ତାଳଚେରରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ: ୫ଟି ଅଭିଯୋଗର ତୁରନ୍ତ ଫଇସଲା

ଅନୁଗୁଳ: ସୋମବାର ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ତାଳଚେର ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ। ଏହି ଜନଶୁଣାଣି…

Continue Readingତାଳଚେରରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ: ୫ଟି ଅଭିଯୋଗର ତୁରନ୍ତ ଫଇସଲା

ନାଲକୋ ଠିକା ସଂସ୍ଥାରେ ଏନବିସିସି କମ୍ପାନୀକୁ କାର୍ଯ୍ୟାଦେଶ ପ୍ରଦାନକୁ ନାଲକୋ ଠିକାଦାର ମହାସଂଘର ଜୋରଦାର ବିରୋଧ

ଅନୁଗୁଳ:ନାଲକୋ ଠିକା ସଂସ୍ଥାରେ ଏନବିସିସି କମ୍ପାନୀକୁ କାର୍ଯ୍ୟାଦେଶ ଦେବାକୁ ଜୋରଦାର ବିରୋଧ କରିଛି ନାଲକୋ ଠିକାଦାର ମହାସଂଘ। ଆଜି ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡାକି କମ୍ପାନୀର ନିର୍ଦ୍ଦେଶକୁ ବିରୋଧ କରାଯାଇଛି।ପ୍ରକାଶ ଥାଉକି ୧୯୮୭ ମସିହା ଠାରୁ ନାଲକୋ ସ୍ମେଲ୍ଟର୍…

Continue Readingନାଲକୋ ଠିକା ସଂସ୍ଥାରେ ଏନବିସିସି କମ୍ପାନୀକୁ କାର୍ଯ୍ୟାଦେଶ ପ୍ରଦାନକୁ ନାଲକୋ ଠିକାଦାର ମହାସଂଘର ଜୋରଦାର ବିରୋଧ

କାଲିଠୁ ରାଜ୍ୟରେ ଧାନ କିଣା ଆରମ୍ଭ: ବାତ୍ୟା ଭୟ ମଧ୍ୟରେ ସରକାର ପ୍ରସ୍ତୁତ

ଭୁବନେଶ୍ବର: ବାତ୍ୟା ସମ୍ଭାବନା ମଧ୍ୟରେ କାଲିଠୁ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ। ଗତବର୍ଷ ତୁଳନାରେ ଏଥର ଧାନ କିଣା ଟାର୍ଗେଟ ଅଧିକ ରଖାଯାଇଛି। ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡିଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଧାନ କିଣା ଉପରେ ତୀକ୍ଷଣ…

Continue Readingକାଲିଠୁ ରାଜ୍ୟରେ ଧାନ କିଣା ଆରମ୍ଭ: ବାତ୍ୟା ଭୟ ମଧ୍ୟରେ ସରକାର ପ୍ରସ୍ତୁତ

ବିପ୍ଳବୀ ଜନନାୟକ ନବକୃଷ୍ଣଙ୍କ ୧୨୪ ତମ ଜୟନ୍ତୀ

ଅନୁଗୁଳ: ଜିଲ୍ଲା ସଂସ୍କୃତି ପାଠାଗାର ପରିସରରେ ବିପ୍ଳବୀ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ୧୨୪ ତମ ଜୟନ୍ତୀ ପାଳିତ ହୋଇଯାଇଛି।ଅନୁଗୁଳ ସାହିତ୍ୟ ସଂସଦ, ନବ ମାଳତୀ ଟ୍ରଷ୍ଟ ଓ ଓଡ଼ିଶା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଏହି ଜୟନ୍ତୀ ଆୟୋଜିତ ହୋଇଥିଲା। ବିଶିଷ୍ଟ ଶିଶୁ…

Continue Readingବିପ୍ଳବୀ ଜନନାୟକ ନବକୃଷ୍ଣଙ୍କ ୧୨୪ ତମ ଜୟନ୍ତୀ

କୋଇଲା ଉତ୍ପାଦନ କ୍ଷେତ୍ରରେ ରାଜ୍ୟରେ ଅନୁଗୁଳ ଜିଲ୍ଲା ୧ ନମ୍ବର

ଅନୁଗୁଳ: କୋଇଲା ଉତ୍ପାଦନ କ୍ଷେତ୍ରରେ ରାଜ୍ୟରେ ଅନୁଗୁଳ ଜିଲ୍ଲା ୧ ନମ୍ବର ସ୍ଥାନ ହାସଲ କରିଛି ବୋଲି କୋଇଲା ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାରେ କୋଇଲା ଉତ୍ପାଦନ ହେଉଛି। ସୂଚନା ଅନୁସାରେ…

Continue Readingକୋଇଲା ଉତ୍ପାଦନ କ୍ଷେତ୍ରରେ ରାଜ୍ୟରେ ଅନୁଗୁଳ ଜିଲ୍ଲା ୧ ନମ୍ବର

“ସକାଳ” ଜିଲ୍ଲାସ୍ତରୀୟ ବତ୍କୃତା ପ୍ରତିଯୋଗିତା: ବରିଷ୍ଠରେ ସ୍ମୃତିସ୍ମିତା ଏବଂ କନିଷ୍ଠରେ ସୌରୀ ପ୍ରସାଦ ବିଜୟୀ

ଅନୁଗୁଳ: ଦୈନିକ ଖବର କାଗଜ "ସକାଳ"ର ପଞ୍ଚମ ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ସକାଳ ଏବଂ ନନ୍ଦିଘୋଷ ଟିଭି ପକ୍ଷରୁ ଜିଲ୍ଲାସ୍ତରୀୟ ବତ୍କୃତା ପ୍ରତିଯୋଗିତା ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ବରିଷ୍ଠ ଏବଂ କନିଷ୍ଠ ଦୁଇଟି…

Continue Reading“ସକାଳ” ଜିଲ୍ଲାସ୍ତରୀୟ ବତ୍କୃତା ପ୍ରତିଯୋଗିତା: ବରିଷ୍ଠରେ ସ୍ମୃତିସ୍ମିତା ଏବଂ କନିଷ୍ଠରେ ସୌରୀ ପ୍ରସାଦ ବିଜୟୀ

ବିଜେପିରେ ମିଶିଲେ ବିଜେଡି ନେତା ପାର୍ଥସାରଥୀ ପ୍ରଧାନ ଓ ଅଜୟ ସାହୁ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଛେଳିଆପଡା ପଞ୍ଚାୟତର ବିଜେଡି ନେତା ପାର୍ଥସାରଥୀ ପ୍ରଧାନ ଓ ଅଜୟ ସାହୁ ଆଜି ଏକ ମିଶ୍ରଣ ପର୍ବରେ ବିଜେପିରେ ଯୋଗଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ…

Continue Readingବିଜେପିରେ ମିଶିଲେ ବିଜେଡି ନେତା ପାର୍ଥସାରଥୀ ପ୍ରଧାନ ଓ ଅଜୟ ସାହୁ

ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ: ଓଡିଆ ଜନମାନସରେ ଆଜିବି ବଞ୍ଚି ରହିଛନ୍ତି ନବକୃଷ୍ଣ

ଅନୁଗୁଳ: ବାଜି ରାଉତ ଛାତ୍ରାବାସ, ଉତ୍କଳ ନବଜୀବନ ମଣ୍ଡଳ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ସ୍ବାଧୀନତା ସଂଗ୍ରାମୀ ଓ ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ୧୨୪ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବଦାଲ ଏମ୍ ଅଖତାର ମୁଖ୍ୟ ଅତିଥି…

Continue Readingମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ: ଓଡିଆ ଜନମାନସରେ ଆଜିବି ବଞ୍ଚି ରହିଛନ୍ତି ନବକୃଷ୍ଣ

ନଗରପାଳଙ୍କ ମହତ କାର୍ଯ୍ୟ, ସମାଜସେବୀଙ୍କ ସହାୟତାରେ ସଫା କଲେ କଣ୍ଟା ଗଛ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର କୋର୍ଟ- ରେମୁଆଁ ରାସ୍ତାକଡ଼ ପାଚେରୀରେ ଉଠିଥିବା କଣ୍ଟା ଗଛକୁ ସଫା କରିଛନ୍ତି ନଗରପାଳ। ସମାଜସେବୀ ଲଳିତ ବଲ୍ଲଭ ରାଉତ ଉକ୍ତ ଗଛକୁ ପରିଷ୍କାର କରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ରାସ୍ତା ଉପରକୁ କଣ୍ଟା ଗଛ…

Continue Readingନଗରପାଳଙ୍କ ମହତ କାର୍ଯ୍ୟ, ସମାଜସେବୀଙ୍କ ସହାୟତାରେ ସଫା କଲେ କଣ୍ଟା ଗଛ

ଓବିସି ତାଲିକାରେ ଖଣ୍ଡାୟତ ସହ ୧୪ ଜାତି ଯୋଡିବାକୁ ଯୋଜନା: ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର:: ଓବିସି ତାଲିକାରେ ଖଣ୍ଡାୟତଙ୍କୁ ଯୋଡିବାକୁ ଯୋଜନା କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶା ସରକାରଙ୍କ ଏସଇବିସି ତାଲିକାରେ ଥିବା ଖଣ୍ଡାୟତ, ପାଇକ, ଚଷା ପାଇକ ଏବଂ କଳିଙ୍ଗୀ ଶୂଦ୍ର ଖଣ୍ଡାୟତଙ୍କ…

Continue Readingଓବିସି ତାଲିକାରେ ଖଣ୍ଡାୟତ ସହ ୧୪ ଜାତି ଯୋଡିବାକୁ ଯୋଜନା: ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ