ସର୍ଭିସ ରୋଡ୍ ପାର୍ଶ୍ବରେ ଏଯାଏଁ ହୋଇନି ୱାଲ କାମ, ଅସରାଏ ବର୍ଷାରେ ରାସ୍ତାରୁ ଧୋଇଗଲାଣି ମାଟି

ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ କିଶୋରନଗର ବ୍ଲକ ଲୁହାମୁଣ୍ଡାରେ ନିର୍ମିତ ସର୍ଭିସ ରାସ୍ତା ପାର୍ଶ୍ବରେ ୱାଲ କାମ ହୋଇନାହିଁ। ଫଳରେ ରାସ୍ତା କଡ଼ରୁ ମାଟି ଖସି ପଡୁଛି। ସାମାନ୍ୟ ବର୍ଷା ହେଲେ ବର୍ଷା ଜଳରେ ମାଟି ଧୋଇ ହୋଇ…

Continue Readingସର୍ଭିସ ରୋଡ୍ ପାର୍ଶ୍ବରେ ଏଯାଏଁ ହୋଇନି ୱାଲ କାମ, ଅସରାଏ ବର୍ଷାରେ ରାସ୍ତାରୁ ଧୋଇଗଲାଣି ମାଟି

ୱାକଫ୍ ସୁଧାର ଜନଜାଗରଣ ଅଭିଯାନ କର୍ମଶାଳା: ନୂଆ ଆଇନ ନେଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ୱାକଫ୍ ସୁଧାର ଜନ ଜାଗରଣ ଅଭିଯାନ କର୍ମଶାଳା ଆୟୋଜିତ ହୋଇଛି। କେନ୍ଦ୍ର ଓ ରାଜ୍ୟ ବିଜେପିର ନିଷ୍ପତ୍ତି କ୍ରମେ ସମସ୍ତ ଜିଲ୍ଲାରେ ୱାକଫ ଆଇନ ସଂଶୋଧନ ଉପରେ କର୍ମଶାଳା କରାଯାଇ ବିଜେପି କାର୍ଯ୍ୟକର୍ତ୍ତା…

Continue Readingୱାକଫ୍ ସୁଧାର ଜନଜାଗରଣ ଅଭିଯାନ କର୍ମଶାଳା: ନୂଆ ଆଇନ ନେଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ

ତାଳଚେରରେ ବଡ଼ଧରଣର ଡକାୟତିର ପର୍ଦ୍ଦାଫାସ, ଭଦ୍ରକରୁ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଦେଉଳବେଡ଼ା ଅଞ୍ଚଳର ଅଶୋକ ଦାସଙ୍କ ଘରୁ ଡକାୟତି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫମାନେ ହେଲେ ଭଦ୍ରକ ଜିଲ୍ଲା ଧୁଷୁରୀ ଗ୍ରାମର ଗିରିଶ ନାଏକ (୪୦) ଓ ଯାଜପୁର ଅଞ୍ଚଳର…

Continue Readingତାଳଚେରରେ ବଡ଼ଧରଣର ଡକାୟତିର ପର୍ଦ୍ଦାଫାସ, ଭଦ୍ରକରୁ ୨ ଗିରଫ

ଆରପାରିରେ ଶତାୟୁ ଯୋଗଗୁରୁ ସ୍ବାମୀ ଶିବାନନ୍ଦ ସରସ୍ବତୀ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ଅନୁଗୁଳ: ଆରପାରିରେ ଶତାୟୁ ଯୋଗଗୁରୁ ସ୍ବାମୀ ଶିବାନନ୍ଦ ସରସ୍ବତୀ। ଗତ ରାତିରେ ବାରାଣସୀରେ ହୃଦଘାତରେ ତାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୨୮ ବର୍ଷ ହୋଇଥିଲା। ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,…

Continue Readingଆରପାରିରେ ଶତାୟୁ ଯୋଗଗୁରୁ ସ୍ବାମୀ ଶିବାନନ୍ଦ ସରସ୍ବତୀ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେବ ନାଥସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡିପିଆର ଚୂଡ଼ାନ୍ତ ପାଇଁ ପରିଦର୍ଶନ କଲେ ଅଧିକାରୀ

ଅନୁଗୁଳ: ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ଓଡ଼ିଶାରେ କାର୍ଯ୍ୟକାରୀ ହେବ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’। ରାଜ୍ୟରେ ଯୋଜନା ନେଇ ସରକାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଅନୁଗୁଳ ଜିଲ୍ଲାରେ ମଧ୍ୟ ଏହି ଯୋଜନାରେ କିଛି ସରକାରୀ ବିଦ୍ୟାଳୟ…

Continue Readingଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେବ ନାଥସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡିପିଆର ଚୂଡ଼ାନ୍ତ ପାଇଁ ପରିଦର୍ଶନ କଲେ ଅଧିକାରୀ

ଦୁଇ ଦିନ ଭୀଷଣ କାଳବୈଶାଖୀ

ଭୁବନେଶ୍ୱର:  କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଥିବା କାଳବୈଶାଖୀ ଆହୁରି ଭୟଙ୍କର ହେବା ଆଶଙ୍କାରେ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ଦୁଇ ଦିନରେ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ…

Continue Readingଦୁଇ ଦିନ ଭୀଷଣ କାଳବୈଶାଖୀ

ଦଶ ମାସ ପରେ ପ୍ରଧାନ ଆଖି କ୍ଲିନିକ୍ ସିଲ୍ ଫିଟିଲା: କ୍ଲିନିକ୍ ପରିଚାଳକଙ୍କୁ ରୋଗୀ ପିଛା ୧୦ ହଜାର ଫାଇନ୍

ଅନୁଗୁଳ: ଗତ ୨୦ ଜୁନ ୨୦୨୪ ରେ ଅନୁଗୁଳ ଅମଲାପଡ଼ା ଷଷ୍ଠ ଗଳିରେ ଥିବା ପ୍ରଧାନ ଆଇ କ୍ଲିନିକ୍ ରେ ମୋତିଆ ବିନ୍ଦୁ ଅସ୍ତ୍ରୋପ୍ରଚାର କରାଇଥିବା ୧୩ ଜଣ ରୋଗୀ ଦୃଷ୍ଟିଶକ୍ତି ହରାଇବା ଘଟଣା ସେତେବେଳେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।…

Continue Readingଦଶ ମାସ ପରେ ପ୍ରଧାନ ଆଖି କ୍ଲିନିକ୍ ସିଲ୍ ଫିଟିଲା: କ୍ଲିନିକ୍ ପରିଚାଳକଙ୍କୁ ରୋଗୀ ପିଛା ୧୦ ହଜାର ଫାଇନ୍

ଆସନ୍ତା ୧୦ ରେ ଅନୁଗୁଳରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ମାଗଣାରେ ଅଭିଯୋଗର ସମାଧାନ କରିପାରିବେ ଲୋକେ

ଅନୁଗୁଳ: ଆସନ୍ତା ୧୦ ତାରିଖ ଦିନ ଅନୁଗୁଳର ବିଭିନ୍ନ କୋର୍ଟରେ ଆୟୋଜିତ ହେଉଛି ରାଷ୍ଟ୍ରୀୟ ଲୋକ ଅଦାଲତ। ଅନୁଗୁଳ, ତାଳଚେର, ଆଠମଲ୍ଲିକ, ପାଳଲହଡ଼ା, ଛେଣ୍ଡିପଦା ଓ ବଅଁରପାଳସ୍ଥିତ ଅଦାଲତ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ହେବ। ଏହି ରାଷ୍ଟ୍ରୀୟ ଲୋକ…

Continue Readingଆସନ୍ତା ୧୦ ରେ ଅନୁଗୁଳରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ମାଗଣାରେ ଅଭିଯୋଗର ସମାଧାନ କରିପାରିବେ ଲୋକେ

ମାଟ୍ରିକ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶତ ପ୍ରତିଶତ ସଫଳତା: ୫୬୫ ରଖି ତାପସ ମହାକୁଡ଼ ସ୍କୁଲ ଟପ୍ପର

ଅନୁଗୁଳ: ଶୁକ୍ରବାର ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାରେ ସ୍ଥାନୀୟ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶତ ପ୍ରତିଶତ ସଫଳତା ହାସଲ କରିଛି। ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।ଚଳିତବର୍ଷ ୨୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏ-୧ରେ…

Continue Readingମାଟ୍ରିକ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶତ ପ୍ରତିଶତ ସଫଳତା: ୫୬୫ ରଖି ତାପସ ମହାକୁଡ଼ ସ୍କୁଲ ଟପ୍ପର

ବାହାରିଲା ମାଟ୍ରିକ ରେଜଲ୍ଟ: ଅନୁଗୁଳରେ ପାସ୍ ହାର ରହିଛି ୯୫.୮୮ ପ୍ରତିଶତ, ୫୮ ଜଣଙ୍କୁ ଏ-୧ ଗ୍ରେଡ୍‌

ଅନୁଗୁଳ: ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଗତବର୍ଷ ତୁଳନାରେ ଏବର୍ଷ ଅନୁଗୁଳ ଜିଲ୍ଲାରେ ପାସ୍‌ହାର ସାମାନ୍ୟ ଖସିଛି। ଗତବର୍ଷ ୯୬.୬୩ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଚଳିତବର୍ଷ ପାସ ହାର…

Continue Readingବାହାରିଲା ମାଟ୍ରିକ ରେଜଲ୍ଟ: ଅନୁଗୁଳରେ ପାସ୍ ହାର ରହିଛି ୯୫.୮୮ ପ୍ରତିଶତ, ୫୮ ଜଣଙ୍କୁ ଏ-୧ ଗ୍ରେଡ୍‌