ଏସଏନ୍କେ ରୟାଲରେ ଦୀପାବଳି ଧମାକା: ସବୁ ସାମଗ୍ରୀ ଉପରେ ମିଳୁଛି ୧୦ ପ୍ରତିଶତ ରିହାତି
ଅନୁଗୁଳ: ଦୀପାବଳି ଅବସରରେ ଏସଏନ୍କେ ରୟାଲ ଶର୍ମା ଛକ ତାଳଚେର ଓ ଗାନ୍ଧୀମାର୍ଗ ଅନୁଗୁଳ ପକ୍ଷରୁ ଗ୍ରାହକଙ୍କ ପାଇଁ ଅକ୍ଟୋବର ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ସ୍ପେଶାଲ ଅଫର ଦିଆଯାଉଛି। ଗ୍ରାହକମାନେ ଏସଏନ୍କେ ରୟାଲର ତାଳଚେର…
