ରାଜ୍ୟରେ ଚିନ୍ତା ବଢ଼ାଇଛି ଏଚ୍ଆଇଭି ସଂକ୍ରମିତଙ୍କ ସଂଖ୍ୟା, ୨୦୨୪ ସୁଦ୍ଧା ୬୩ ହଜାର ରୋଗୀ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଏଚ୍ଆଇଭି ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ। ୨୦୨୧-୨୨ରେ ୨୩୪୧ ଏଚ୍ଆଇଭି ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୨-୨୩ରେ ୩୨୩୨ ଏବଂ ୨୦୨୩-୨୪ରେ ୩୪୩୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଡିସେମ୍ବର ୨୦୨୪ ସୁଦ୍ଧା ରାଜ୍ୟରେ ମୋଟ ୬୩,୭୪୨ ଏଚ୍ଆଇଭି ରୋଗୀ…




