ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରି ଫିଙ୍ଗି ଦେଇଥିଲା ଦ୍ଵିତୀୟ ସ୍ୱାମୀ, କେମିତି ମାରିଥିଲା ପୋଲିସକୁ ଦେଖାଇଲା ଡେମୋ

ଅନୁଗୁଳ: ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରି ଫିଙ୍ଗି ଦେଇଥିବା ସ୍ୱାମୀକୁ ବାନ୍ଧିଛି ଅନୁଗୁଳ ପୋଲିସ। ଗିରଫ ଅଭିଯୁକ୍ତ ହେଲା ପର୍ଜଙ୍ଗ ଥାନା ଗେଙ୍ଗୁଟିଆ କଲୋନୀ-୩ ର ଶୁକଦେବ ନାଏକ ଓରଫ ଶୁକଦେବ ଗୋଛାୟତ(୩୦)। ଗତ ୨୭ ତାରିଖରେ ଏହି ହତ୍ୟାକାଣ୍ଡ…

Continue Readingପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରି ଫିଙ୍ଗି ଦେଇଥିଲା ଦ୍ଵିତୀୟ ସ୍ୱାମୀ, କେମିତି ମାରିଥିଲା ପୋଲିସକୁ ଦେଖାଇଲା ଡେମୋ

ଦୋକାନ ପାଇଁ ଯୁବକଙ୍କୁ ଭୁଜାଲି ମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଦୋକାନକୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲି ମାଡ଼। ଅନୁଗୁଳ ଟାଉନ ଥାନା ଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ଶୀତଲ ପ୍ଲାଜା ଭିତରେ ଆଜି ଏଭଳି କାଣ୍ଡ ଘଟିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର…

Continue Readingଦୋକାନ ପାଇଁ ଯୁବକଙ୍କୁ ଭୁଜାଲି ମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

କଣିହାଁ ବ୍ଲକର ବିଭିନ୍ନ ଗାଁ ବୁଲି ଲୋକଙ୍କୁ ସଚେତନ କଲା ସୁଭଦ୍ରା ସଚେତନତା ରଥ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବୁଲି ଲୋକଙ୍କୁ ସଚେତନ କରୁଛି ସୁଭଦ୍ରା ସଚେତନତା ରଥ। ରବିବାର ଏହି ରଥ କଣିହାଁ ବ୍ଲକର କଣିହାଁ, ଡେରଙ୍ଗ, କାକୁଡ଼ିଆ, ବଡଗୁଣ୍ଡୁରୀ, ହନୁମାନପୁର, ଦଳକ, ତାଳପଦା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ ଗ୍ରାମରେ ସଚେତନତା ବାର୍ତ୍ତା ଦେଇଥିଲେ।…

Continue Readingକଣିହାଁ ବ୍ଲକର ବିଭିନ୍ନ ଗାଁ ବୁଲି ଲୋକଙ୍କୁ ସଚେତନ କଲା ସୁଭଦ୍ରା ସଚେତନତା ରଥ

କାଶୀ ବିଶ୍ଵନାଥ ମହାବିଦ୍ୟାଳୟ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ ଅଧ୍ୟକ୍ଷଙ୍କ ନାଁରେ ଏତଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ପାଇକସାହିସ୍ଥିତ କାଶୀ ବିଶ୍ଵନାଥ ମହାବିଦ୍ୟାଳୟର ଆକାଉଣ୍ଟରୁ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତୋଫାନ ମହାନନ୍ଦୀଆ ଅର୍ଥ ହଡ଼ପ କରିଥିବା ନେଇ ନିରୋଜ କାନ୍ତ ସାହୁ ରବିବାର ଦିନ ଠାକୁରଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ…

Continue Readingକାଶୀ ବିଶ୍ଵନାଥ ମହାବିଦ୍ୟାଳୟ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ ଅଧ୍ୟକ୍ଷଙ୍କ ନାଁରେ ଏତଲା

ନିଘୋଡ଼ ନିଦରେ ଡ୍ରେସର ରୋଗୀ ହଟହଟା

ଅନୁଗୁଳ: ଗତ ଶନିବାର ରାତିରେ ଅନୁଗୁଳ ମେଡ଼ିକାଲରେ ଦୁଇ ଜଣ ଦୁର୍ଘଟଣା ପୀଡ଼ିତ ବ୍ୟକ୍ତି ସେବା ନପାଇ ହନ୍ତସନ୍ତ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ କାର ଯୋଗେ ନାକଟିଦେଉଳରୁ ଭୁବନେଶ୍ବର ଯାଉଥିବା ଦୁଇଜଣ ଯାତ୍ରା କଳାକାର ବନ୍ତଳା ଲାଛବନ୍ଧ…

Continue Readingନିଘୋଡ଼ ନିଦରେ ଡ୍ରେସର ରୋଗୀ ହଟହଟା

ତାନ୍ତ୍ରିକ ଉଲଗ୍ନ ହୋଇ କରୁଥିଲା ପୂଜା ଲୋକେ ନିସ୍ତୁକ ପିଟିଲେ

ଅନୁଗୁଳ: ସାନ୍ତରାପୂର "ଖ" ପଞ୍ଚାୟତ ଅନ୍ତର୍ଗତ ଓସ୍ତପାଳ ନୂଆ ବ୍ରିଜ ନିକଟରେ ଥିବା ଏକ ଜୋର ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ତାନ୍ତ୍ରିକ ଉଲଗ୍ନ ହୋଇ ପୂଜା କରୁଥିବା ବେଳେ ଖବର ପାଇ ଗାଁ ଲୋକେ ତାକୁ ନିସ୍ତୁକ…

Continue Readingତାନ୍ତ୍ରିକ ଉଲଗ୍ନ ହୋଇ କରୁଥିଲା ପୂଜା ଲୋକେ ନିସ୍ତୁକ ପିଟିଲେ

ଅନୁଗୁଳରେ ଗଡ଼ିଲା ସୁଭଦ୍ରା ସଚେତନତା ରଥ, ଦୂର କରିବ ସମସ୍ତ ୦୮ଟି ବ୍ଲକ ଓ ୩ ଟି ପୌରାଞ୍ଚଳର ଅଧିବାସୀଙ୍କ ଦ୍ବନ୍ଦ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସମସ୍ତ ୦୮ଟି ବ୍ଲକ ଓ ୩ ଟି ପୌରାଞ୍ଚଳର ଅଧିବାସୀଙ୍କୁ ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିବା ପାଇଁ ଶନିବାର ପୂର୍ବାହ୍ନରେ ସ୍ଥାନୀୟ ସଭାଘର ଠାରେ ୪ ଟି ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ…

Continue Readingଅନୁଗୁଳରେ ଗଡ଼ିଲା ସୁଭଦ୍ରା ସଚେତନତା ରଥ, ଦୂର କରିବ ସମସ୍ତ ୦୮ଟି ବ୍ଲକ ଓ ୩ ଟି ପୌରାଞ୍ଚଳର ଅଧିବାସୀଙ୍କ ଦ୍ବନ୍ଦ୍ୱ

ଦେଶରେ ପ୍ରଥମ! ସାତକୋଶିଆ ଅଭୟାରଣ୍ୟ ଜଗିବେ ସ୍ପେଶାଲ ଫୋର୍ସ

ଭୁବନେଶ୍ୱର: ସାତକୋଶିଆ ଜଗିବେ ସ୍ପେଶାଲ ଫୋର୍ସ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ବାଘକୁ ଅନୁମୋଦନ କରିବା ପରେ ବାଘଙ୍କ ସୁରକ୍ଷା ପାଇଁ ବନ ବିଭାଗ ଏକ ସ୍ୱତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ (ଏସଟିପିଏଫ) ଗଠନ କରିଛି। ଓଡ଼ିଶାର ସାତକୋଶିଆ ଟାଇଗର…

Continue Readingଦେଶରେ ପ୍ରଥମ! ସାତକୋଶିଆ ଅଭୟାରଣ୍ୟ ଜଗିବେ ସ୍ପେଶାଲ ଫୋର୍ସ

ଏମିତି ଦୁଃଖ କାହାକୁ ନ ମିଳୁ! ମା’ ପାଖକୁ ଦୌଡ଼ି ଯିବା ବେଳେ କୂଅରେ ପଡ଼ି ଶିଶୁ ପୁତ୍ରର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଟାଙ୍ଗିର ସାହିରେ କୂଅରେ ପଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତକ ହେଲେ ଦୁର୍ଗାପୁର ଟାଙ୍ଗିର ସାହିର ଶତୃଘ୍ନ ପରିଡାଙ୍କ ପାଞ୍ଚ ବର୍ଷ ଶିଶୁ ପୁଅ ସୌମ୍ୟ ପରିଡା। ସୂଚନା ମୁତାବକ,…

Continue Readingଏମିତି ଦୁଃଖ କାହାକୁ ନ ମିଳୁ! ମା’ ପାଖକୁ ଦୌଡ଼ି ଯିବା ବେଳେ କୂଅରେ ପଡ଼ି ଶିଶୁ ପୁତ୍ରର ମୃତ୍ୟୁ

ଶୋଇଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଅନୁଗୁଳ: ନାବାଳିକା ଦୁଷ୍କର୍ମକାରୀକୁ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ ଫାଷ୍ଟ ଟ୍ରାକ କୋର୍ଟ ଶୁକ୍ରବାର ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ, ଅନୁଗୁଳ ଥାନା ଅନ୍ତର୍ଗତ ଯାମୁନାଲି ଗ୍ରାମରେ ଗତ ୨୪. ୫. ୨୦୧୯…

Continue Readingଶୋଇଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ