ଫେସ୍‌ବୁକ୍‌ ପ୍ରେମରୁ ବ୍ଲାକ୍‌ମେଲ: ରଘୁନାଥପୁରର ସୁନୀଲ ସାହୁ ଗିରଫ

ଅନୁଗୁଳ: ସହରର ଜଣେ ମହିଳାଙ୍କୁ ବ୍ଲାକ୍‌ମେଲ କରିବା ଅଭିଯୋଗରେ ତାଳଚେର ଥାନା ଅନ୍ତର୍ଗତ ରଘୁନାଥପୁରର ସୁନୀଲ କୁମାର ସାହୁକୁ ଅନୁଗୋଳ ପୋଲିସ ଗିରଫ କରିଛି। ପୋଲିସ ତଥ୍ୟ ଅନୁସାରେ, ପୀଡିତାଙ୍କ ସହ ସୁନିଲଙ୍କର ଫେସବୁକରେ ପରିଚୟ ହେବା ପରେ ପ୍ରେମସମ୍ପର୍କ ଗଢ଼ିଉଠିଥିଲା।…

Continue Readingଫେସ୍‌ବୁକ୍‌ ପ୍ରେମରୁ ବ୍ଲାକ୍‌ମେଲ: ରଘୁନାଥପୁରର ସୁନୀଲ ସାହୁ ଗିରଫ

ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ: ‘ଦୁର୍ନୀତି ବରଦାସ୍ତ ନାହିଁ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜିଲ୍ଲାପାଳମାନଙ୍କୁ ଦୁର୍ନୀତି ନେଇ କଡ଼ା ଚେତାବନୀ ଦେବା ସହ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଜିଲ୍ଲାପାଳ ସମ୍ମିଳନୀରେ ସେ ପ୍ରଶାସନିକ ସ୍ତରରେ ଉନ୍ନତି ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ…

Continue Readingଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ: ‘ଦୁର୍ନୀତି ବରଦାସ୍ତ ନାହିଁ’

ଖୋଲୁନି ଟିକରପଡା ନେଚର କ୍ୟାମ୍ପ,ରୋଜଗାର ନପାଇ ହତାଶ ସ୍ଥାନୀୟ ବାସିନ୍ଦା: କ୍ୟାମ୍ପ ତୁରନ୍ତ ଖୋଲିବା ପାଇଁ ଭିଟାମାଟି ଓ ଜୀବନଜୀବିକା ସୁରକ୍ଷା କମିଟିର ଦାବି

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଓ ସ୍ଥାନୀୟ ଲୋକଙ୍କ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ଟିକରପଡାଠାରେ ବନବିଭାଗ ପକ୍ଷରୁ ନେଚର୍ କ୍ୟାମ୍ପ ଖୋଲାଯାଇଥିଲା। ହେଲେ ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିଲେ ମଧ୍ୟ ବନବିଭାଗ ପକ୍ଷରୁ ନେଚର କ୍ୟାମ୍ପ…

Continue Readingଖୋଲୁନି ଟିକରପଡା ନେଚର କ୍ୟାମ୍ପ,ରୋଜଗାର ନପାଇ ହତାଶ ସ୍ଥାନୀୟ ବାସିନ୍ଦା: କ୍ୟାମ୍ପ ତୁରନ୍ତ ଖୋଲିବା ପାଇଁ ଭିଟାମାଟି ଓ ଜୀବନଜୀବିକା ସୁରକ୍ଷା କମିଟିର ଦାବି

ନାଲକୋ ଅବସରପ୍ରାପ୍ତ କର୍ମଚାରୀ ଓ୍ବେଲଫାୟାର ଆସୋସିଏସନର ବାର୍ଷିକ ଉତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଅବସରପ୍ରାପ୍ତ କର୍ମଚାରୀ ଓ୍ବେଲଫାୟାର ଆସୋସିଏସନର ପ୍ରଥମ ବାର୍ଷିକ ଉତ୍ସବ ନାଲକୋ ନେସ କର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନେସର ସଭାପତି ନିର୍ମଳ ସାମଲ ଓ ସମ୍ପାଦକ ରଞ୍ଜିତ ସାହୁ ସଂଘର କର୍ମକର୍ତ୍ତା ମାନଙ୍କୁ ସ୍ଵାଗତ…

Continue Readingନାଲକୋ ଅବସରପ୍ରାପ୍ତ କର୍ମଚାରୀ ଓ୍ବେଲଫାୟାର ଆସୋସିଏସନର ବାର୍ଷିକ ଉତ୍ସବ

ଜଳ ସଞ୍ଚୟ ଓ ଜନ ଭାଗିଦାରୀ ପୁରସ୍କାରରୁ ଅନୁଗୁଳ ବଞ୍ଚିତ

ଅନୁଗୁଳ:  ନୂଆ ଦିଲ୍ଲୀ ଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟର ପାଞ୍ଚ ଗୋଟି ଜିଲ୍ଲାକୁ ଆଜି ଜଳ ସଞ୍ଚୟ ଜନ ଭାଗିଦାରୀ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପାଞ୍ଚ ଗୋଟି ଜିଲ୍ଲା ହେଲା ଗଞ୍ଜାମ,କଳାହାଣ୍ଡି,ରାୟଗଡ଼ା,କଟକ ଓ ମୟୂରଭଞ୍ଜ। ଜଳ ସଂରକ୍ଷଣ…

Continue Readingଜଳ ସଞ୍ଚୟ ଓ ଜନ ଭାଗିଦାରୀ ପୁରସ୍କାରରୁ ଅନୁଗୁଳ ବଞ୍ଚିତ

ଅନୁଗୁଳରେ ସୌନ୍ଦର୍ଯ୍ୟକରଣ

ଅନୁଗୁଳ: ଅନୁଗୁଳ ସହର ଭିତରେ ଏବେ ଜବରଦଖଲ ଉଚ୍ଛେଦ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ବ ଦିଆଯାଇଛି। କେବଳ ଏଥିପାଇଁ ଆଲୋକୀକରଣ କରାଯାଉନାହିଁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ସହିତ ସ୍ଥାପତ୍ୟ କଳା କାରୁକାର୍ଯ୍ୟ ମଧ୍ୟ କରାଯାଉଛି। ବିଭିନ୍ନ ଛକ,ପାର୍କ ଗୁଡ଼ିକୁ ଏଥିପାଇଁ ସୁସଜ୍ଜିତ…

Continue Readingଅନୁଗୁଳରେ ସୌନ୍ଦର୍ଯ୍ୟକରଣ

ଅନୁଗୁଳରେ ଅକ୍ଷୟ ସଙ୍ଗୀତ ଚର୍ଚ୍ଚା

ଅନୁଗୁଳ: ଅନୁଗୁଳ ଅଗ୍ରସେନ ଭବନ ଠାରେ ବିଶିଷ୍ଟ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ପୁଣ୍ୟତିଥିରେ ଅକ୍ଷୟ ସଙ୍ଗୀତ ଚର୍ଚ୍ଚା ସହ ଅକ୍ଷୟ ସଙ୍ଗୀତ ପରିବେଷଣ କରାଯାଇଥିଲା।ଇନ୍ଦ୍ରମଣି ଭୂତିଆ ପ୍ରଦୀପ ଜାଳି ଏହି ସମାରୋହକୁ ଉଦ୍ଘାଟନ କରିଥିଲେ। ସୁଧିରେନ୍ଦ୍ର ପରିଜାଙ୍କ ପୌରହିତ୍ୟରେ ଆୟୋଜିତ ଏହି…

Continue Readingଅନୁଗୁଳରେ ଅକ୍ଷୟ ସଙ୍ଗୀତ ଚର୍ଚ୍ଚା

ପୁରୁଣା ସୂଚନା କେନ୍ଦ୍ରରୁ ଉଚ୍ଛେଦ ଖୁବ୍ ଶୀଘ୍ର

ଅନୁଗୁଳ:  ଅନୁଗୁଳ ସହର ଭିତରେ ଟ୍ରାଫିକ ବ୍ୟବସ୍ଥା ର ଉନ୍ନତି ପାଇଁ ଜବର ଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ଜାରି ରହିଛି। ଅନୁଗୁଳ ଉଚ୍ଚ ବିଦ୍ୟାଳୟ ସମ୍ମୁଖରୁ ଜବର ଦଖଲ ଉଚ୍ଛେଦ ପରେ ଏବେ ପୁରୁଣା ସୂଚନା କେନ୍ଦ୍ର ନିକଟରେ ଥିବା ଜବର…

Continue Readingପୁରୁଣା ସୂଚନା କେନ୍ଦ୍ରରୁ ଉଚ୍ଛେଦ ଖୁବ୍ ଶୀଘ୍ର

ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସ (AIIMS)ରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ଦେହାନ୍ତ ଘଟିଛି। କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା ଏବଂ ସେ ଭେଣ୍ଟିଲେଟର୍ ସହାୟତାରେ ଥିଲେ।…

Continue Readingଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ

ନିମ୍ନମାନର ରାସ୍ତା କାମକୁ ନେଇ ଅସନ୍ତୋଷ, ଆନ୍ଦୋଳନ ପାଇଁ ପ୍ରସ୍ତୁତି

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର ବଇଣ୍ଡା ଅଞ୍ଚଳରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ କାର୍ଯ୍ୟ କରୁଥିବା ଠିକାସଂସ୍ଥା ଏଆଇପିଏଲ୍ (AIPL) ଦ୍ୱାରା ଅତ୍ୟନ୍ତ ନିମ୍ନମାନର କାମ କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ…

Continue Readingନିମ୍ନମାନର ରାସ୍ତା କାମକୁ ନେଇ ଅସନ୍ତୋଷ, ଆନ୍ଦୋଳନ ପାଇଁ ପ୍ରସ୍ତୁତି