କିଶୋରନଗର ବ୍ଲକରେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ସମୀକ୍ଷା, ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ

ଅନୁଗୁଳ: ଶନିବାର ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ସଭାଘରଠାରେ ବିଭାଗୀୟ ସମୀକ୍ଷା ବୈଠକ ପଞ୍ଚାୟତରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି। ବୈଠକରେ ମନ୍ତ୍ରୀ ବ୍ଲକର ବିଭିନ୍ନ ଅଧିକାରୀଙ୍କୁ ବ୍ଲକର ବିଭିନ୍ନ ସମସ୍ୟାର…

Continue Readingକିଶୋରନଗର ବ୍ଲକରେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ସମୀକ୍ଷା, ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ

ଅନୁଗୁଳ ଓକିଲ ସଂଘ ପକ୍ଷରୁ ପୋର୍ଟଫୋଲିଓ ଜଷ୍ଟିସ ଭି.ନରସିଂହାଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଓକିଲ ସଂଘ ପକ୍ଷରୁ ଆଜି ଜିଲ୍ଲା କୋର୍ଟସ୍ଥିତ ଓକିଲଙ୍କ ସଭାଗୃହରେ ପୋର୍ଟଫୋଲିଓ ଜଷ୍ଟିସ ଭି. ନରସିଂହାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ମଞ୍ଚରେ ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ ସାମଲ ଉପସ୍ଥିତ ଥିବା ଅତିଥି ଜଷ୍ଟିସ ଭି. ନରସିଂହାଙ୍କୁ ପୁଷ୍ପଗୁଚ୍ଛ…

Continue Readingଅନୁଗୁଳ ଓକିଲ ସଂଘ ପକ୍ଷରୁ ପୋର୍ଟଫୋଲିଓ ଜଷ୍ଟିସ ଭି.ନରସିଂହାଙ୍କୁ ସମ୍ବର୍ଦ୍ଧନା

ନାବାଳିକାକୁ ଦୁଷ୍କର୍ମ ମାମଲା: ଦୁଷ୍କର୍ମୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ଅନୁଗୁଳ: ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ତଥା ସ୍ୱତନ୍ତ୍ର କୋର୍ଟ ପୋକସୋ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ଶୁକ୍ରବାର ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ, ୨୦୧୫ ମାର୍ଚ୍ଚ ୧୩ ଦିନ ସକାଳେ ଅନୁଗୁଳ ଥାନା ଅଂଚଳର…

Continue Readingନାବାଳିକାକୁ ଦୁଷ୍କର୍ମ ମାମଲା: ଦୁଷ୍କର୍ମୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

୮ ଦଫା ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଜରଡ଼ା କ୍ଷତିଗ୍ରସ୍ତ ପ୍ରଜା

ଅନୁଗୁଳ: ୮ ଦଫା ଦାବିରେ କଣିହାଁ କୋଇଲା ଖଣିର ଜରଡ଼ା ମୁଖ୍ୟ ଫାଟକ ସାମ୍ନାରେ ପୁଣି ଆନ୍ଦୋଳନ କରିଛନ୍ତି କ୍ଷତିଗ୍ରସ୍ତ ପ୍ରଜା। ଆନ୍ଦୋଳନ ପାଇଁ କୋଇଲା ଖନନ ଓ ପରିବହନ ବାଧାପ୍ରାପ୍ତ ହୋଇଛି। ପଥରମୁଣ୍ଡା ରକବାର ଉପରେ ଜରଡ଼ାବାସୀଙ୍କୁ ଜମି ଯୋଗାଇବା,…

Continue Reading୮ ଦଫା ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଜରଡ଼ା କ୍ଷତିଗ୍ରସ୍ତ ପ୍ରଜା

ସୁଭଦ୍ରା ହତ୍ୟା ମାମଲା, ମହାରାଷ୍ଟ୍ରରୁ ମୁଖ୍ୟ ଅଭିଯୁକ୍ତକୁ ଧରିଲା ଅନୁଗୁଳ ପୁଲିସ

ଅନୁଗୁଳ: ସୁଭଦ୍ରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। ରାଜ୍ୟ ବାହାରୁ ଅଭିଯୁକ୍ତ ଧରାପଡିଛି। ଅନୁଗୁଳ ପୁଲିସର ଏକ ଟିମ୍‌ ତାକୁ ମହାରାଷ୍ଟ୍ରରୁ ଉଠାଇ ଆଣିଛି। କଣିହାଁ ଅଞ୍ଚଳର ଯୁବତୀ ସୁଭଦ୍ରା ପଦୀଲିଙ୍କୁ ତାଳଚେର ଷ୍ଟେସନରୁ ତାଳଚେର ରୋଡ୍‌ ଷ୍ଟେସନ୍‌କୁ…

Continue Readingସୁଭଦ୍ରା ହତ୍ୟା ମାମଲା, ମହାରାଷ୍ଟ୍ରରୁ ମୁଖ୍ୟ ଅଭିଯୁକ୍ତକୁ ଧରିଲା ଅନୁଗୁଳ ପୁଲିସ

ଲାଭ ଲୋଭରେ ଚୂନା ଲଗାଇଲା ସାଇବର ଠକ: ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହରାଇଲେ ଯୁବକ

ଅନୁଗୁଳ: ଲାଭ ଆଶାରେ ସଞ୍ଚିତ ଧନ ହରାଇଲେ ଯୁବକ।ସାଇବର ଠକ ନେଇଗଲା ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା। ଏନେଇ ଠକେଇର ଶିକାର ଯୁବକ ଅନୁଗୁଳ ସାଇବର ଥାନାରେ ଅଭିଯୋଗ କରିଛନ୍ତି।ସୂଚନା ଅନୁସାରେ, ନାଲ୍‌କୋ କେନାଲ ରୋଡ୍‌ରେ ରହୁଥିବା ଜଣେ ଯୁବକଙ୍କ ପାଖରୁ…

Continue Readingଲାଭ ଲୋଭରେ ଚୂନା ଲଗାଇଲା ସାଇବର ଠକ: ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହରାଇଲେ ଯୁବକ

ରାସ୍ତାରୁ ଅପହରଣ କରି ମାଗିଲେ ଟଙ୍କା, ନ ଦେବାରୁ ନିସ୍ତୁକ ପିଟିଲେ; ଉଦ୍ଧାର କଲା ପୁଲିସ

ଅନୁଗୁଳ: ରାସ୍ତାରୁ ଅପହରଣ କରି ମାଗିଲେ ଟଙ୍କା। ଟଙ୍କା ନ ମିଳିବାରୁ ନିସ୍ତୁକ ପିଟିଲେ। ସୁନା ଚେନ୍, ମୁଦି, ବ୍ରେସଲେଟ ସହ ପାଖରେ ଥିବା ଟଙ୍କା ଏବଂ ମୋବାଇଲ ନେଇଗଲେ ଦୁର୍ବୃତ୍ତ। ଆଜି ତାଳଚେର ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ। ସ୍ଥାନୀୟ…

Continue Readingରାସ୍ତାରୁ ଅପହରଣ କରି ମାଗିଲେ ଟଙ୍କା, ନ ଦେବାରୁ ନିସ୍ତୁକ ପିଟିଲେ; ଉଦ୍ଧାର କଲା ପୁଲିସ

ଅନୁଗୁଳରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଅନୁଗୁଳ : ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା। ଶୁକ୍ରବାର ସକାଳେ ଅବକାରୀ ଟିମ୍ ନାଲ୍‌କୋ ଥାନା ଅଞ୍ଚଳ ବଳରାମପ୍ରସାଦ କେନ୍ଦୁପଲି ସାହିରେ ଚଢ଼ଉ କରି ୨୨ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି। ଏଥିସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ…

Continue Readingଅନୁଗୁଳରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଟଙ୍କା ନିବେଶ କରି ଲାଭ ପାଇବା ଲୋଭ: ୧୫ ଲକ୍ଷ ଠକି ନେଲେ ସାଇବର ଲୁଟେରା, ଥାନାର ଦ୍ୱାରସ୍ଥ ହେଲେ ହତାଶ ଯୁବକ

ଅନୁଗୁଳ: ଅନୁଗୁଳରେ ପୁଣି ଅନଲାଇନ ଠକେଇ। ଅନ୍‌ଲାଇନ୍‌ରେ ଷ୍ଟାର ରେଟିଂ ଦେବା ବାହାନାରେ ଯୁବକଙ୍କ ଠାରୁ ଠକି ନେଲେ ୧୫ ଲକ୍ଷ ୨୬ ହଜାର ଟଙ୍କା। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନ‌ା ଅନୁସାରେ ମେରାମଣ୍ଡଳିସ୍ଥିତ ଟାଟା ଷ୍ଟିଲରେ କାମ…

Continue Readingଟଙ୍କା ନିବେଶ କରି ଲାଭ ପାଇବା ଲୋଭ: ୧୫ ଲକ୍ଷ ଠକି ନେଲେ ସାଇବର ଲୁଟେରା, ଥାନାର ଦ୍ୱାରସ୍ଥ ହେଲେ ହତାଶ ଯୁବକ

ତାଳଚେରରେ ପ୍ରଥମ ମିଳିତ ଜମିହରା ପ୍ରଜାଙ୍କ ଅଭିଯୋଗ ଶୁଣାଣି ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଉପଜିଲ୍ଲାପାଳଙ୍କ ସଭାଗୃହରେ ପ୍ରଥମ ମିଳିତ ଜମିହରା ପ୍ରଜାଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଶିବିରରେ ଅଧ୍ୟକ୍ଷତା କରିଥିଲେ ଉପଜିଲ୍ଲାପାଳ ସମୀର କୁମାର ଜେନା। ଅନୁଗୁଳ ମହାନଦୀ କୋଲଫିଲଡ ଲିମିଟେଡ୍‌ର ସ୍ବତନ୍ତ୍ର…

Continue Readingତାଳଚେରରେ ପ୍ରଥମ ମିଳିତ ଜମିହରା ପ୍ରଜାଙ୍କ ଅଭିଯୋଗ ଶୁଣାଣି ଶିବିର