ମା’ ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ: ପତିଆରଙ୍କ ମସ୍ତକରେ ଗୁଡ଼ର ସହସ୍ରଧାର ଢଳା ଯାଇ କରାଗଲା ପୂଜାର୍ଚ୍ଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ଗୋପାଳପ୍ରସାଦସ୍ଥିତ ମା’କୁଟେଇଶୁଣୀ ପୀଠ ପରିସରରେ ପାଳିତ ହୋଇଛି। ମା’ଙ୍କ ମୁଖ୍ୟ ପୂଜକଙ୍କ ଘରୁ ଦିବା ୧.୪୫ରେ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ଏକ…

Continue Readingମା’ ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ: ପତିଆରଙ୍କ ମସ୍ତକରେ ଗୁଡ଼ର ସହସ୍ରଧାର ଢଳା ଯାଇ କରାଗଲା ପୂଜାର୍ଚ୍ଚନା

ବଦଳିଲା ନନ୍ଦପୁର ପଞ୍ଚାୟତର ରାସ୍ତାର ନାଁ, ଡଃ.ଦେବେନ୍ଦ୍ର ପ୍ରଧାନଙ୍କ ନାମରେ ନାମିତ ହେଲା ମାର୍ଗ

ଅନୁଗୁଳ : ଅନୁଗୁଳ ବ୍ଲକ ନନ୍ଦପୁର ପଞ୍ଚାୟତର ରାସ୍ତାର ନାମ ହେଲା ଦେବେନ୍ଦ୍ର ମାର୍ଗ। ଆଜି ଏହି ରାସ୍ତା ଉଦଘାଟିତ ହୋଇଥିବା ବେଳେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡଃ ଦେବେନ୍ଦ୍ର ପ୍ରଧାନଙ୍କ ନାମରେ ନାମିତ ହୋଇଛି। ନନ୍ଦପୁର ପଞ୍ଚାୟତର ମୁଖ୍ୟ ରାସ୍ତାରୁ…

Continue Readingବଦଳିଲା ନନ୍ଦପୁର ପଞ୍ଚାୟତର ରାସ୍ତାର ନାଁ, ଡଃ.ଦେବେନ୍ଦ୍ର ପ୍ରଧାନଙ୍କ ନାମରେ ନାମିତ ହେଲା ମାର୍ଗ

ପୁଣି ଆକ୍ସନ ମୋଡ଼ରେ ନିର୍ବାହୀ ଅଧିକାରୀ

ଅନୁଗୁଳ: ପୌର ପାଳିକାର ଯେଉଁ ଠିକାଦାର ମାନେ ଟେଣ୍ଡର ପାଇଲା ପରେ କାମ କରୁ ନାହାନ୍ତି ବା କାମ ବିଳମ୍ବ କରି ସହରର ଉନ୍ନତିରେ ବାଧକ ସାଜୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ଅନୁଗୁଳ ପୌର ନିର୍ବାହୀ ଅଧିକାରୀ। ଡେରେଙ୍ଗ,…

Continue Readingପୁଣି ଆକ୍ସନ ମୋଡ଼ରେ ନିର୍ବାହୀ ଅଧିକାରୀ

ଶରତ ସାମଲଙ୍କୁ ଡିଜିପି ଡିସ୍କ ସମ୍ମାନ

ଅନଗୁଳ: ପୋଲିସ ସ୍ପେଶାଲ ବ୍ରାଞ୍ଚ ଭୁବନେଶ୍ୱର ଜୋନ ଅଧୀନରେ ଅନୁଗୁଳରେ କାର୍ଯ୍ୟରତ ପୋଲିସ ସବ ଇନିସ୍ପେକ୍ଟର ଶରତ କୁମାର ସାମଲ ଗତ ୧ ତାରିଖ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଡିଜିପି ଡିସ୍କ ସମ୍ମାନ ହାସଲ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ…

Continue Readingଶରତ ସାମଲଙ୍କୁ ଡିଜିପି ଡିସ୍କ ସମ୍ମାନ

ହାତୀ ଛୁଆ ପାଇଁ ଗାଁ ଲୋକଙ୍କ ପୂଜା ପାଠ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ସମେତ ଅନେକ ବନ୍ୟପ୍ରାଣୀ ଅକାଳରେ ମରୁଛନ୍ତି କିନ୍ତୁ ଜଙ୍ଗଲ ଅଧ୍ୟୁଷିତ ଗୁରଙ୍ଗ ଗାଁରେ ଗତ ୧୨ ତାରିଖ ଦିନ ଏକ ମାଈ ହାତୀ ଏକ ଛୁଆକୁ ଜନ୍ମ ଦେଇଥିଲା। ଗାଁ ଲୋକେ ଏଥିରେ ଏତେ ଖୁସି…

Continue Readingହାତୀ ଛୁଆ ପାଇଁ ଗାଁ ଲୋକଙ୍କ ପୂଜା ପାଠ

ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଏଟିଭି ପକ୍ଷରୁ ଆଲୋଚନାଚକ୍ର

ଅନୁଗୁଳ:  ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଏଟିଭି ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବାସନ୍ତୀ ପାଠାଗାର ପରିସରରେ ଆୟୋଜିତ ଏହି ଆଲୋଚନାଚକ୍ରରେ ସଂସ୍ଥାର ପ୍ରତିଷ୍ଠାତା ରାଜେନ୍ଦ୍ର ସାମଲଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସମାରୋହକୁ ଉଦଘାଟନ କରିଥିଲେ…

Continue Readingଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଏଟିଭି ପକ୍ଷରୁ ଆଲୋଚନାଚକ୍ର

ଟ୍ରଲର ଦୁର୍ଘଟଣା ଯୋଗୁ ୨୦ ଘଣ୍ଟା ଜାମ୍ ହେଲା ରାସ୍ତା, ତୀବ୍ର ବିରୋଧ କଲା କଂଗ୍ରେସ

ଅନୁଗୁଳ: ଟ୍ରଲର ଦୁର୍ଘଟଣା ଯୋଗୁ ଜାମ୍ ହେଲା ରାସ୍ତା। ବିରୋଧ କଲା କଂଗ୍ରେସ। ଆଜି ଅନୁଗୁଳ ହନୁମାନ ବଜାରରେ ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି। ସୂଚନା ମୁତାବକ, ଆଇରନ୍ କୋଏଲ ନେଇ ଏକ ଟ୍ରଲର କର୍ଣ୍ଣାଟକ ଅଞ୍ଚଳକୁ ଯାଉଥିଲା। ଗତ…

Continue Readingଟ୍ରଲର ଦୁର୍ଘଟଣା ଯୋଗୁ ୨୦ ଘଣ୍ଟା ଜାମ୍ ହେଲା ରାସ୍ତା, ତୀବ୍ର ବିରୋଧ କଲା କଂଗ୍ରେସ

ଜମି ମାଲିକଙ୍କୁ ଶୀଘ୍ର ମିଳିବ କ୍ଷତିପୂରଣ: ଜିଏମଡିସି ଅନୁଗୁଳ

ଅନୁଗୁଳ: ଓଡ଼ିଶାର ବିକାଶକୁ ଆଗେଇ ନେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଗୁଜରାଟ ମିନେରାଲ ଡେଭେଲପମେଣ୍ଟ କର୍ପୋରେସନ ଲିମିଟେଡ୍ (ଜିଏମଡିସି)ର ପରିଚାଳନା ନିର୍ଦ୍ଦେଶକ ରୂପବନ୍ତ ସିଂହ ଗତ ଗୁରୁବାର, ମାର୍ଚ୍ଚ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କୁ ଲୋକ…

Continue Readingଜମି ମାଲିକଙ୍କୁ ଶୀଘ୍ର ମିଳିବ କ୍ଷତିପୂରଣ: ଜିଏମଡିସି ଅନୁଗୁଳ

ପାଳଲହଡ଼ା ମହୋତ୍ସବ ଉଦଘାଟିତ, ମନ ମୋହିଲା ଘୁଡ଼କା ନାଚ ସାଙ୍ଗକୁ ଆଧୁନିକ ଗୀତ

ଅନୁଗୁଳ: ରବିବାର ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡରେ ଉଦଘାଟିତ ହୋଇଛି ପାଳଲହଡ଼ା ମହୋତ୍ସବ। ୭ଟି ଶୈବ ପୀଠରୁ ଆସିଥିବା ମଶାଲକୁ ସ୍ଥାନୀୟ ବଳଦେବଜୀଉ ମନ୍ଦିରରୁ ପାଳଲହଡ଼ା ଷ୍ଟାଡିୟମକୁ ଅଣାଯାଇଥିଲା ଓ ଆନୁଷ୍ଠାନିକ ଭାବେ ମାଲ୍ୟାଗିରି ମହୋତ୍ସବ ଉଦଘାଟିତ ହୋଇଥିଲା। ପ୍ରଥମ ସନ୍ଧ୍ୟାରେ…

Continue Readingପାଳଲହଡ଼ା ମହୋତ୍ସବ ଉଦଘାଟିତ, ମନ ମୋହିଲା ଘୁଡ଼କା ନାଚ ସାଙ୍ଗକୁ ଆଧୁନିକ ଗୀତ

ପାଗଳ କୁକୁର ଆତଙ୍କ: ଘଣ୍ଟାଏରେ ୭ ଜଣଙ୍କୁ କାମୁଡ଼ି କଲା ଲହୁଲୁହାଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡ଼କନ୍ତକୁଳ ପଞ୍ଚାୟତ ଅନ୍ତର୍ଗତ କଂଜା ଗ୍ରାମରେ ମାତିଛି ପାଗଳ କୁକୁର। ଯାହାକୁ ଦେଖୁଛି ଗୋଡ଼େଇ ଗୋଡ଼େଇ କାମୁଡୁଛି। ଏଥିରେ ଗୁରୁତର ହୋଇଛନ୍ତି ୭ ଜଣ। ଗୁରୁତରଙ୍କୁ ପ୍ରଥମେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ…

Continue Readingପାଗଳ କୁକୁର ଆତଙ୍କ: ଘଣ୍ଟାଏରେ ୭ ଜଣଙ୍କୁ କାମୁଡ଼ି କଲା ଲହୁଲୁହାଣ