ତାଳଚେରର ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇଏଏସ୍ ସମୀର କୁମାର ଜେନା

ଅନୁଗୁଳ: ଆଜି ତାଳଚେରର ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର କୁମାର ଜେନା। ସେ ୨୦୨୨ ବ୍ୟାଚ୍ ଆଇଏଏସ୍। ଟ୍ରେନିଂ ପରେ ତାଙ୍କୁ ତାଳଚେର ଉପଜିଲ୍ଲାପାଳ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ। ନୂତନ ଉପଜିଲ୍ଲାପାଳଙ୍କୁ ଆଜି କାର୍ଯ୍ୟାଳୟର…

Continue Readingତାଳଚେରର ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇଏଏସ୍ ସମୀର କୁମାର ଜେନା

ଶୀତଲ ପ୍ଲାଜାରେ ଦୋକାନୀଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତ ଗିରଫ

ଅନୁଗୁଳ: ସ୍ଥାନୀୟ ଶୀତଲ ପ୍ଲାଜା ଭିତରେ ଜଣେ ଦୋକାନୀଙ୍କୁ ଜଣେ ଯୁବକ ଚାପଡ଼ରେ ଆକ୍ରମଣ କରିବା ଅଭିଯୋଗରେ ମଙ୍ଗଳବାର ଅନୁଗୁଳ ଥାନା ପୋଲିସ ଜଣଙ୍କୁ ବାନ୍ଧିଛି। ସୂଚନା ମୁତାବକ, ସୋମବାର ଦିନ ଦ୍ବିପ୍ରହରରେ ଶୀତଲ ପ୍ଲାଜା ଭିତରେ ମୋବାଇଲ ଦୋକାନ ଦେବାକୁ…

Continue Readingଶୀତଲ ପ୍ଲାଜାରେ ଦୋକାନୀଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତ ଗିରଫ

ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର ଆୟୋଜିତ, ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଦାମୋଦର ରଥଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଖଲାରୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ "ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ଅସୁବିଧା ସମ୍ପର୍କିତ ସଚେତନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ…

Continue Readingଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର ଆୟୋଜିତ, ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ

ଅନୁଗୁଳରେ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ, ସମସ୍ୟା ଜଣାଇଲେ ଶତାଧିକ ଅଞ୍ଚଳବାସୀ

ଅନୁଗୁଳ: ଆଜି ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ବଅଁରପାଳ ବ୍ଲକ କାର୍ଯ୍ୟଳୟଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୧୨୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ୧୧୬ଟି ବ୍ୟକ୍ତିଗତ ଓ ୧୧ଟି ଗ୍ରାମ୍ୟ ଭିତ୍ତିକ…

Continue Readingଅନୁଗୁଳରେ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ, ସମସ୍ୟା ଜଣାଇଲେ ଶତାଧିକ ଅଞ୍ଚଳବାସୀ

ଦୁଇ ଅଜଗର ଓ ଗୋଟିଏ ନାଗ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ସର୍ପମିତ୍ର

ଅନୁଗୁଳ: ଅନୁଗୁଳ ସଦର ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ମଙ୍ଗଳବାର ଦୁଇଟି ଅଜଗର ଓ ଗୋଟିଏ ନାଗ ସାପ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ପରେ ସାପଙ୍କୁ ସୁରକ୍ଷିତ ଭାବେ ବନ ବିଭାଗର ଉପସ୍ଥିତିରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ସୂଚନା ମୁତାବକ,…

Continue Readingଦୁଇ ଅଜଗର ଓ ଗୋଟିଏ ନାଗ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ସର୍ପମିତ୍ର

୫ ଦଫା ଦାବି ନେଇ ନାଲକୋରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଠିକା ଶ୍ରମିକଙ୍କ ଆନ୍ଦୋଳନ

ଅନୁଗୁଳ: ୫ ଦଫା ଦାବି ନେଇ ନାଲକୋ ସିପିପି, ସ୍ମେଲଟର, ଖଣି ଓ ବିଶୋଧନ ପ୍ରକଳ୍ପରେ କାର୍ଯ୍ୟରତ ଠିକା ଶ୍ରମିକ ସଂଗଠନର ପକ୍ଷରୁ ସମସ୍ତ ୟୁନିଟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିଛି। ସେମାନଙ୍କ ଦାବି ମଧ୍ୟରେ ଅବସରକାଳୀନ ଭତ୍ତା,…

Continue Reading୫ ଦଫା ଦାବି ନେଇ ନାଲକୋରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଠିକା ଶ୍ରମିକଙ୍କ ଆନ୍ଦୋଳନ

ଭସାଣିରେ ଡିଜେ ବ୍ୟାନ ନିୟମକୁ ଫୁ’, କେବଳ ମ୍ୟୁଜିକ ଲେଖି ଗଳାବାଟରେ ଲାଇସେନ୍ସ ହାତଉଛନ୍ତି ମାଲିକ

ଅନୁଗୁଳ : ଆରମ୍ଭ ହୋଇଛି ପାର୍ବଣ ଋତୁ। ଗଣେଶ ପୂଜା ଠାରୁ ସମସ୍ତ ପର୍ବପର୍ବାଣୀ ଓ ପୂଜା ହୋଇଥାଏ। ପୂଜାକୁ ନେଇ ଲୋକଙ୍କ ମଧ୍ୟରେ ଯେତିକି ଉତ୍ସାହ ଥାଏ ଭସାଣି ପାଇଁ ତାର ଦୁଇ ଗୁଣ ଉନ୍ମାଦନା ଥାଏ। କିନ୍ତୁ ଚଳିତ…

Continue Readingଭସାଣିରେ ଡିଜେ ବ୍ୟାନ ନିୟମକୁ ଫୁ’, କେବଳ ମ୍ୟୁଜିକ ଲେଖି ଗଳାବାଟରେ ଲାଇସେନ୍ସ ହାତଉଛନ୍ତି ମାଲିକ

ଆସନ୍ତା ୧୫ରେ ସାହାଣୀ କପ୍ ପାଇଁ ଦଳ ଚୟନ

ଅନୁଗୁଳ: ଆସନ୍ତା ୨୦ ତାରିଖରୁ ସାହାଣୀ କପ୍ ଫୁଟବଲ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଅନୁଗୁଳ ଦଳର ଖେଳାଳୀ ଚୟନ ପାଇଁ ଆସନ୍ତା ୧୫ ତାରିଖରେ ନାଲକୋ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଏକ ଶିବିର ଅନୁଷ୍ଠିତ ହେବ। ଯେଉଁମାନେ ଏଥିପାଇଁ…

Continue Readingଆସନ୍ତା ୧୫ରେ ସାହାଣୀ କପ୍ ପାଇଁ ଦଳ ଚୟନ

ଗୋରୁ ଚାଲାଣ ବେଳେ ଉଦ୍ଧାର କଲେ ଗ୍ରାମବାସୀ ଓ ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଉପରଛ ଠାରେ ଚାଲଣ ବେଳେ ଗୋରୁ ଉଦ୍ଧାର। ଗ୍ରାମବାସୀ ଓ ପୋଲିସ ପହଞ୍ଚି ଉଦ୍ଧାର କରାଯାଇଥିବା ଜଣାପଡିଛି। ସୂଚନା ଯେ, ଆଜି ସକାଳେ ବଡକେରା ଅଞ୍ଚଳରୁ ଏକ ବଡ଼ ଆଇଚର ଗାଡିରେ…

Continue Readingଗୋରୁ ଚାଲାଣ ବେଳେ ଉଦ୍ଧାର କଲେ ଗ୍ରାମବାସୀ ଓ ପୋଲିସ

କୁରୁଡୋଲରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ଚୟନ ଶିବିର ଆୟୋଜିତ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା କୁରୁଡୋଲପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ଚୟନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ୮ ଟି ବ୍ଲକର ୧୨୦ ଜଣ କ୍ରୀଡାବିତ୍ ଯୋଗ ଦେଇଥିଲେ। ମ୍ୟାନେଜର କୋଚ୍ ଓ ଅଫିସିଆଲ୍ ଭାବେ ୨୬…

Continue Readingକୁରୁଡୋଲରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ଚୟନ ଶିବିର ଆୟୋଜିତ