ନାକ ଟିମ୍‌ର ଆଭାସୀ ବୈଠକ ନେଇ ପ୍ରସ୍ତୁତି

ଅନୁଗୁଳ: ଆସନ୍ତା ୧୯ ତାରିଖରେ ନାକ ଟିମ୍‌ର ଅନୁଗୁଳ‌ ମହାବିଦ୍ୟାଳୟର ବିଭିନ୍ନ ସାର୍ଟିଫିକେସନ୍ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା।ଏଥିରେ ପୁରାତନ ଛାତ୍ର ମାନେ ଅଂଶଗ୍ରହଣ କରି ବୈଠକର ବିଭିନ୍ନ ସମ୍ଭାବ୍ୟ ଦିଗ ଉପରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଖେଳପଡିଆ,କମ୍ପ୍ୟୁଟର…

Continue Readingନାକ ଟିମ୍‌ର ଆଭାସୀ ବୈଠକ ନେଇ ପ୍ରସ୍ତୁତି

ଟେଷ୍ଟ କ୍ରିକେଟରୁ ଅବସର ନେଲେ ବିରାଟ କୋହଲି

ଭୁବନେଶ୍ୱର: ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଲେ ବିରାଟ କୋହଲି। ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଅବସର ଘୋଷଣା କଲେ କିଙ୍ଗ କୋହଲି। କିଛିଦିନ ତଳେ ଅବସର ନେଇଥିଲେ ରୋହିତ ଶର୍ମା। ଗତ ସପ୍ତାହରେ ବିରାଟ ଅବସର ନେବାକୁ ଇଚ୍ଛା ପ୍ରକାଶ…

Continue Readingଟେଷ୍ଟ କ୍ରିକେଟରୁ ଅବସର ନେଲେ ବିରାଟ କୋହଲି

ଜୁନ ୨୫ରୁ ୬ଷ୍ଠ ଓଡ଼ିଶା ପର୍ଯ୍ୟଟନ ସମ୍ମିଳନୀ

ଭୁବନେଶ୍ବର: ଓଡ଼ିଶା ହୋଟେଲ ଓ ରେଷ୍ଟୁରାଷ୍ଟ ସଂଘ (ହାରୋ) ପକ୍ଷରୁ ଜୁନ୍ ୨୫ ତାରିଖ ଦିନ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି ୬ଷ୍ଠ ଓଡ଼ିଶା ପର୍ଯ୍ୟଟନ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି।…

Continue Readingଜୁନ ୨୫ରୁ ୬ଷ୍ଠ ଓଡ଼ିଶା ପର୍ଯ୍ୟଟନ ସମ୍ମିଳନୀ

୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭଗବତ

ଭୁବନେଶ୍ୱର: ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ ମୋହନ ଭଗବତ। ଆଜି ସନ୍ଧ୍ୟା ୬ଟା ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କଟକ ଗତିରାଉତପାଟଣା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମକୁ…

Continue Reading୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭଗବତ

ଶିକ୍ଷାବିତ୍ ସ୍ବର୍ଗତ ବାଳକୃଷ୍ଣ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ, ସ୍ମୃତି ସଭା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡ଼ା ପତିତପାବନ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା, ବିଶିଷ୍ଟ ସାମାଜିକ କର୍ମୀ, ଶିକ୍ଷାବିତ୍ ତଥା ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ବାଳକୃଷ୍ଣ ପଟ୍ଟନାୟକଙ୍କ ୩୧ ତମ ଶ୍ରାଦ୍ଧ ବାର୍ଷିକୀ ରବିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି।…

Continue Readingଶିକ୍ଷାବିତ୍ ସ୍ବର୍ଗତ ବାଳକୃଷ୍ଣ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ, ସ୍ମୃତି ସଭା ଆୟୋଜିତ

‘ଆମ ପ୍ରତିଭା ଆମ ସ୍ବାଭିମାନ’ର ନିଆରା ପ୍ରୟାସ: ମାଟ୍ରିକ ଏ-୧ ଛାତ୍ରଛାତ୍ରୀଙ୍କୁ କଲା ସମ୍ବର୍ଦ୍ଧିତ

ଅନୁଗୁଳ: ଅନୁଗୁଳର ସାମାଜିକ ଅନୁଷ୍ଠାନ 'ଆମ ପ୍ରତିଭା ଆମ ସ୍ବାଭିମାନ' ପକ୍ଷରୁ ପୌରପାଳିକା ଟାଉନ୍ ହଲ୍ ଠାରେ ମାଟ୍ରିକ ଏ-୧ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି। ପୂର୍ବତନ ସାଂସଦ ମହେଶ ସାହୁଙ୍କ ମାନସ ସନ୍ତାନ ଭାବେ ୨୦୧୯ ମସିହାରେ ଗଢ଼ି…

Continue Reading‘ଆମ ପ୍ରତିଭା ଆମ ସ୍ବାଭିମାନ’ର ନିଆରା ପ୍ରୟାସ: ମାଟ୍ରିକ ଏ-୧ ଛାତ୍ରଛାତ୍ରୀଙ୍କୁ କଲା ସମ୍ବର୍ଦ୍ଧିତ

ଅନୁଗୁଳରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ, ୨୮୯୪ଟି ବିଚାରାଧୀନ ମାମଲାର ଫଇସଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫ ଅନୁଷ୍ଠିତ ହୋଇଛି। ଲୋକ ଅଦାଲତରେ ୭୯ ଟି ପ୍ରାକ ମକଦ୍ଦମାଜନିତ ମାମଲାର ଫଇସଲା କରାଯାଇ ୩୧ ଲକ୍ଷ ୩୯ ହଜାର ୧୬ ଟଙ୍କାର ସମାଧାନ କରାଯାଇଥିଲା।…

Continue Readingଅନୁଗୁଳରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ, ୨୮୯୪ଟି ବିଚାରାଧୀନ ମାମଲାର ଫଇସଲା

ଏଣିକି ଭାରତ ବିରୋଧରେ ଯେକୌଣସି ଆତଙ୍କବାଦୀ କାର୍ଯ୍ୟକୁ ଯୁଦ୍ଧ ବୋଲି ଧରାଯିବ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏଣିକି ଭାରତ ବିରୋଧରେ ଯେକୌଣସି ଆତଙ୍କବାଦୀ କାର୍ଯ୍ୟକୁ ଯୁଦ୍ଧ ବୋଲି ଧରାଯିବ ଓ ସେହି ଅନୁଯାୟୀ ଜବାବ ଦିଆଯିବ। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।ଭାରତ ସରକାରଙ୍କ ସୂଚନା ଅନୁଯାୟୀ, ପାକିସ୍ତାନ ପକ୍ଷରୁ ଜାରି କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ସ୍ପଷ୍ଟ…

Continue Readingଏଣିକି ଭାରତ ବିରୋଧରେ ଯେକୌଣସି ଆତଙ୍କବାଦୀ କାର୍ଯ୍ୟକୁ ଯୁଦ୍ଧ ବୋଲି ଧରାଯିବ: କେନ୍ଦ୍ର ସରକାର

ଏଥର ମେ’ ୨୭ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ପାଣିପାଗ ବିଭାଗର ଆକଳନ

ଅନୁଗୁଳ: ପ୍ରବଳ ଗୁଳୁଗୁଳିରୁ ଆଶ୍ୱସ୍ତି ଦେବାକୁ ଯାଉଛି ମୌସୁମୀବର୍ଷା।ଆସନ୍ତା ମେ’୨୭ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି। ପୂର୍ବରୁ ମେ' ୧୩ରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବ ବୋଲି ଆକଳନ କରାଯାଇଥିବା ବେଳେ ଦକ୍ଷିଣ ପଶ୍ଚିମ…

Continue Readingଏଥର ମେ’ ୨୭ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ପାଣିପାଗ ବିଭାଗର ଆକଳନ

ଖଣ୍ଡାରେ ହାଣି ହତ୍ୟା: ଦୁଇ ଭାଇକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଏକ ହତ୍ୟାକାଣ୍ଡର ହତ୍ୟାକାରୀ ଦୁଇ ଭାଇଙ୍କୁ ଶୁକ୍ରବାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ, ଗତ ୪. ୧୧. ୨୦୨୦ ଦିନ ସନ୍ଧ୍ୟା ୭ଟା ୩୦ରେ ଅନୁଗୁଳ ଥାନା ଅନ୍ତର୍ଗତ…

Continue Readingଖଣ୍ଡାରେ ହାଣି ହତ୍ୟା: ଦୁଇ ଭାଇକୁ ଆଜୀବନ କାରାଦଣ୍ଡ