ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତ ଗିରଫ

ଅନୁଗୋଳ: ସାମାନ୍ୟ କଳିକୁ ସ୍ୱାମୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ। ଅନୁଗୋଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ତିରିବି ଗ୍ରାମରେ ଅଭାବନୀୟ ଘଟଣା। ଏନେଇ ପାଳଲହଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ମୃତକ ହେଲେ ତିରିବି ଗ୍ରାମର ସୌଭାଗ୍ୟ…

Continue Readingସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତ ଗିରଫ

ଅନୁଗୋଳ ନବୋଦୟ ବିଦ୍ୟାଳୟ ଡ୍ରାଇଭରଙ୍କୁ ମାଡ଼ ମାମଲା: ଗାଡ଼ି ଚାଳକ ନିଖୋଜ, ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ପ୍ରଶ୍ନ

ଅନୁଗୋଳ: ଅନୁଗୋଳ ଜବାହର ନବୋଦୟ ବିଦ୍ୟାଳୟର ଗାଡ଼ି ଚାଳକ ବିଦ୍ୟାଧର ହାତୀଙ୍କୁ ମାଡ଼ ମାମଲାରେ ନୂଆ ମୋଡ଼। ଜୀବନ ପ୍ରତି ବିପଦ ଥିବା ନେଇ ଉପ-ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ବିଦ୍ୟାଧର ଗତକାଲି ସନ୍ଧ୍ୟାଠାରୁ ପରିବାର ସହ ନିଖୋଜ ଅଛନ୍ତି। ଭୟଭୀତ ହୋଇ…

Continue Readingଅନୁଗୋଳ ନବୋଦୟ ବିଦ୍ୟାଳୟ ଡ୍ରାଇଭରଙ୍କୁ ମାଡ଼ ମାମଲା: ଗାଡ଼ି ଚାଳକ ନିଖୋଜ, ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ପ୍ରଶ୍ନ

ବଣିକ ସଂଘ କର୍ମକର୍ତ୍ତାଙ୍କ ଗୁଣ୍ଡାରାଜ: ଥାନାରେ ଏତଲା ଦେଲେ ବ୍ୟବସାୟୀ

ଅନୁଗୋଳ: ଗତ ଶନିବାର ଅନୁଗୋଳ ବଣିକ ସଂଘର କିଛି କର୍ମକର୍ତ୍ତା ଗାନ୍ଧୀମାର୍ଗ ସ୍ଥିତ ରାଜୱାଡ଼ି ଟ୍ରୀଟରେ ପହଞ୍ଚି ବ୍ୟବସାୟୀଙ୍କୁ ସ୍ୱାଧୀନତା ଦିବସ ପାଇଁ ୫୦୦ ପ୍ୟାକେଟ ଜଳଖିଆ ସଂଗଠନକୁ ଚାନ୍ଦା ଆକାରରେ ଦେବା ପାଇଁ କହିଥିଲେ। କିନ୍ତୁ ବ୍ୟବସାୟୀ ରାଜି ହୋଇନଥିଲେ।…

Continue Readingବଣିକ ସଂଘ କର୍ମକର୍ତ୍ତାଙ୍କ ଗୁଣ୍ଡାରାଜ: ଥାନାରେ ଏତଲା ଦେଲେ ବ୍ୟବସାୟୀ

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଅନୁଗୋଳ: ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ବିଶ୍ୱନାଥପୁର ସାହିରେ ଜଣେ ୬ ମାସର ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ କଣ୍ଟାବଣିଆ ଥାନା କୁଶୁପଙ୍ଗା ଗ୍ରାମର ସୋନାଲି ନାୟକ (୨୨)। ଗତ ଫେବ୍ରୁଆରୀ ୨୨ ତାରିଖରେ ଗଣେଶ ସାମଲଙ୍କ ସହ…

Continue Readingନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଜଳଖିଆ ଦୋକାନୀଙ୍କୁ ବଣିକ ସଂଘ କର୍ମକର୍ତ୍ତାଙ୍କ ମାରିଦେବାକୁ ଧମକ

ଅନୁଗୋଳ: ସାମାନ୍ୟ କଥାକୁ ନେଇ ଅନୁଗୋଳ ବଣିକ ସଂଘ (ADCCI)ର କର୍ମକର୍ତ୍ତା ବୋଲାଉଥିବା ଅଶୋକ ଜୈନ ଏବଂ ଦୀପକ ବର୍ମା ଗତ ଶନିବାର ଗାନ୍ଧୀମାର୍ଗ ସ୍ଥିତ ରାଜୱାଡ଼ି ଟ୍ରିଟ ନାମକ ଏକ ଜଳଖିଆ ଦୋକାନରେ ପହଞ୍ଚି ଗଣ୍ଡଗୋଳ କରିଥିବା ଅଭିଯୋଗ ହେଇଛି।…

Continue Readingଜଳଖିଆ ଦୋକାନୀଙ୍କୁ ବଣିକ ସଂଘ କର୍ମକର୍ତ୍ତାଙ୍କ ମାରିଦେବାକୁ ଧମକ

ଅନୁଗୋଳରେ ୮୦ତମ ସ୍ଵାଧୀନତା ଦିବସ ପାଳିତ

ଅନୁଗୋଳ: ଜିଲ୍ଲା ପୋଲିସ ଟ୍ରେନିଂ କଲେଜ୍ ପଡ଼ିଆଠାରେ ୮୦ତମ ଜାତୀୟ ସ୍ଵାଧୀନତା ଦିବସ ମହାସମାରୋହ ଆଜି ଅନୁଷ୍ଠିତ ହୋଇଛି। ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ…

Continue Readingଅନୁଗୋଳରେ ୮୦ତମ ସ୍ଵାଧୀନତା ଦିବସ ପାଳିତ

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଆଠମଲ୍ଲିକ ଗସ୍ତ: ଭବ୍ଯ ସ୍ବାଗତ

​ଅନୁଗୋଳ: ଆଜି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଠମଲ୍ଲିକ ଗସ୍ତରେ ଆସିଛନ୍ତି। ଏହି ଅବସରରେ ସ୍ଥାନୀୟ ପ୍ରଶାସନ ଓ ଦଳୀୟ କର୍ମୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି।​ଆଠମଲ୍ଲିକ ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହାଙ୍କ ସମେତ ବିଜେପିର ବହୁ ନେତୃସ୍ଥାନୀୟ ବ୍ୟକ୍ତି ଓ କର୍ମକର୍ତ୍ତାମାନେ…

Continue Readingଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଆଠମଲ୍ଲିକ ଗସ୍ତ: ଭବ୍ଯ ସ୍ବାଗତ

ଶୁଭାରମ୍ଭ ହେଲା ‘ସୋଲାର ରଥ’: ଘରେ ମାଗଣା ବିଜୁଳି ଦେବ ପିଏମ୍ ସୂର୍ଯ୍ୟ ଘର ଯୋଜନା

ଅନୁଗୋଳ: ଓଡ଼ିଶା ସରକାର ଏବଂ ଟାଟା ପାୱାରର ମିଳିତ ଆନୁକୂଲ୍ୟରେ ଟିପିସିଓଡିଏଲ୍ ପକ୍ଷରୁ 'ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା' ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ସୌର ଛାତ ରୁଫ୍ ଟପ୍ ସୋଲାର ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା…

Continue Readingଶୁଭାରମ୍ଭ ହେଲା ‘ସୋଲାର ରଥ’: ଘରେ ମାଗଣା ବିଜୁଳି ଦେବ ପିଏମ୍ ସୂର୍ଯ୍ୟ ଘର ଯୋଜନା

ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ୪ ଦିନିଆ ଅନୁଗୋଳ ଗସ୍ତ: ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ-ନଡ୍ଡାଙ୍କ ସହ ଟିଏଫଏଲ ସମୀକ୍ଷା

ଅନୁଗୋଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜିଠୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ…

Continue Readingସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ୪ ଦିନିଆ ଅନୁଗୋଳ ଗସ୍ତ: ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ-ନଡ୍ଡାଙ୍କ ସହ ଟିଏଫଏଲ ସମୀକ୍ଷା

ଅନୁଗୋଳରେ ଘରୋଇ ରନ୍ଧନ ଗ୍ୟାସର ବ୍ୟାପକ ଅପବ୍ୟବହାର, ବଢ଼ୁଛି କଳାବଜାରୀ

ଅନୁଗୋଳ: ଅନୁଗୋଳ ସହରରେ ଘରୋଇ ରନ୍ଧନ ଗ୍ୟାସର ଅବୈଧ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। ସହରର ବିଭିନ୍ନ ମନ୍ଦିର ନିକଟରେ ଚାଲିଥିବା ଅନ୍ନପ୍ରସାଦ ବ୍ୟବସାୟ ଏବଂ ଶତାଧିକ ଜଳଖିଆ ଦୋକାନରେ ଘରୋଇ ଗ୍ୟାସ ସିଲିଣ୍ଡରର ବ୍ୟାପକ ବ୍ୟବହାର ହେଉଥିବା ଅଭିଯୋଗ…

Continue Readingଅନୁଗୋଳରେ ଘରୋଇ ରନ୍ଧନ ଗ୍ୟାସର ବ୍ୟାପକ ଅପବ୍ୟବହାର, ବଢ଼ୁଛି କଳାବଜାରୀ