କ୍ଷମତା ନ ଥାଇ ସରକାରୀ ଅଫିସରେ ପଶି କର୍ମଚାରୀଙ୍କୁ ଝାଡ଼ୁଛନ୍ତି ଶାସକ ଦଳ ନେତା, ଭାଇରାଲ ହେଉଛି ଭିଡିଓ

ଅନୁଗୁଳ: ନା' କ୍ଷମତା ଅଛି ନା' ଅଧିକାର, କିନ୍ତୁ ଅଫିସରେ ପଶି ଖୋଦ ଅଫିସରଙ୍କୁ ମନ ଇଚ୍ଛା ଝାଡ଼ୁଛନ୍ତି ଶାସକ ଦଳର ନେତା। କେବଳ ସେତିକିରେ ସରିନି ହାକିମତି, କାର୍ଯ୍ୟାଳୟର ବଡ଼ବାବୁଙ୍କ ଚଉକିକୁ ବି କବ୍‌ଜା କରି ଯନ୍ତ୍ରୀ ଓ ଅନ୍ୟ…

Continue Readingକ୍ଷମତା ନ ଥାଇ ସରକାରୀ ଅଫିସରେ ପଶି କର୍ମଚାରୀଙ୍କୁ ଝାଡ଼ୁଛନ୍ତି ଶାସକ ଦଳ ନେତା, ଭାଇରାଲ ହେଉଛି ଭିଡିଓ

ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଅଫିସ ଗୃହ ନିର୍ମାଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ସାକ୍ଷାତ କଲେ ସମସ୍ତ ସଦସ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଅଫିସ ଗୃହ ନିର୍ମାଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ସମସ୍ତ ସଦସ୍ୟ। ଏନେଇ ସମସ୍ତ ସାହାଯ୍ୟ କରିବେ ବୋଲି ସାଂସଦ ମଧ୍ୟ ପ୍ରତିଶ୍ରୁତି ଦେଇଥିବା…

Continue Readingବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଅଫିସ ଗୃହ ନିର୍ମାଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ସାକ୍ଷାତ କଲେ ସମସ୍ତ ସଦସ୍ୟ

ନୂଆଁଖାଇ ପାଇଁ ବଦଳିଲା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ତାରିଖ, ସୋମବାର ବଦଳରେ ମଙ୍ଗଳବାର ହେବ ଶୁଣାଣି

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଚଳିତ ସେପ୍ଟେମ୍ବର ମାସ ୯ ତାରିଖ (ସୋମବାର) ନୂଆଁଖାଇ ପର୍ବ ନିମନ୍ତେ ଛୁଟି ଘୋଷଣା ହୋଇଥିବାରୁ ୧୦ ତାରିଖ (ମଙ୍ଗଳବାର) ପୂର୍ବାହ୍ନ ୧୦ ଟାରେ ଜନଶୁଣାଣି କାର୍ଯ୍ୟକ୍ରମ ବଅଁରପାଳ ବ୍ଳକ୍…

Continue Readingନୂଆଁଖାଇ ପାଇଁ ବଦଳିଲା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ତାରିଖ, ସୋମବାର ବଦଳରେ ମଙ୍ଗଳବାର ହେବ ଶୁଣାଣି

ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର

ଅନୁଗୁଳ: ଶୁକ୍ରବାର ସକାଳେ ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଯେ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ଗଡତଇଳା ଗାଁର କଷ୍ଟୁ ଦେହୁରି(୬୫) ଆଜି…

Continue Readingହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର

ତାଳଚେରରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ, ଭୁବନେଶ୍ୱର ହଷ୍ଟେଲରୁ ଫେରିଥିଲେ ସଂକ୍ରମିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ସୂଚନା ମୁତାବକ, ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳି ପଞ୍ଚାୟତ ଗୁଣ୍ଡୁବାହାଳ ଗ୍ରାମର ଜଣେ ଯୁବକ ଭୁବନେଶ୍ୱରରେ ପାଠ ପଢ଼ିବା ସହ ଘରୋଇ ଛାତ୍ରାବାସରେ ରହୁଥିଲେ। ସେଠାରେ ତାକୁ ଜ୍ୱର…

Continue Readingତାଳଚେରରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ, ଭୁବନେଶ୍ୱର ହଷ୍ଟେଲରୁ ଫେରିଥିଲେ ସଂକ୍ରମିତ

ଗାଧୋଇବା ହେଲା କାଳ, ପୋଖରୀରେ ବୁଡ଼ି ଛାତ୍ରୀଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ପରା ଗାଁରେ ପୋଖରୀରେ ବୁଡ଼ି ଜଣେ ବାଳିକାର ମୃତ୍ୟୁ ହୋଇଛି। ମୃତ ବାଳିକା ହେଲେ ସେହି ଗାଁର କନ୍ଦର୍ପ ପ୍ରଧାନଙ୍କ ଝିଅ ଜିନା ପ୍ରଧାନ। ସୂଚନା ଅନୁଯାୟୀ, ସପ୍ତମ ଶ୍ରେଣୀର ଜିନା ଆଜି…

Continue Readingଗାଧୋଇବା ହେଲା କାଳ, ପୋଖରୀରେ ବୁଡ଼ି ଛାତ୍ରୀଙ୍କ ମୃତ୍ୟୁ

ବନ୍ତଳାରେ ଲାଗିବ ଏ.ଆଇ ପରିଚାଳିତ ଥର୍ମାଲ କ୍ୟାମେରା

ଅନୁଗୁଳ: ଚଳିତ ବିଧାନ ସଭାରେ ବିଧାୟକ ଅରୁଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ଦେଇଥିଲେ କି ଚଳିତ ବର୍ଷ ହାତୀ ମଣିଷ ବିବାଦ ବଢୁଥିବାରୁ ଏହାକୁ…

Continue Readingବନ୍ତଳାରେ ଲାଗିବ ଏ.ଆଇ ପରିଚାଳିତ ଥର୍ମାଲ କ୍ୟାମେରା

ସଦସ୍ୟତା ଅଭିଯାନ ସର୍ବବ୍ୟାପୀ ହେବ: ରୁଦ୍ର ପାଣି

ଅନୁଗୁଳ: ବୁଧବାର ସନ୍ଧ୍ୟାରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଜିଲ୍ଲା ସଭାପତି ଡୀଲେଶ୍ୱର ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ଢେ଼ଙ୍କାନାଳ ସାଂସଦ ରୁଦ୍ର ପାଣିଙ୍କ ସମେତ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ସହ ସଂଯୋଜକ…

Continue Readingସଦସ୍ୟତା ଅଭିଯାନ ସର୍ବବ୍ୟାପୀ ହେବ: ରୁଦ୍ର ପାଣି

ତାଳଚେରରେ ଗଣେଶ ପୂଜା ଓ ଭସାଣି ଉତ୍ସବ ପାଇଁ ଶୃଙ୍ଖଳା କମିଟି ବୈଠକ ଆୟୋଜିତ, ସକାଳ ୬ରୁ ବାହାରିବ ମେଢ଼

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଆଜି ତାଳଚେର ଥାନା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ କମିଟିର କାର୍ଯ୍ୟକାରୀ ସଭାପତି ତଥା ଏସଡିପିଓ ମାନସ ରଞ୍ଜନ…

Continue Readingତାଳଚେରରେ ଗଣେଶ ପୂଜା ଓ ଭସାଣି ଉତ୍ସବ ପାଇଁ ଶୃଙ୍ଖଳା କମିଟି ବୈଠକ ଆୟୋଜିତ, ସକାଳ ୬ରୁ ବାହାରିବ ମେଢ଼

ସୁଭଦ୍ରା ଯୋଜନା ଫର୍ମ କଳାବଜାର

ଅନୁଗୁଳ: ସୁଭଦ୍ରା ଯୋଜନାରେ ପରିବାରର ନିର୍ଦ୍ଦିଷ୍ଟ ମହିଳାଙ୍କୁ ଆର୍ଥିକ ସହାୟତା ଦିଆଯିବ ବୋଲି ବିଜେପି ସରକାର ଯେଉଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା,ରାଜ୍ୟରେ ସରକାର ଗଠନ ପରେ ଏବେ ସେଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଆଶା ଅଙ୍ଗନବାଡୀ କର୍ମୀ ଲୋକଙ୍କୁ…

Continue Readingସୁଭଦ୍ରା ଯୋଜନା ଫର୍ମ କଳାବଜାର