ଅନୁଗୋଳରେ ହାତୀ ଆତଙ୍କ: ରାତି ସାରା ଗାଁ ଜଗୁଛନ୍ତି ସରଧାପୁର ବାସିନ୍ଦା

ଅନୁଗୋଳ: ଜିଲ୍ଲାର ଅନୁଗୋଳ ବ୍ଲକ ପୁରୁଣାଗଡ଼ ସେକ୍ସନ ଅନ୍ତର୍ଗତ ସରଧାପୁର ଗ୍ରାମରେ ହାତୀ ଆତଙ୍କ ତୀବ୍ର ରୂପ ନେଇଛି। ଗ୍ରାମ ନିକଟରେ ୧୫ ଟିକିଆ ହାତୀ ପଲ ଡେରା ଜମାଇବା ସହ ସିଧାସଳଖ ଗାଁ ଭିତରକୁ ପଶିଆସୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର…

Continue Readingଅନୁଗୋଳରେ ହାତୀ ଆତଙ୍କ: ରାତି ସାରା ଗାଁ ଜଗୁଛନ୍ତି ସରଧାପୁର ବାସିନ୍ଦା

୫ ବର୍ଷର ନାବାଳିକା ସହିତ ପାଶବିକତା: ଦୋଷୀକୁ ୭ ବର୍ଷ ଜେଲ୍‌ ଓ ଜରିମାନା

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକା ଶିଶୁ ସହିତ ପାଶବିକ ବ୍ୟଭିଚାର ଘଟଣାରେ କୋର୍ଟ କଠୋର ଦଣ୍ଡବିଧାନ କରିଛନ୍ତି। ଅନୁଗୋଳ ଅତିରିକ୍ତ ଜିଲ୍ଲା ଜଜ୍ (ସ୍ୱତନ୍ତ୍ର ପୋକସୋ କୋର୍ଟ) ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର…

Continue Reading୫ ବର୍ଷର ନାବାଳିକା ସହିତ ପାଶବିକତା: ଦୋଷୀକୁ ୭ ବର୍ଷ ଜେଲ୍‌ ଓ ଜରିମାନା

ରୁଙ୍ଗଟା କୋଇଲା ଖଣି ଜନଶୁଣାଣିକୁ କଂଗ୍ରେସର ବିରୋଧ: ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ

ଅନୁଗୋଳ: ଛେଣ୍ଡିପଦାରେ ପ୍ରସ୍ତାବିତ ମେସର୍ସ ରୁଙ୍ଗଟା କମ୍ପାନୀର ଅଳକାନନ୍ଦା କୋଇଲା ଖଣି ଜନଶୁଣାଣିକୁ କଂଗ୍ରେସ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ଏନେଇ ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ସସ୍ମିତା ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ପ୍ରଦୂଷଣ…

Continue Readingରୁଙ୍ଗଟା କୋଇଲା ଖଣି ଜନଶୁଣାଣିକୁ କଂଗ୍ରେସର ବିରୋଧ: ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ

କେନ୍ଦ୍ରୀୟ ଗଣେଶ ପୂଜା କମିଟି ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚିତ, ସଭାପତି ଭାବେ ଉପଜିଲ୍ଲାପାଳ ମନୋନୀତ

ଅନୁଗୋଳ: ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାର ସୁପରିଚାଳନା ପାଇଁ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ଆଜି ପୂର୍ବାହ୍ନରେ ସମ୍ପନ୍ନ ହୋଇଛି। ଦେଉଳବେଡ଼ା କୋଲିୟରୀ ସ୍ଥିତ ମଙ୍ଗଳମ୍ କ୍ଲବ୍ ହାଉସ୍ ଠାରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତାଳଚେର…

Continue Readingକେନ୍ଦ୍ରୀୟ ଗଣେଶ ପୂଜା କମିଟି ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚିତ, ସଭାପତି ଭାବେ ଉପଜିଲ୍ଲାପାଳ ମନୋନୀତ

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ୨୧ ରେ, ଯୋଗଦେବେ ମୁଖ୍ୟମନ୍ତ୍ରୀ

ଅନୁଗୋଳ: ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ଆସନ୍ତା ୨୧ ଅଗଷ୍ଟ ଶୁକ୍ରବାର ଦିନ ତାଳଚେର ଗୁରୁଜାଙ୍ଗ ଗ୍ରାମରେ ପାଳିତ ହେବ। ଏହି ଉପଲକ୍ଷେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଉକ୍ତ ମହୋତ୍ସବରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Continue Readingସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ୨୧ ରେ, ଯୋଗଦେବେ ମୁଖ୍ୟମନ୍ତ୍ରୀ

ଜମରଡିହ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବି: ୧୦ ଦିନିଆ ଚେତାବନୀ ଦେଲା ବିଜେଡି

ଅନୁଗୋଳ: ସ୍ଥାନୀୟ ପାଳଲହଡ଼ା ବ୍ଲକର ଜମରଡିହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସରକାରୀ ଡାକ୍ତର ଓ ଆବଶ୍ୟକ କର୍ମଚାରୀ ନିଯୁକ୍ତି ଦାବିରେ ପାଳଲହଡ଼ା ବିଜେଡି ପକ୍ଷରୁ ବୁଧବାର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପୂର୍ବରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ଏନ୍‌ଜିଓକୁ ହସ୍ତାନ୍ତର କରାଯାଇଥିଲେ…

Continue Readingଜମରଡିହ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବି: ୧୦ ଦିନିଆ ଚେତାବନୀ ଦେଲା ବିଜେଡି
Read more about the article ଅନୁଗୋଳରୁ ନାବାଳିକା ଉଦ୍ଧାର: ପୋଷ୍ୟ ବାପା-ମାଆଙ୍କ ନିର୍ଯାତନା ଅଭିଯୋଗ
Oplus_16908288

ଅନୁଗୋଳରୁ ନାବାଳିକା ଉଦ୍ଧାର: ପୋଷ୍ୟ ବାପା-ମାଆଙ୍କ ନିର୍ଯାତନା ଅଭିଯୋଗ

ଅନୁଗୋଳ: କଟକ ଜିଲ୍ଲା ଓଲଟପୁର ଥାନା ଅଞ୍ଚଳରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ପିତୃମାତୃହୀନ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପୋଷ୍ୟ କନ୍ୟା ଭାବେ ରଖିଥିବା ଦମ୍ପତିଙ୍କ ନାଁରେ ସାଙ୍ଘାତିକ ନିର୍ଯାତନା ଅଭିଯୋଗ ହୋଇଛି। ସମ୍ପତ୍ତି ହଡ଼ପ କରିବା ଉଦ୍ଦେଶ୍ୟରେ…

Continue Readingଅନୁଗୋଳରୁ ନାବାଳିକା ଉଦ୍ଧାର: ପୋଷ୍ୟ ବାପା-ମାଆଙ୍କ ନିର୍ଯାତନା ଅଭିଯୋଗ
Read more about the article “ଆମେ କେବଳ ଦେଉ, କାହାଠୁ କିଛି ନେଉନାହିଁ!” ଏଡିସିସିଆଇ: କଥା ବେଶି କାମ କମ
Oplus_16908288

“ଆମେ କେବଳ ଦେଉ, କାହାଠୁ କିଛି ନେଉନାହିଁ!” ଏଡିସିସିଆଇ: କଥା ବେଶି କାମ କମ

ଅନୁଗୋଳ:କିଛି ଦିନ ହେବ ଅନୁଗୋଳ ଜିଲ୍ଲା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ADCCI)ର କର୍ମକର୍ତ୍ତାମାନଙ୍କ ଦବଙ୍ଗଗିରି ସହରରେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଏ ଘଟଣା ନେଇ ଏଟିଭି ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ଥିଲା, ଯାହାକୁ ସୋସିଆଲ ମିଡିଆ…

Continue Reading“ଆମେ କେବଳ ଦେଉ, କାହାଠୁ କିଛି ନେଉନାହିଁ!” ଏଡିସିସିଆଇ: କଥା ବେଶି କାମ କମ

ଖୁବଶୀଘ୍ର ପ୍ରଭାବଶାଳୀ ସ୍ଥିତିରେ ରହିବେ ଧର୍ମେନ୍ଦ୍ର ପ୍ରଧାନ: ସାଂସଦ ରୁଦ୍ର

ଅନୁଗୋଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଗାମୀ ଦିନରେ ଏକ ଅଧିକ ପ୍ରଭାବଶାଳୀ ତଥା ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦେଖିବାକୁ ମିଳିବ ବୋଲି ଢେଙ୍କାନାଳ ସାଂସଦ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ…

Continue Readingଖୁବଶୀଘ୍ର ପ୍ରଭାବଶାଳୀ ସ୍ଥିତିରେ ରହିବେ ଧର୍ମେନ୍ଦ୍ର ପ୍ରଧାନ: ସାଂସଦ ରୁଦ୍ର

ଦୁଃସ୍ଥ କ୍ରୀଡ଼ାବିତ୍ ଦୁଷ୍ମନ୍ତଙ୍କ ସହାୟତା ପାଇଁ ଚିଠି ଲେଖିଲେ ଜିଲ୍ଲାପାଳ

ଅନୁଗୋଳ: ଦୁଃସ୍ଥ କ୍ରୀଡ଼ାବିତ୍ ଦୁଷ୍ମନ୍ତ ପ୍ରଧାନଙ୍କ ସହାୟତା ପାଇଁ ଅନୁଗୋଳର ଲୋକପ୍ରିୟ ଜିଲ୍ଲାପାଳ ଅବ୍ଦାଲ ଏମ ଅଖତର ନାଲକୋ ନିର୍ବାହୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିବା ଜଣାପଡିଛି। ଅନୁଗୋଳ ସହର ଉପକଣ୍ଠ ତୁରଙ୍ଗ ଗାଁରେ ରହୁଥିବା ଦୁଷ୍ମନ୍ତ ପ୍ରଧାନ ଜଣେ ପ୍ରତିଭା ସମ୍ପନ୍ନ ଆଥଲେଟ୍।…

Continue Readingଦୁଃସ୍ଥ କ୍ରୀଡ଼ାବିତ୍ ଦୁଷ୍ମନ୍ତଙ୍କ ସହାୟତା ପାଇଁ ଚିଠି ଲେଖିଲେ ଜିଲ୍ଲାପାଳ