ସର୍ବୋଦୟ ରେଡ଼ିଓ ପକ୍ଷରୁ ନିର୍ବାହୀ ଅଧିକାରୀ ସମ୍ବର୍ଦ୍ଧିତ

ଅନୁଗୁଳ: ବାଜିରାଉତ ଛାତ୍ରାବାସ ପରିସରରେ ଆୟୋଜିତ ହେଉଥିବା ସର୍ବୋଦୟ ରେଡ଼ିଓର ପ୍ରଥମ ବାର୍ଷିକ ଉତ୍ସବର ଉଦଯାପନୀ ଦିବସରେ ଅନୁଗୁଳ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗତ ବର୍ଷ ଲକ୍ଷ୍ମଣ ଗୋଚ୍ଛାୟତ ନାମକ ଜଣେ ସଫେଇ କର୍ମଚାରୀଙ୍କୁ…

Continue Readingସର୍ବୋଦୟ ରେଡ଼ିଓ ପକ୍ଷରୁ ନିର୍ବାହୀ ଅଧିକାରୀ ସମ୍ବର୍ଦ୍ଧିତ

ରେଙ୍ଗାଳି ଡ୍ୟାମ ସାଇଟ ଥାନାରେ ନୂତନ ଆଇଆଇସି ଚଞ୍ଚଳା ନାୟକଙ୍କ ଯୋଗଦାନ: ଅଞ୍ଚଳର ମହିଳା ସୁରକ୍ଷାକୁ ଦେବେ ପ୍ରାଥମିକତା

ଅନୁଗୁଳ: କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଡ୍ୟାମ ସାଇଟ ଥାନାରେ ନୂତନ ଥାନା ଅଧିକାରୀ ଭାବେ ଆଜି ଚଞ୍ଚଳା ନାୟକ ଯୋଗଦାନ କରିଛନ୍ତି। ପୂର୍ବରୁ ସେ ତାଳଚେର ଥାନାରେ ଆଡିସନାଲ ଆଇଆଇସି ଭାବେ କାର୍ଯ୍ୟରତ ଥିଲେ। ଏପର୍ଯ୍ୟନ୍ତ ରେଙ୍ଗାଳି ଆଇଆଇସି ଥିବା…

Continue Readingରେଙ୍ଗାଳି ଡ୍ୟାମ ସାଇଟ ଥାନାରେ ନୂତନ ଆଇଆଇସି ଚଞ୍ଚଳା ନାୟକଙ୍କ ଯୋଗଦାନ: ଅଞ୍ଚଳର ମହିଳା ସୁରକ୍ଷାକୁ ଦେବେ ପ୍ରାଥମିକତା

ଅନୁଗୁଳର ସମସ୍ତ ବନାଞ୍ଚଳରେ ପିକନିକ, ସାମାଜିକ ସମାବେଶ ମନା

ଅନୁଗୁଳ: ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ କରି ରାଜ୍ୟରେ ମୌସୁମୀ ବର୍ଷା ଆସିବା ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାର ସମସ୍ତ ବନାଞ୍ଚଳରେ ପିକନିକ୍, ସାମାଜିକ ସମାବେଶ ଏବଂ ତତ୍ ଜନିତ କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯିବ। ଅନୁଗୁଳ ଜିଲ୍ଲା ପ୍ରଶାସନ…

Continue Readingଅନୁଗୁଳର ସମସ୍ତ ବନାଞ୍ଚଳରେ ପିକନିକ, ସାମାଜିକ ସମାବେଶ ମନା

ଛାତିଥରା ସଡ଼କ ଦୁର୍ଘଟଣା: ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସମେତ ୨ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।ସୂଚନା ମୁତାବକ, ତାଳଚେର ଅଞ୍ଚଳର ଅମିତ ସାହୁ, ବିସ୍ମୟ ଦାସ ଏବଂ…

Continue Readingଛାତିଥରା ସଡ଼କ ଦୁର୍ଘଟଣା: ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସମେତ ୨ ମୃତ

ଏଥର କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକ୍‌ରେ ମିଳିବ ମଦ: ପରିବେଶ ସୁରକ୍ଷା ଦୃଷ୍ଟିକୋଣରୁ ଟେଟ୍ରା ବ୍ୟବହାର ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ମଦ ବିକ୍ରି କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକ୍ ବ୍ୟବହାର କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅବକାରୀ ନୀତି ଅନୁସାରେ କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାରକୁ ଅନୁମତି ଦିଆଯାଇଛି। ଏହା ପରିବେଶ ସୁରକ୍ଷା ପାଇଁ…

Continue Readingଏଥର କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକ୍‌ରେ ମିଳିବ ମଦ: ପରିବେଶ ସୁରକ୍ଷା ଦୃଷ୍ଟିକୋଣରୁ ଟେଟ୍ରା ବ୍ୟବହାର ପାଇଁ ନିର୍ଦ୍ଦେଶ

ଅନୁଗୁଳ ବନଖଣ୍ଡରେ ବଣନିଆଁ ନିୟନ୍ତ୍ରଣ ପାଇଁ ବ୍ୟାପକ ମକ୍ ଡ୍ରିଲ୍

ଅନୁଗୁଳ: ଜଙ୍ଗଲ ସମ୍ପଦର ସୁରକ୍ଷା ଏବଂ ବଣନିଆଁକୁ ପ୍ରତିହତ କରିବା ପାଇଁ ଅନୁଗୁଳ ବନଖଣ୍ଡ ପକ୍ଷରୁ ଏକ ବ୍ୟାପକ ସଚେତନତା ଓ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଯାଇଛି। ଅନୁଗୁଳ ବନଖଣ୍ଡ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅଭ୍ୟାସ…

Continue Readingଅନୁଗୁଳ ବନଖଣ୍ଡରେ ବଣନିଆଁ ନିୟନ୍ତ୍ରଣ ପାଇଁ ବ୍ୟାପକ ମକ୍ ଡ୍ରିଲ୍

ଅନୁଗୁଳରେ କେନ୍ଦୁପତ୍ର ଶ୍ରମିକଙ୍କ ରଣହୁଙ୍କାର; ଦାବି ପୂରଣ ନହେଲେ ୨୭ରେ ଥରହର ହେବ ରାଜରାସ୍ତା

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ରେଞ୍ଜ ଅନ୍ତର୍ଗତ ପ୍ରାୟ ୪୦ଟି ଗାଁର କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀ, ମୁନିଶୀ ଏବଂ ଚେକରମାନେ ସେମାନଙ୍କର ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ବଜ୍ରକୋଟ ରେଞ୍ଜ…

Continue Readingଅନୁଗୁଳରେ କେନ୍ଦୁପତ୍ର ଶ୍ରମିକଙ୍କ ରଣହୁଙ୍କାର; ଦାବି ପୂରଣ ନହେଲେ ୨୭ରେ ଥରହର ହେବ ରାଜରାସ୍ତା

ରାଜ୍ୟ ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର: ବିଧାନସଭାରେ ସ୍ୱୀକାର କଲେ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ବଜାରରେ ବିକ୍ରି ହେଉଥିବା ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ମାନକୁ ନେଇ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ କିଛି ନିର୍ଦ୍ଦିଷ୍ଟ କମ୍ପାନୀ ନିମ୍ନମାନର କ୍ଷୀର ବିକ୍ରି କରୁଥିବା ନେଇ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ମତ୍ସ୍ୟ…

Continue Readingରାଜ୍ୟ ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର: ବିଧାନସଭାରେ ସ୍ୱୀକାର କଲେ ମନ୍ତ୍ରୀ

୩୦ ବର୍ଷ ପରେ ମିଳିଲା ନ୍ୟାୟ: ବଧୂ ହତ୍ୟା ମାମଲାରେ ସ୍ୱାମୀ ଓ ଶାଶୂଙ୍କୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସଦର ମହକୁମାରେ ଦୀର୍ଘ ୩୦ ବର୍ଷ ତଳେ ଘଟିଥିବା ଏକ ବହୁଚର୍ଚ୍ଚିତ ଯୌତୁକ ଜନିତ ବଧୂ ହତ୍ୟା ମାମଲାରେ ଆଜି ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରଞ୍ଜନ…

Continue Reading୩୦ ବର୍ଷ ପରେ ମିଳିଲା ନ୍ୟାୟ: ବଧୂ ହତ୍ୟା ମାମଲାରେ ସ୍ୱାମୀ ଓ ଶାଶୂଙ୍କୁ ଆଜୀବନ କାରାଦଣ୍ଡ

ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି  ଭାଇ

ଅନୁଗୁଳ: ଛେଣ୍ଡିପଦା ଥାନା କୋଶଳା ବହିଆଳିସାହିରେ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ସୁଗ୍ରୀବ ପ୍ରଧାନ। ତେବେ ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ସୁଗ୍ରୀବଙ୍କ…

Continue Readingଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି  ଭାଇ