କଦଳୀମୁଣ୍ଡା ଠାରେ ରେଳ ଲାଇନରେ ଅଣ୍ଡରପାସ ପାଇଁ ଜମି ଚିହ୍ନଟ କଲା ରେଲୱେ, ଆନ୍ଦୋଳନ ଚେତାବନୀ ଦେଇଥିଲେ ଅଞ୍ଚଳବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର - ସମ୍ବଲପୁର ରେଳପଥର କିଶୋରନଗର ବ୍ଲକ ବଇଣ୍ଡା ନିକଟସ୍ଥ କଦଳୀମୁଣ୍ଡାଠାରେ ରେଳ ଲାଇନ ତଳେ ଅଣ୍ଡରପାସ ପାଇଁ ଆଜି ଜାଗା ଚିହ୍ନଟ ହୋଇଛି। ଏ ନେଇ ବହୁ ଦିନ ଧରି ଦାବି ହେଉଥିଲା। କଦଳୀମୁଣ୍ଡା ଠାରେ…

Continue Readingକଦଳୀମୁଣ୍ଡା ଠାରେ ରେଳ ଲାଇନରେ ଅଣ୍ଡରପାସ ପାଇଁ ଜମି ଚିହ୍ନଟ କଲା ରେଲୱେ, ଆନ୍ଦୋଳନ ଚେତାବନୀ ଦେଇଥିଲେ ଅଞ୍ଚଳବାସୀ

ଅନୁଗୁଳରେ ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ

ଅନୁଗୁଳ: ସ୍ଥାନୀୟ ପୁରୁଣା ଜିଲ୍ଲା ଶିକ୍ଷା କାର୍ଯ୍ଯାଳୟ ପରିସରରେ ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡ଼ନାୟକ, ଜିଲ୍ଲା…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ

ଝାମ୍ପୁଲି ନଈରେ କୁମ୍ଭୀର ଆତଙ୍କ, ନଈକୁ ନ ଯିବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହିମିତିରା ନଈର ସଙ୍ଗମ ଝିମେଇ ଠାରେ ଆଜି ଏକ ବଡ଼ କୁମ୍ଭୀର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ମାନଯୋର ପ୍ରକଳ୍ପରେ ମିଶିଥିବା ଘୋଷର -ରାଇବାହାଳ ନଈର ଝାମ୍ପୁଲୀ ଝିମେଇ ଠାରେ ଏକ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀରକୁ…

Continue Readingଝାମ୍ପୁଲି ନଈରେ କୁମ୍ଭୀର ଆତଙ୍କ, ନଈକୁ ନ ଯିବାକୁ ପରାମର୍ଶ

ମଦ ପିଇ ବାଇକ ଉପରେ ଆମ୍ବୁଲାନ୍ସ ଚଢ଼ାଇ ଦେଲେ ଡ୍ରାଇଭର, ଦମ୍ପତି ଗୁରୁତର

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଯଦୁପୁର ନିକଟରେ ଆମ୍ବୁଲାନ୍ସ ସହିତ ବାଇକ ଧକ୍କା ହେବାରୁ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ବୟ ହେଲେ ମାନସ ମୁଖୀ ଓ ତାଙ୍କ ପତ୍ନୀ ସୁମିତ୍ରା ମୁଖୀ। ଆମ୍ବୁଲାନ୍ସ ଚାଳକ ପ୍ରଚୁର ମଦ…

Continue Readingମଦ ପିଇ ବାଇକ ଉପରେ ଆମ୍ବୁଲାନ୍ସ ଚଢ଼ାଇ ଦେଲେ ଡ୍ରାଇଭର, ଦମ୍ପତି ଗୁରୁତର

ଅନୁଗୁଳରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ କୃଷି ମହୋତ୍ସବ ଉଦଘାଟିତ

ଅନୁଗୁଳ : ଅନୁଗୁଳ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ କୃଷି ମହୋତ୍ସବ ସୋମବାର ଅପରାହ୍ନରେ ସ୍ଥାନୀୟ ବିଜୁ ମଇଦାନ ଠାରେ ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଯୋଗ ଦେଇ କୃଷିକୁ ଭାରତର…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ କୃଷି ମହୋତ୍ସବ ଉଦଘାଟିତ

ଅନୁଗୁଳରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ, ଲୋକଙ୍କ ଦୁଃଖ ଶୁଣିଲେ ଅଧିକାରୀ

ଅନୁଗୁଳ : ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ସୋମବାର ଆଠମଲ୍ଲିକ ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୩୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୩୨ଟି ବ୍ୟକ୍ତିଗତ ଓ…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ, ଲୋକଙ୍କ ଦୁଃଖ ଶୁଣିଲେ ଅଧିକାରୀ

ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ, ଯୋଗ ଦେଲେ ସମସ୍ତ ଉଚ୍ଚସ୍ତରୀୟ ଅଧିକାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଛି। ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାନସ ରଞ୍ଜନ ବାରିକ, କାର୍ଯ୍ୟନିର୍ବାହୀ ଅଧିକାରୀ ବଳୟ ଦେହୁରୀ, ଯୋଗାଣ ଅଧିକାରୀ…

Continue Readingସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ, ଯୋଗ ଦେଲେ ସମସ୍ତ ଉଚ୍ଚସ୍ତରୀୟ ଅଧିକାରୀ

କାୟାକଳ୍ପ ଟିମ ଅନୁଗୁଳ ମେଡ଼ିକାଲ ବୁଲି ଦେଖିଲେ

ଅନୁଗୁଳ: ରାଜ୍ୟ କାୟାକଳ୍ପ ଟିମର ଏକ ଦଳ ଆଜି ଅନୁଗୁଳ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ। ସେମାନେ ସ୍ତ୍ରୀ ଓ ପ୍ରସୂତି ୱାର୍ଡ, ଆଶୁ ଚିକତ୍ସା କେନ୍ଦ୍ର, ଅପରେସନ ଥିଏଟର, ନବ ନିର୍ମିତ ମେଡିକାଲ କୋଠା, ଟ୍ରମା କେୟାର,…

Continue Readingକାୟାକଳ୍ପ ଟିମ ଅନୁଗୁଳ ମେଡ଼ିକାଲ ବୁଲି ଦେଖିଲେ

ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ, ପର୍ଯ୍ୟଟକଙ୍କୁ ବୋଟିଂ ମନା

ଅନୁଗୁଳ: ସାତକୋଶିଆ ଗଣ୍ଡରେ ଆଜିଠୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ତିନି ଦିନ ଧରି ଗଣନା ଚାଲିବ। ଏଣୁ ୧୭, ୧୮ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ସାତକୋଶିଆ ଗଣ୍ଡରେ ପର୍ଯ୍ୟଟକଙ୍କୁ ବୋଟିଂ ପାଇଁ ବାରଣ କରାଯାଇଛି। ପକ୍ଷୀ ଓ କୁମ୍ଭୀର…

Continue Readingଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ, ପର୍ଯ୍ୟଟକଙ୍କୁ ବୋଟିଂ ମନା

କଣିହାଁରୁ ସାଇକେଲରେ ଅଯୋଧ୍ୟା ଯାତ୍ରା

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସାନତ୍ରିବିଡା ପଞ୍ଚାୟତ ଧୋବାପାଳ ଗାଁର ସଞ୍ଜୟ ସାହୁ(୪୧) ନିଜ ଗାଁରୁ ସାଇକେଲେ ଯୋଗେ ଅଯୋଧ୍ୟା ଯାତ୍ରାରେ ବାହାରିଛନ୍ତି I ସୋମବାର ସକାଳ ୮ଟା ସମୟରେ ଗାଁରେ ପୂଜାର୍ଚ୍ଚନା କରିବା ସହିତ ଗ୍ରାମବାସୀ ନାମ-ସଂକୀର୍ତନ କରି…

Continue Readingକଣିହାଁରୁ ସାଇକେଲରେ ଅଯୋଧ୍ୟା ଯାତ୍ରା