ଲକ୍ଷ୍ମୀ ବସ୍ ସହ ବାଇକ୍ ଧକ୍କା; ବାଇକ୍ ଆରୋହୀ ମୃତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଠାକୁରଗଡ଼ ଥାନା ଅଞ୍ଚଳ ଦୀନବନ୍ଧୁପୁର ବାଙ୍କ ନିକଟରେ ଗୁରୁବାର ସକାଳ ପ୍ରାୟ ୧୦ ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଲକ୍ଷ୍ମୀ ବସ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଠାକୁରଗଡ଼ ଥାନା ଅଞ୍ଚଳ ଦୀନବନ୍ଧୁପୁର ବାଙ୍କ ନିକଟରେ ଗୁରୁବାର ସକାଳ ପ୍ରାୟ ୧୦ ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଲକ୍ଷ୍ମୀ ବସ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ…
ତାଳଚେର: ତାଳଚେରସ୍ଥିତ ଏମ୍ସିଏଲ୍ ହିଙ୍ଗୁଳା କୋଇଲାଖଣିରେ ଏକ ଠିକା ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କର ଆଜି ସକାଳେ ମୃତ୍ୟୁ ହୋଇଛି। ମୃତକ ହେଲେ ଗୋପାଳପ୍ରସାଦ ଥାନା ଅନ୍ତର୍ଗତ ସୋଲଡ଼ା ଗ୍ରାମର ମଥୁରା ବେହେରା(୫୯)। ମଥୁରା ଆଜି ସକାଳୁ ସାଇକେଲରେ ହିଙ୍ଗୁଳା…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ରନଗର ଅଞ୍ଚଳରେ ପାଗଳ କୁକୁର ଆତଙ୍କ। ସ୍ଥାନୀୟ ପରାବିଲ, ଶିଲିଂ ଓ ଗୌଣିଘଷା ଗ୍ରାମରେ ପାଗଳ କୁକୁର ପ୍ରାୟ ୧୦ଜଣରୁ ଊର୍ଦ୍ଧ୍ବ ଲୋକଙ୍କୁ କାମୁଡ଼ି ଆହତ କରିଦେଇଛି।କୁକୁର କାମୁଡ଼ାରେ ବହୁ ଗୋରୁଗାଈ ମଧ୍ୟ ଆହତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିକଟସ୍ଥ ଖମାର ଟୋଲ୍ ଗେଟ୍ ସମ୍ପର୍କରେ ଆଜି ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଯୋଗ ଦେଇ ଖମାର…
ଅନୁଗୁଳ: ଅନୁଗୁଳ ଛେଣ୍ଡିପଦା ସ୍ଥିତ ଡାଏଟର ତାଲିମ ହଲରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଛି। ଏ ଅବସରରେ ଛାତ୍ର କ୍ୟାବିନେଟ୍ ମଧ୍ୟ ଗଠିତ ହୋଇଛି। ଡାଏଟର ଅଧ୍ୟକ୍ଷ, ଅଧ୍ୟାପକ/ଅଧ୍ୟାପିକା ଏବଂ କର୍ମଚାରୀଙ୍କ ସମେତ ପ୍ରାୟ ୧୬୫ ଜଣ ତାଲିମ ନେଉଥିବା…
ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟ ରେ ଆସନ୍ତା ଡିସେମ୍ବର ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ଫରେଷ୍ଟ ରେଞ୍ଜର କଲେଜ ପଡ଼ିଆରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ୧୪,୧୬,୧୮,୨୦,୨୩ ବର୍ଷରୁ କମ…
ଅନୁଗୁଳ: ଇନ୍ଦିରା ଗାନ୍ଧୀ ଓପନ ୟୁନିଭରସିଟି ଅନୁଗୁଳ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଏହାର ୪୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଗୋଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସଭା କକ୍ଷରେ ଆୟୋଜିତ ଏହି ଭବ୍ୟ ସମାରୋହକୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ…
ଅନୁଗୁଳ: ଭାରତ ସରକାରଙ୍କ ନବରତ୍ନ ପ୍ରାପ୍ତ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ଏହାର ଅନୁଗୁଳ ସ୍ଥିତ ସ୍ମେଲ୍ଟର ଓ ପାୱାର କମ୍ପ୍ଲେକ୍ସ (ଏସ୍ ଆଣ୍ଡ ପି)ର ପାରିପାର୍ଶ୍ୱିକ ଗ୍ରାମର ଯୁବକ-ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏକ ବଡ଼ ପଦକ୍ଷେପ ନେଇଛି।…
ଅନୁଗୁଳ: ଖାଇବା ଛୁଟିରେ ମଦ ପିଇଲେ ସ୍କୁଲ ପିଲା। ଆଉ ମାତାଲ ହୋଇ କ୍ଲାସକୁ ଫେରିଲେ। ଅନୁଗୁଳ ସହର ଉପକଣ୍ଠ ବଅଁରପାଳ ଶିକ୍ଷା ବ୍ଲକ ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ କଡ଼ ଏକ ନୋଡାଲ ୟୁପି ସ୍କୁଲରେ ଏଭଳି ଘଟଣା…
ଅନୁଗୁଳ: ସମଗ୍ର ରାଜ୍ୟରେ ସାଇବର ଅପରାଧ ରୋକିବା ପାଇଁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ସଚେତନତା ଓ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ଅନୁଗୁଳ ସାଇବର ପୋଲିସ ଝାଡ଼ଖଣ୍ଡରୁ ଆଉ ଜଣେ ସାଇବର ଲୁଟେରାକୁ ଗିରଫ କରିଛି। ଏହି ସମ୍ପର୍କରେ ମଙ୍ଗଳବାର…