ଅନୁଗୁଳ ପୌର ଅଧିକାରୀଙ୍କୁ ଭେଟିଲା ନଗର କଂଗ୍ରେସ: ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ଜ୍ୱଳନ୍ତ ସମସ୍ୟା ଓ ଜନସାଧାରଣଙ୍କ ସୁବିଧା ପାଇଁ ଆଜି ଅନୁଗୁଳ ନଗର କଂଗ୍ରେସ ପକ୍ଷରୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ନଗର କଂଗ୍ରେସ ସଭାପତି ରଶ୍ମିରଞ୍ଜନ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି…

Continue Readingଅନୁଗୁଳ ପୌର ଅଧିକାରୀଙ୍କୁ ଭେଟିଲା ନଗର କଂଗ୍ରେସ: ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗିରଫ

ଅନୁଗୁଳ: ଏନ୍.ଟି.ପି.ସି ବିଜିଗୋଳ ଅଞ୍ଚଳରେ ଘଟିଥିବା ଏକ ଅତି ଅମାନୁଷିକ ଘଟଣାର ପର୍ଦ୍ଦାଫାସ କରିବାରେ ପୋଲିସ ସଫଳ ହୋଇଛି। ଜଣେ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଭଳି ଏକ ସମ୍ବେଦନଶୀଳ ମାମଲାରେ ପୋଲିସ ମାତ୍ର ୨୪ ଘଣ୍ଟା…

Continue Readingନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗିରଫ

କଣିହାଁ ଖୋଲା କୋଇଲା ଖଣିରେ ନିଯୁକ୍ତି ଓ ପୁନର୍ବାସ ଦାବିରେ ଆନ୍ଦୋଳନ: ଆନ୍ଦୋଳନ ସ୍ଥଳରେ ଶତାଧିକ ମହିଳା ପାଳିଲେ ସୁଦଶା ବ୍ରତ

ଅନୁଗୁଳ: କଣିହାଁ ଖୋଲା କୋଇଲା ଖଣିର ଟାଇମ ଅଫିସ ସ୍ଥିତ ଖଣିର ମୁଖ୍ୟ ଫାଟକ ଠାରେ କଣିହାଁ ଗ୍ରାମର ଜମିହରା ପ୍ରଜାଙ୍କ ନିଯୁକ୍ତି ଓ ପୁନର୍ବାସ ଦାବିରେ ଗତ ୭୧ ଦିନ ଧରି ଚାଲିଥିବା ଆନ୍ଦୋଳନ ଆଜି ନୂତନ ମୋଡ଼ ନେଇଛି।…

Continue Readingକଣିହାଁ ଖୋଲା କୋଇଲା ଖଣିରେ ନିଯୁକ୍ତି ଓ ପୁନର୍ବାସ ଦାବିରେ ଆନ୍ଦୋଳନ: ଆନ୍ଦୋଳନ ସ୍ଥଳରେ ଶତାଧିକ ମହିଳା ପାଳିଲେ ସୁଦଶା ବ୍ରତ

ତଳମୂଳ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ ଉଦଘାଟିତ: ଲୋକାର୍ପଣ କଲେ ଅନୁଗୁଳ ବିଧାୟକ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକର ତଳମୂଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ନୂଆ ଗୃହ ଉଦଘାଟିତ ହୋଇଛି। ଅନୁଗୁଳର ଲୋକପ୍ରିୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୁଷ୍ମାନ ଆରୋଗ୍ୟ…

Continue Readingତଳମୂଳ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ ଉଦଘାଟିତ: ଲୋକାର୍ପଣ କଲେ ଅନୁଗୁଳ ବିଧାୟକ

ଇନଷ୍ଟାଗ୍ରାମରେ ଖଣ୍ଡା ପ୍ରଦର୍ଶନ କରି ଧମକ ଦେବା ପଡ଼ିଲା ମହଙ୍ଗା: ୩ ଗିରଫ

ଅନୁଗୁଳ: ସୋସିଆଲ ମିଡିଆରେ ହିଂସାର ପ୍ରଚାର କରୁଥିବା ଯୁବକଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଅନୁଗୁଳ ପୋଲିସ। ଇନଷ୍ଟାଗ୍ରାମ ରିଲ୍‌ରେ ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରୁଥିବା ଅଭିଯୋଗରେ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ…

Continue Readingଇନଷ୍ଟାଗ୍ରାମରେ ଖଣ୍ଡା ପ୍ରଦର୍ଶନ କରି ଧମକ ଦେବା ପଡ଼ିଲା ମହଙ୍ଗା: ୩ ଗିରଫ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ, ବିଭିନ୍ନ କାର୍ଯ୍ୟରେ ହେବେ ସାମିଲ

​ଅନୁଗୁଳ : ଆସନ୍ତା ଫେବ୍ରୁଆରୀ ୨୭ ଓ ୨୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଗସ୍ତର ପ୍ରଥମ ଦିନ ଅର୍ଥାତ୍ ୨୭ ତାରିଖ ଅପରାହ୍ନ ୪ଟାରେ ସେ କିଶୋରନଗର ବ୍ଲକର ଧଉରାପଲ୍ଲୀ ଠାରେ…

Continue Readingକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ, ବିଭିନ୍ନ କାର୍ଯ୍ୟରେ ହେବେ ସାମିଲ

ରାହୁଲ ଗାନ୍ଧୀଙ୍କୁ ଅସମ୍ମାନ ଅଭିଯୋଗ: ବିଜେପିର କେନ୍ଦ୍ରୀୟ ନେତାଙ୍କ ବିରୋଧରେ ଅନୁଗୁଳ ଜିଲ୍ଲା କଂଗ୍ରେସର ଏତଲା

ଅନୁଗୁଳ: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ନେତାମାନେ ବାରମ୍ବାର ଅପଶବ୍ଦ ପ୍ରୟୋଗ ଓ ଅସମ୍ମାନ ପ୍ରଦର୍ଶନ କରୁଥିବା ଅଭିଯୋଗ କରି ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ଆଜି ପୂର୍ବାହ୍ନରେ…

Continue Readingରାହୁଲ ଗାନ୍ଧୀଙ୍କୁ ଅସମ୍ମାନ ଅଭିଯୋଗ: ବିଜେପିର କେନ୍ଦ୍ରୀୟ ନେତାଙ୍କ ବିରୋଧରେ ଅନୁଗୁଳ ଜିଲ୍ଲା କଂଗ୍ରେସର ଏତଲା

ସ୍ୱାବଲମ୍ବୀ ହେବେ ସାତକୋଶିଆର ପୁନର୍ବାସିତ ପରିବାର: ଜିନ୍ଦଲ ଫାଉଣ୍ଡେସନର ନିଆରା ପ୍ରୟାସ

ଅନୁଗୁଳ: ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରୁ ସ୍ୱେଚ୍ଛାକୃତ ଭାବେ ପୁନର୍ବାସିତ ହୋଇଥିବା ପରିବାରଗୁଡ଼ିକୁ ସ୍ୱାବଲମ୍ବୀ କରିବା ପାଇଁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଧଉରାଗୋଠ ଗ୍ରାମରେ ଏକ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ଥାନାନ୍ତରିତ…

Continue Readingସ୍ୱାବଲମ୍ବୀ ହେବେ ସାତକୋଶିଆର ପୁନର୍ବାସିତ ପରିବାର: ଜିନ୍ଦଲ ଫାଉଣ୍ଡେସନର ନିଆରା ପ୍ରୟାସ

ଆସନ୍ତା ୨୮ରେ ବଣିକ ସଙ୍ଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ: ଉଦଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଆସନ୍ତା ୨୮ ତାରିଖରେ ବିଜୁ ମଇଦାନରେ ଅନୁଗୁଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମାରୋହକୁ ଉଦଘାଟନ କରିବେ। ଏଥିନେଇ ବୁଧବାର ସ୍ଥାନୀୟ ଏକ ହୋଟେଲରେ…

Continue Readingଆସନ୍ତା ୨୮ରେ ବଣିକ ସଙ୍ଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ: ଉଦଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନାବାଳିକାଙ୍କୁ ଅସଦାଚରଣ ଓ ଫଟୋ ଭାଇରାଲ ଅଭିଯୋଗରେ ୱେବ୍ ଚ୍ୟାନେଲ ସାମ୍ବାଦିକଙ୍କ ସମେତ ଦୁଇ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅସଦାଚରଣ ଓ ଅଶ୍ଳୀଳ ଫଟୋ ଭାଇରାଲ କରିବା ଭଳି ଦୁଇଟି ପୃଥକ ମାମଲାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କଣଲୋଇ ଗ୍ରାମର ଆଶିଷ ମାଝୀ ଏବଂ ଜଣେ…

Continue Readingନାବାଳିକାଙ୍କୁ ଅସଦାଚରଣ ଓ ଫଟୋ ଭାଇରାଲ ଅଭିଯୋଗରେ ୱେବ୍ ଚ୍ୟାନେଲ ସାମ୍ବାଦିକଙ୍କ ସମେତ ଦୁଇ ଗିରଫ