ଡ. ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ସମ୍ମାନ, ତାଳଚେର ଆସି ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ସମଗ୍ର ଦେଶର ନେତା

ଅନୁଗୁଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡଃ. ଦେବେନ୍ଦ୍ର ପ୍ରଧାନଙ୍କର ବିୟୋଗରେ ତାଳଚେରରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଛି। ସମଗ୍ର ଦେଶରୁ ବିଭିନ୍ନ ଅଞ୍ଚଳରୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରାକ୍ତନ ମନ୍ତ୍ରୀ, ବିଧାୟକ, ସାଂସଦ, ବିଜେପି ସାଙ୍ଗଠନିକ ନେତୃତ୍ୱ, ବିଭିନ୍ନ ରାଜନୈତିକ ଦଳର…

Continue Readingଡ. ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ସମ୍ମାନ, ତାଳଚେର ଆସି ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ସମଗ୍ର ଦେଶର ନେତା

ଦିବଂଗତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ବିଜେପି ଯୁବମୋର୍ଚ୍ଚାର ଦୀପଦାନ

ଅନୁଗୁଳ: ଅନୁଗୁଳ ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚା ଓ ପୁରାତନ ଛାତ୍ର ସଂସଦ ପକ୍ଷରୁ ଦିବଂଗତ ନେତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଦୀପ ଜାଳିବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ବିଜେପି ଯୁବମୋର୍ଚ୍ଚାର…

Continue Readingଦିବଂଗତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ବିଜେପି ଯୁବମୋର୍ଚ୍ଚାର ଦୀପଦାନ

ଅନୁଗୁଳ ଆଲୁମିନିୟମ ପାର୍କର ଦକ୍ଷତା ବିକାଶ କେନ୍ଦ୍ରରେ ହେବ ସମ୍ପ୍ରସାରଣ କେନ୍ଦ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଆଲୁମିନିୟମ ପାର୍କର ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରତିଷ୍ଠା ହେବ ସମ୍ପ୍ରସାରଣ କେନ୍ଦ୍ର। ଆଜି ଅନୁଗୁଳର ଡିଆଇସିର ସମ୍ମିଳନୀ ହଲ୍‌ରେ ଏ ନେଇ ଏକ ଅଂଶୀଦାରଙ୍କ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। “ଭାରତରେ ପ୍ରଯୁକ୍ତିବିଦ୍ୟା / ସଂପ୍ରସାରଣ କେନ୍ଦ୍ର…

Continue Readingଅନୁଗୁଳ ଆଲୁମିନିୟମ ପାର୍କର ଦକ୍ଷତା ବିକାଶ କେନ୍ଦ୍ରରେ ହେବ ସମ୍ପ୍ରସାରଣ କେନ୍ଦ୍ର

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୪ଟି ଅଭିଯୋଗର ହେଲା ତୁରନ୍ତ ଫଇସଲା

ଅନୁଗୁଳ: ସୋମବାର ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପାଳଲହଡ଼ା ବ୍ଲକ୍ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୬୦ଟି ଅଭିଯୋଗ ଗ୍ରହଣକରାଯାଇଥିଲା। ସେଥିରୁ ୪୮ଟି ବ୍ୟକ୍ତିଗତ ଓ ୧୨ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗର ଶୁଣାଣି ହୋଇଥ‌ିବା…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୪ଟି ଅଭିଯୋଗର ହେଲା ତୁରନ୍ତ ଫଇସଲା

ବସଷ୍ଟାଣ୍ଡ ଗେଟ୍ ସହ ସିକ୍ୟୁରିଟି ଗାର୍ଡକୁ ଧକ୍କା ଦେଲା ପୋଲିସ ବାବୁଙ୍କ ବୋଲେରୋ, ଭିଡିଓ ଭାଇରାଲ

ଅନୁଗୁଳ: ବୋଲେରୋ ଧକ୍କାରେ ଅନୁଗୁଳ ନୂଆ ବସଷ୍ଟାଣ୍ଡ ସିକୁରିଟି ଗାର୍ଡ ଆହତ ହୋଇଛନ୍ତି। ଦୁର୍ଘଟଣା ବେଳର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। କିନ୍ତୁ ଗାଡ଼ିଟି ପୋଲିସ ଅଧିକାରୀଙ୍କ ହୋଇଥିବାରୁ ଭୟରେ କେହି ଅଭିଯୋଗ କରୁନଥିବା ସୂଚନା ମିଳିଛି। ସୂଚନା ମୁତାବକ,…

Continue Readingବସଷ୍ଟାଣ୍ଡ ଗେଟ୍ ସହ ସିକ୍ୟୁରିଟି ଗାର୍ଡକୁ ଧକ୍କା ଦେଲା ପୋଲିସ ବାବୁଙ୍କ ବୋଲେରୋ, ଭିଡିଓ ଭାଇରାଲ

ପ୍ରଥମ ସ୍ତ୍ରୀ ଥାଇ ଦ୍ଵିତୀୟ ବିବାହ କରିଛନ୍ତି ସ୍ୱାମୀ, ବିରୋଧ କରିବାରୁ ମାଡ଼ ମାରିଥିବା ଅଭିଯୋଗ

ଅନୁଗୁଳ: ପ୍ରଥମ ସ୍ତ୍ରୀ ଥାଇ ଦ୍ଵିତୀୟ ବିବାହ କରିଛନ୍ତି ସ୍ୱାମୀ। ଥାନାର ଦ୍ୱାରସ୍ଥ ହେଲେ ମହିଳା। ଆଜି ଅନୁଗୁଳ ସଦର ଥାନା ଅନ୍ତର୍ଗତ କରଡାଗାଡିଆ ଅଞ୍ଚଳରେ ଏଭଳି ଘଟଣା ଚର୍ଚ୍ଚାରେ ରହିଛି। ସୂଚନା ଅନୁସାରେ,୦୬.୦୨.୨୦୧୭ ତାରିଖ ଦିନ ବନ୍ତଳା ଥାନା ଅନ୍ତର୍ଗତ…

Continue Readingପ୍ରଥମ ସ୍ତ୍ରୀ ଥାଇ ଦ୍ଵିତୀୟ ବିବାହ କରିଛନ୍ତି ସ୍ୱାମୀ, ବିରୋଧ କରିବାରୁ ମାଡ଼ ମାରିଥିବା ଅଭିଯୋଗ

ମନ୍ଦିରରେ ଚଢ଼ଉ: ନାବାଳିକା ବିବାହ ରୋକିଲା ଚାଇଲ୍ଡ ଲାଇନ୍

ଅନୁଗୁଳ: ପୁଣି ନାବାଳିକା ବିବାହକୁ ନେଇ ଚର୍ଚ୍ଚାକୁ ଆସିଛି ଅନୁଗୁଳ। ଖବର ପାଇ ଚାଇଲଡ ଲାଇନ ପହଞ୍ଚି ବାହାଘର ବନ୍ଦ କରି ଝିଅକୁ ଉଦ୍ଧାର କରିଥିବା ସୂଚନା ମିଳିଛି। ସୂଚନା ମୁତାବକ, ଅନୁଗୁଳ ବ୍ଲକ ତୁମୁଣୀ ଗ୍ରାମରେ ଥିବା ଶିବ ମନ୍ଦିରରେ…

Continue Readingମନ୍ଦିରରେ ଚଢ଼ଉ: ନାବାଳିକା ବିବାହ ରୋକିଲା ଚାଇଲ୍ଡ ଲାଇନ୍

ଜମିବାଡ଼ି ବିବାଦ: ବୃଦ୍ଧଙ୍କୁ କାଙ୍କରେ ପିଟି ହତ୍ୟା, ବାପ-ପୁଅ ଗିରଫ

ଅନୁଗୁଳ: ପଡ଼ୋଶୀଙ୍କୁ କାଙ୍କରେ ପିଟି ପିଟି ହତ୍ୟା। ରବିବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ବିଲେଇନାଳି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏଠାରେ ବିଦ୍ୟାଧର ସାହୁ (୬୩)ଙ୍କୁ ତାଙ୍କ ପଡ଼ୋଶୀ ସ୍ବପ୍ନେଶ୍ଵର ସାହୁ ଓ…

Continue Readingଜମିବାଡ଼ି ବିବାଦ: ବୃଦ୍ଧଙ୍କୁ କାଙ୍କରେ ପିଟି ହତ୍ୟା, ବାପ-ପୁଅ ଗିରଫ

ବର୍ଷେ ହେଲାଣି ଅଧାପନ୍ତରିଆ ହୋଇ ପଡ଼ିଛି କଂସରା- ଦୁର୍ଗାପୁର ରାସ୍ତା କାମ, ଠିକାଦାର ଓ ଟେଣ୍ଡର ସଂସ୍ଥା ପାଇଁ ଜନସାଧାରଣ କଲବଲ

ଅନୁଗୁଳ: ସିଏମଆରଏଲ ଯୋଜନାରେ ବର୍ଷେ ହେଲାଣି ହୋଇ ପାରୁନି ରାସ୍ତା କାମ। ଧୂଳି ଧୂଆଁରେ ଯିବା ଆସିବା କରୁଛନ୍ତି ସ୍ଥାନୀୟ ଲୋକ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ।ସ୍ଥାନୀୟ ଢେଙ୍କାନାଳ ଜିଲ୍ଲା କଂସରା ଗାଁରୁ ଅନୁଗୁଳ ଜିଲ୍ଲା…

Continue Readingବର୍ଷେ ହେଲାଣି ଅଧାପନ୍ତରିଆ ହୋଇ ପଡ଼ିଛି କଂସରା- ଦୁର୍ଗାପୁର ରାସ୍ତା କାମ, ଠିକାଦାର ଓ ଟେଣ୍ଡର ସଂସ୍ଥା ପାଇଁ ଜନସାଧାରଣ କଲବଲ

ବିଶ୍ୱ ଯକ୍ଷ୍ମା ଦିବସ: ଅନୁଗୁଳ ରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା କମୁନି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଶିଳ୍ପ ବିପ୍ଳବ ପରେ କ୍ୟାନ୍ସର, ଏଚଆଇଭି, ହୃଦସମସ୍ୟା ପରେ ଯକ୍ଷ୍ମା ଅନ୍ୟତମ ମାରକ ରୋଗ ଭାବେ ଉଭା ହୋଇଛି। ଧୂମପାନର ବହୁଳ ବ୍ୟବହାର, କଳ କାରଖାନା ଓ ପାୱାର ପ୍ଲାଣ୍ଟରୁ ନିର୍ଗତ ଉଡ଼ନ୍ତା ପାଉଁଶ, କୋଇଲ।ଖଣି ଆଦି…

Continue Readingବିଶ୍ୱ ଯକ୍ଷ୍ମା ଦିବସ: ଅନୁଗୁଳ ରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା କମୁନି