ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ପ୍ରେସ ଦିବସ

ଅନୁଗୁଳ: ଆଜି ଅପରାହ୍ନରେ ସ୍ଥାନୀୟ ଏକ ହୋଟେଲରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଜାତୀୟ ସାମ୍ବାଦିକ ଦିବସ ପାଳିତ ହୋଇ ଯାଇଛି। ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦ୍ଘାଟନ କରିଥିଲେ। ଶ୍ରୀ ପାଣି…

Continue Readingଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ପ୍ରେସ ଦିବସ

ଆସନ୍ତା ୧୯ ରେ ହେବ ଏକତା ଦୌଡ଼: ଜିଲ୍ଲା ବିଜେପିର କୋର କମିଟି ବୈଠକ

ଅନୁଗୁଳ: ଜିଲ୍ଲା ବିଜେପି କାର୍ଯ୍ୟାଳୟରେ କୋର କମିଟି ବୈଠକ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ଆସନ୍ତା ୧୯ ତାରିଖରେ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦…

Continue Readingଆସନ୍ତା ୧୯ ରେ ହେବ ଏକତା ଦୌଡ଼: ଜିଲ୍ଲା ବିଜେପିର କୋର କମିଟି ବୈଠକ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚରମ ଅବ୍ୟବସ୍ଥା: ପାୱାର କଟ୍ ପରେ ପୂରା ହସ୍ପିଟାଲ ଠପ୍, ରୋଗୀ ହନ୍ତସନ୍ତ

ଅନୁଗୁଳ: ହସ୍ପିଟାଲରେ ଲାଇନ ପଳେଇଲା ଆଉ ସବୁ ବିଭାଗ ଠପ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚରମ ଅବ୍ୟବସ୍ଥାର ଚିତ୍ର। ଶନିବାର ହସ୍ପିଟାଲରେ ପାୱାର କଟ୍ ପରେ ରୋଗୀ ତ୍ରାହି ତ୍ରାହି ଡାକିଥିଲେ। ସୂଚନା ଅନୁସାରେ, ବିଦ୍ୟୁତ ବିଭାଗ ପକ୍ଷରୁ ମରାମତି…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚରମ ଅବ୍ୟବସ୍ଥା: ପାୱାର କଟ୍ ପରେ ପୂରା ହସ୍ପିଟାଲ ଠପ୍, ରୋଗୀ ହନ୍ତସନ୍ତ

ଗ୍ୟାସ ସିଲିଣ୍ଡର ବୋଝେଇ ପିକଅପ୍ ଗାଡ଼ି ଜବତ, ଚୋରା କାରବାର ହେଉଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଧଉରାପଳି ମହିମା ଏଚପି ଗ୍ୟାସ ଗ୍ରାମୀଣ ବିତରକ ଏଜେନ୍ସିର ୬୪ ଟି ଗ୍ୟାସ ସିଲିଣ୍ଡର ବୋଝେଇ ପିକଅପ୍ ଗାଡ଼ିକୁ ଜବତ କରିଛି ପୁଲିସ। ଏଥିସହ ଗୋଟିଏ ଟ୍ରକ ଓ ଆଉ ଗୋଟିଏ ସିଲିଣ୍ଡର…

Continue Readingଗ୍ୟାସ ସିଲିଣ୍ଡର ବୋଝେଇ ପିକଅପ୍ ଗାଡ଼ି ଜବତ, ଚୋରା କାରବାର ହେଉଥିବା ଅଭିଯୋଗ

କଣିହାଁରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା: ଚାଷୀଙ୍କ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱ

କଣିହାଁ: ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ କଣିହାଁ ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟ ପରିସରରେ ଶନିବାର ଦିନ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଳଲହଡ଼ା ବିଧାୟକ…

Continue Readingକଣିହାଁରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା: ଚାଷୀଙ୍କ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱ

ସରକାରୀ ଆଇଟିଆଇ କ୍ୱାର୍ଟର୍ସରେ ଅଗ୍ନିକାଣ୍ଡ, ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ଅନ୍ତର୍ଗତ ବାଘୁଆବୋଲ ସ୍ଥିତ ସରକାରୀ ଆଇଟିଆଇ କ୍ୱାର୍ଟର୍ସରେ ନିଆଁ ଲାଗି ସମସ୍ତ ଆସବାବ ପତ୍ର ଜଳିଯାଇଛି। କ୍ୱାର୍ଟର୍ସର ଦୁଇ ମହଲା ଘରେ ନିଆଁ ଯାଇ ହଠାତ୍ ହୁହୁ ହୋଇ ଜଳିଥିଲା। ରୋଷେଇ ଘରୁ ନିଆଁ…

Continue Readingସରକାରୀ ଆଇଟିଆଇ କ୍ୱାର୍ଟର୍ସରେ ଅଗ୍ନିକାଣ୍ଡ, ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

ବିଜେପିର ବୃହତ୍‌ ବିଜୟ, ଧନ୍ୟବାଦ ଜଣାଇଲେ ଅନୁଗୁଳ ଜିଲ୍ଲା ବିଜେପିର ସଦସ୍ୟ

ଅନୁଗୁଳ : ପ୍ରକାଶ ପାଇଛି ବିହାର ନିର୍ବାଚନ ଫଳ। ନିର୍ବାଚନରେ ଦୁଇ ତୃତୀୟାଂଶ ଆସନରେ ବିଜୟୀ ହୋଇଛି ବିଜେପି ତଥା ଏନ୍‌ଡିଏ। ବିହାର ନିର୍ବାଚନ ପରିଚାଳନା ଦାୟିତ୍ୱ ତଥା ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଫଳ ରଣନୀତି ଯୋଗୁଁ ଏହା ସମ୍ଭବ…

Continue Readingବିଜେପିର ବୃହତ୍‌ ବିଜୟ, ଧନ୍ୟବାଦ ଜଣାଇଲେ ଅନୁଗୁଳ ଜିଲ୍ଲା ବିଜେପିର ସଦସ୍ୟ

ନିଜ ଘରେ ପଶି ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲା: ଅଭିଯୁକ୍ତ ପୁଅକୁ ୮ ବର୍ଷ ଜେଲ୍

ଅନୁଗୁଳ: ଏକ ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ସହକାରୀ ଦେୱାନୀ ବିଚାରପତି ସ୍ୱର୍ଣ୍ଣଲତା ନାୟକ ସମସ୍ତ ସାକ୍ଷୀ ଓ ପ୍ରମାଣ ଆଧାରରେ ଆସାମୀ ରଞ୍ଜିତ କୁମାର ସାହୁକୁ ୮ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର…

Continue Readingନିଜ ଘରେ ପଶି ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲା: ଅଭିଯୁକ୍ତ ପୁଅକୁ ୮ ବର୍ଷ ଜେଲ୍

ଅନୁଗୁଳବାସୀଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ, ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ

ଅନୁଗୁଳ: ପୂରଣ ହୋଇଛି ଅନୁଗୁଳବାସୀଙ୍କ ଦୀର୍ଘଦିନର ସ୍ବପ୍ନ। ଆରମ୍ଭ ହୋଇଛି ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲରେ ପାଠପଢ଼ା। ଏଥିସହ ଶୁକ୍ରବାର ଠାରୁ ନୂତନ ଛାତ୍ରଛାତ୍ରୀ ଶୁକ୍ରବାର ମୁଖ୍ୟ ଚିକିତ୍ସାଳୟ (ଟ୍ରମା ସେଣ୍ଟର) ଠାରେ ପ୍ରାକ୍ଟିସ ଆରମ୍ଭ କରିଛନ୍ତି।…

Continue Readingଅନୁଗୁଳବାସୀଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ, ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ

ପରମାନନ୍ଦ ମିଶ୍ରଙ୍କ ଦୁଇଟି ଆଇନ ପୁସ୍ତକ ଉନ୍ମୋଚିତ

ଅନୁଗୁଳ: ଆଜି ସ୍ଥାନୀୟ ଏକ ହୋଟେଲରେ ଅନୁଗୁଳର ବରିଷ୍ଠ ସରକାରୀ ଅଧିବକ୍ତା ପରମାନନ୍ଦ ମିଶ୍ରଙ୍କ ଦୁଇଟି ଆଇନ ସମ୍ପର୍କିତ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଏହି ସମାରୋହକୁ ଉଦଘାଟନ କରିଥିଲେ। ଦେବାନୀ ମକଦ୍ଦମା ଓ ବୈବାହିକ…

Continue Readingପରମାନନ୍ଦ ମିଶ୍ରଙ୍କ ଦୁଇଟି ଆଇନ ପୁସ୍ତକ ଉନ୍ମୋଚିତ