ତାଳଚେର ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ିମାରିବା ଘଟଣା: ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଧାରଣା

ଅନୁଗୁଳ: ତାଳଚେର ଅଞ୍ଚଳର ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଆଜି ପର୍ଯ୍ୟନ୍ତ ଦୋଷୀଙ୍କୁ ବାନ୍ଧି ପାରିନି ପୁଲିସ। ଏଣୁ ଅନୁଗୁଳର ସଚେତନ ନାଗରିକଙ୍କ ପକ୍ଷରୁ ବୁଧବାର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଏକ ଗଣଧାରଣା…

Continue Readingତାଳଚେର ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ିମାରିବା ଘଟଣା: ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଧାରଣା

ଓଡ଼ିଶାରେ ଯୁଦ୍ଧ ପ୍ରସ୍ତୁତି! ସିଭିଲ୍‌ ଡିଫେନ୍ସ ସ୍ଥାନ ମଧ୍ୟରେ ଅଛି ତାଳଚେର, କାଲି ୪ଟାରେ ବାଜିବ ସାଇରନ୍‌

ଭୁବନେଶ୍ୱର: ଓଡ଼ିଶାରେ ଯୁଦ୍ଧ ପ୍ରସ୍ତୁତି। ଭାରତ-ପାକ୍‌ ବିବାଦ ମଧ୍ୟରେ ପୂରା ଦେଶକୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର। ଏଣୁ ସବୁ ରାଜ୍ୟର କିଛି କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ଆଲର୍ଟ କରାଯାଇଛି। ଏହି ତାଲିକାରେ ଓଡ଼ିଶାର ୧୨ଟି ସ୍ଥାନ ରହିଛି। ଏସବୁ…

Continue Readingଓଡ଼ିଶାରେ ଯୁଦ୍ଧ ପ୍ରସ୍ତୁତି! ସିଭିଲ୍‌ ଡିଫେନ୍ସ ସ୍ଥାନ ମଧ୍ୟରେ ଅଛି ତାଳଚେର, କାଲି ୪ଟାରେ ବାଜିବ ସାଇରନ୍‌

କଣିହାଁରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି: ୬୭ଟି ଅଭିଯୋଗ ଗ୍ରହଣ, ୫ଟିର ତୁରନ୍ତ ଫଇସଲା କଲେ ଅତିରିକ୍ତ ଜିଲ୍ଲାପାଳ

ଅନୁଗୁଳ:  ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସୋମବାର କଣିହାଁ ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଶିବିରରେ ୬୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥ‌ିମଧ୍ୟରୁ ୪୭ଟି ବ୍ୟକ୍ତିଗତ ଓ ୨୦ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗର…

Continue Readingକଣିହାଁରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି: ୬୭ଟି ଅଭିଯୋଗ ଗ୍ରହଣ, ୫ଟିର ତୁରନ୍ତ ଫଇସଲା କଲେ ଅତିରିକ୍ତ ଜିଲ୍ଲାପାଳ

ପୂର୍ତ୍ତି ବିଭାଗରେ ପୁଣି ଲାଗିଲା କଳଙ୍କ: ନିମ୍ନମାନର ରାସ୍ତା କରିବା ସହ ଜାଲିଆତି କରୁଥିବା ଅଭିଯୋଗ

ଅନୁଗୁଳ: ପୁଣି ରାସ୍ତା କାମରେ ଅନିୟମିତତା ଅଭିଯୋଗ। ଠିକ ଭାଗମାପରେ, ଉଚିତ ନିୟମରେ ନ କରି ମନଇଚ୍ଛା କାମ କରାଯାଉଥିବା ନେଇ ପୂର୍ତ୍ତ ବିଭାଗ ନାଁରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଅନୁଗୁଳ ବ୍ଲକ ଖିଣ୍ଡା ପଞ୍ଚାୟତବାସୀ। ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁସାରେ, କଲେଇପଦା…

Continue Readingପୂର୍ତ୍ତି ବିଭାଗରେ ପୁଣି ଲାଗିଲା କଳଙ୍କ: ନିମ୍ନମାନର ରାସ୍ତା କରିବା ସହ ଜାଲିଆତି କରୁଥିବା ଅଭିଯୋଗ

ସ୍ମୃତିରେ ଗାନ୍ଧୀଙ୍କ ଅନୁଗୋଳ ଯାତ୍ରା: ମେ ୬, ୧୯୩୪

ଅନୁଗୁଳ: ଗାନ୍ଧୀ ତ ଓଡ଼ିଶା ଅନେକବାର ଆସିଛନ୍ତି ହେଲେ ୧୯୩୪ ମେ ମାସର ଗସ୍ତ ଥିଲା ଟିକେ ସ୍ଵତନ୍ତ୍ର। ସେ ସମୟରେ ଝାରସୁଗୁଡ଼ା, ସମ୍ବଲପୁର ପରେ ଗାନ୍ଧୀ ଆସି ମେ ୫ ତରିଖରେ ବାମୁରରେ ପହଞ୍ଚି ଉପସ୍ଥିତ ଜନତାଙ୍କୁ ମଦ  ଏବଂ…

Continue Readingସ୍ମୃତିରେ ଗାନ୍ଧୀଙ୍କ ଅନୁଗୋଳ ଯାତ୍ରା: ମେ ୬, ୧୯୩୪

ବାପା ମୂଲ ଲାଗି ଝିଅକୁ ପଢ଼ାଇଲେ,ଝିଅ ମ୍ୟାଟ୍ରିକ ପରୀକ୍ଷାରେ ଏ ୱାନ

ଅନୁଗୁଳ: ବାପା ପେଟ ଚାଖଣ୍ଡକ ପାଇଁ ସୁଦୂର ଗଞ୍ଜାମ ଜିଲ୍ଲାରୁ ଆସି ଅନୁଗୁଳରେ ସପରିବାର ରହି ନିଜ ସଂଘର୍ଷମୟ ଜୀବନ ଆରମ୍ଭ କରିଥିଲେ। ନିକଟରେ ପ୍ରକାଶିତ ମ୍ୟାଟ୍ରିକ ପରୀକ୍ଷାରେ ଝିଅ କିନ୍ତୁ ୯୩.୩୩ ପ୍ରତିଶତ ନମ୍ବର ରଖି କେବଳ ପରିବାର କି…

Continue Readingବାପା ମୂଲ ଲାଗି ଝିଅକୁ ପଢ଼ାଇଲେ,ଝିଅ ମ୍ୟାଟ୍ରିକ ପରୀକ୍ଷାରେ ଏ ୱାନ

ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୫୮ କେଜି ଗଞ୍ଜେଇ ଜବତ, ମହାରାଷ୍ଟ୍ରର ୩ ଜଣ ଗିରଫ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା। ଆଜି ରେଲୱେ ପ୍ରୋଟେକ୍ସନ ଫୋର୍ସର ମିଳିତ ସହଯୋଗରେ ଚଢ଼ଉ କରି ଅବକାରୀ ବିଭାଗ ୫୮ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣ ବ୍ଯବସାୟୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ…

Continue Readingଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୫୮ କେଜି ଗଞ୍ଜେଇ ଜବତ, ମହାରାଷ୍ଟ୍ରର ୩ ଜଣ ଗିରଫ

ତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ଘଟଣା: ମିଳିଲା ମୃତ ଦେହ, ଗଣଦୁଷ୍କର୍ମ ପରେ ପୋଡ଼ି ଦେଇଥିବା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ଘଟଣାରେ ନୂଆ ମୋଡ଼। ବଅଁରପାଳ ଥାନା ଭୋଗବେରେନି ପଞ୍ଚାୟତ କେନ୍ଦୁପଲି ଗାଁ ନିକଟ ବିଲମାଳରୁ ରବିବାର ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ଵିକ ସ୍ଥିତିରୁ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ି…

Continue Readingତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ଘଟଣା: ମିଳିଲା ମୃତ ଦେହ, ଗଣଦୁଷ୍କର୍ମ ପରେ ପୋଡ଼ି ଦେଇଥିବା ସନ୍ଦେହ

ମେ’ ୧୨ରୁ କାର୍ଯ୍ୟକ୍ଷମ ହେବ ‘ଭୁବନେଶ୍ବର ନ୍ୟୁ’ ଷ୍ଟେସନ,ଚଳାଚଳ କରିବ ୩ ଏକ୍ସପ୍ରେସ

ଭୁବନେଶ୍ୱର: ଆସନ୍ତା ମେ' ୧୨ ତାରିଖରୁ ‘ଭୁବନେଶ୍ବର ନ୍ୟୁ' ଷ୍ଟେସନରେ ତିନୋଟି ଏକ୍ସପ୍ରେସ ଟ୍ରେନ ପାଇଁ ଟର୍ମିନାଲ ପଏଣ୍ଡ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ ଗୁଡ଼ିକ ହେଲା କୋଣାର୍କ ଏକ୍ସପ୍ରେସ, ବିଶାଖା ଏକ୍ସପ୍ରେସ ଓ ଭୁବନେଶ୍ବର – ବିଶାଖାପାଟଣା…

Continue Readingମେ’ ୧୨ରୁ କାର୍ଯ୍ୟକ୍ଷମ ହେବ ‘ଭୁବନେଶ୍ବର ନ୍ୟୁ’ ଷ୍ଟେସନ,ଚଳାଚଳ କରିବ ୩ ଏକ୍ସପ୍ରେସ

ମାଛ ମାରିବା ପଡ଼ିଲା ମହଙ୍ଗା: ଦୁଇ ନାବାଳକଙ୍କୁ ନିଜ ଘର ଗ୍ରିଲରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ପୋଖରୀ ମାଲିକ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଅଧୀନରେ କାହ୍ନୁ ଚରଣ ପାଣିଙ୍କ ଘର ସାମ୍ନା ଗ୍ରିଲରେ ହାତ ବନ୍ଧା ହୋଇଥିବା ଦୁଇ ୧୦ବର୍ଷୀୟ ନାବାଳକଙ୍କୁ ବାଗଡିଆ ପୋଲିସ ଉଦ୍ଧାର କରିଛି। ବାଗଡିଆ ଗ୍ରାମର ୨ ନାବାଳକ ରବିବାର ତାଙ୍କ ସାହି ନିକଟରେ…

Continue Readingମାଛ ମାରିବା ପଡ଼ିଲା ମହଙ୍ଗା: ଦୁଇ ନାବାଳକଙ୍କୁ ନିଜ ଘର ଗ୍ରିଲରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ପୋଖରୀ ମାଲିକ