

ତାଳଚେର ଅଞ୍ଚଳରୁ ଲୋପ ପାଇଲାଣି ବାଉଁଶଗଛ: କୌଳିକ ବୃତ୍ତି ହରାଉଛନ୍ତି ଗାଁ ବ୍ୟବସାୟୀ

ତାଳଚେର: ବାଉଁଶଗଛ ପରିବେଶ ସୁରକ୍ଷା କରିବା ଦିଗରେ ମୁଖ୍ୟ ଭୂମିକା ରହିଛି। ବିଶେଷ କରି ଗାଁ ମୁଣ୍ଡରେ କିମ୍ବା ଫାର୍ମ ହାଉସ୍ ଗୁଡ଼ିକରେ ରହିଥିବା ବାଉଁଶବଣ ବଡ଼ଧରଣର ବାତ୍ୟା ପବନକୁ ଅଟକାଇ ଧନଜୀବନ ରକ୍ଷା କରିବା ଦିଗରେ ସହାୟକ ହୋଇଥାଏ। ର୍ପୂବରୁ…

Continue Readingତାଳଚେର ଅଞ୍ଚଳରୁ ଲୋପ ପାଇଲାଣି ବାଉଁଶଗଛ: କୌଳିକ ବୃତ୍ତି ହରାଉଛନ୍ତି ଗାଁ ବ୍ୟବସାୟୀ

ଅନୁଗୁଳର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ଉନ୍ନତିକରଣ ପାଇଁ ବିଧାନସଭାରେ ଦାବି

ଅନୁଗୁଳ: ଅନୁଗୁଳର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଓଡିଶା ବିଧାନସଭାରେ ଦାବି ଉପସ୍ଥାପନ କରାଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମାନ୍ୟବର ବାଚସ୍ପତି ସୁରମା ପାଢୀଙ୍କ ନିକଟରେ ଏହି ଦାବି ଉପସ୍ଥାପନ…

Continue Readingଅନୁଗୁଳର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ଉନ୍ନତିକରଣ ପାଇଁ ବିଧାନସଭାରେ ଦାବି

ବିଦ୍ୟୁତ୍ ପ୍ରହରୀ ଓ ଗଜ ସାଥୀ ତାଲିମ କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ବ୍ଲାକ ଡ଼ାଇମଣ୍ଡ ସଭା କକ୍ଷ ରେ ଅନୁଗୁଳ ଫରେଷ୍ଟ ଡିଭିଜନ ପକ୍ଷରୁ ବିଦ୍ୟୁତ୍ ପ୍ରହରୀ ଓ ଗଜ ସାଥୀ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅନୁଗୁଳ ଆରସିସିଏଫ୍ ଡ଼ା ସଞ୍ଜୟ କୁମାର ସ୍ବାଇଁ, ଡିଏଫ୍ଓ ନୀତିଶ କୁମାର, ଅବସରପ୍ରାପ୍ତ…

Continue Readingବିଦ୍ୟୁତ୍ ପ୍ରହରୀ ଓ ଗଜ ସାଥୀ ତାଲିମ କାର୍ଯ୍ୟକ୍ରମ