ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ବନ୍ତଳାରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ଜାମୁଣ୍ଡା ଗାଁରେ ଶୁକ୍ରବାର ହାତୀ ଆକ୍ରମଣରେ ଗୁରୁତର ବ୍ୟକ୍ତିଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତକ ହେଲେ ବନ୍ତଳା ଥାନା ଅନ୍ତର୍ଗତ ଯାମୁଁଣ୍ଡା ଗାଁର ଚିତ୍ତରଂଜନ ସେଠି (୫୫)। ତେବେ ବନ…

Continue Readingହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ବନ୍ତଳାରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକ

ଆଜିଠୁ ରାଜ୍ୟସ୍ତରୀୟ ସ୍କୋଏ ମାର୍ଶାଲ ଆର୍ଟ ଟୁର୍ଣ୍ଣାମେଣ୍ଟ

ଅନୁଗୁଳ: ଆଜିଠାରୁ ଅନୁଗୁଳର ଇଣ୍ଡୋର ଷ୍ଟାଡିଅମ ଠାରେ ରାଜ୍ୟସ୍ତରୀୟ ସ୍କୋଏ ମାର୍ଶାଲ ଆର୍ଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳରେ ଜିଲ୍ଲା ସ୍କୋଏ ମାର୍ଶାଲ ଆର୍ଟ ସଂଘର ସଭାପତି ଦ୍ୱାରିକା ପ୍ରସାଦ ନନ୍ଦଙ୍କ ଅଧକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ…

Continue Readingଆଜିଠୁ ରାଜ୍ୟସ୍ତରୀୟ ସ୍କୋଏ ମାର୍ଶାଲ ଆର୍ଟ ଟୁର୍ଣ୍ଣାମେଣ୍ଟ

ମହାପ୍ରୟାଣ ଅଭାବରୁ ରୋଗୀଙ୍କ ସଂପର୍କୀୟ ହିନସ୍ତା: ଘରୋଇ ଗାଡିବାଲା ମାଲାମାଲ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯେଉଁଠାକୁ ଦୈନିକ ଚାରି ଶହରୁ ଛ' ଶହ ରୋଗୀ ଆସନ୍ତି ସେଭଳି ସ୍ଥାନରେ ଗୋଟିଏ ମହାପ୍ରୟାଣ ସେବା ଯୋଗାଇବାରେ ବ୍ୟର୍ଥ ହେଉଛି। ମେଡ଼ିକାଲରେ ରୋଗୀର ମୃତ୍ୟୁ ହେଲେ ଘରକୁ ଶବ ନେବାପାଇଁ ମେଡ଼ିକାଲ ପକ୍ଷରୁ…

Continue Readingମହାପ୍ରୟାଣ ଅଭାବରୁ ରୋଗୀଙ୍କ ସଂପର୍କୀୟ ହିନସ୍ତା: ଘରୋଇ ଗାଡିବାଲା ମାଲାମାଲ

ଡେଲି ମାର୍କେଟରେ ଯୋଗାଣ ବିଭାଗର ଚଢ଼ାଉ: ଆଳୁ ଦର ଖସିଲା

ଅନୁଗୁଳ: ଗତ ଏକ ସପ୍ତାହ ହେଲା ଅନୁଗୁଳକୁ ଆଳୁ ଯୋଗାଣ ସ୍ଵାଭାବିକ ହୋଇଥିଲେ ମଧ୍ୟ ଡେଲି ମାର୍କେଟରେ ଆଳୁ ଦର ଖସୁ ନଥିଲା।ଆଳୁ କେଜି ପିଛା ୪୦ ଟଙ୍କାରେ ବିକ୍ରି ହେଉଥିବାରୁ ଖାଉଟି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିନେଇ ଗଣମାଧ୍ୟମରେ ଖବର…

Continue Readingଡେଲି ମାର୍କେଟରେ ଯୋଗାଣ ବିଭାଗର ଚଢ଼ାଉ: ଆଳୁ ଦର ଖସିଲା
Read more about the article ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ବର୍ଷ ଜେଲ ଜରିମାନା ନିର୍ଦ୍ଦେଶ
Law Judge Gavel And Legality Symbol

ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ବର୍ଷ ଜେଲ ଜରିମାନା ନିର୍ଦ୍ଦେଶ

ଅନୁଗୁଳ: ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ ଓ ଛାଡିଦେଇଥିବା ଅଭିଯୋଗରେ ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ ତଥା ଫାଷ୍ଟ ଟ୍ରାକ ଜଜ ବିରଞ୍ଚି ନାରାୟଣ ମିଶ୍ର ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା…

Continue Readingବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ବର୍ଷ ଜେଲ ଜରିମାନା ନିର୍ଦ୍ଦେଶ

ଜାତୀୟ କ୍ରୀଡ଼ା ଦିବସ ପାଳନ

ଅନୁଗୁଳ: ଜାତୀୟ କ୍ରିଡା ବିବସ ଉପଲକ୍ଷେ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ଏକ ୱାକଥନ ରାଲି ଅନୁଗୁଳ ସହର ସ୍ଥିତ ଜଗନ୍ନାଥ ମନ୍ଧିର ପ୍ରାଙ୍ଗଣରୁ ବାହାରି ଷ୍ଟାଡିୟମ ପରିଷରରେ ଶେଷ ହୋଇଥିଲା । ଜିଲା କ୍ରିଡା ଅଧିକାରୀ ଅକ୍ଷୟ କୁମାର ସେଠଙ୍କ…

Continue Readingଜାତୀୟ କ୍ରୀଡ଼ା ଦିବସ ପାଳନ

ଅନୁଗୁଳରେ ଖସୁନି ଆଳୁ ଦର! କେଜି ପିଛା ୪୦ ଟଙ୍କାରେ କିଣୁଛନ୍ତି ଗ୍ରାହକ, ଯୋଗାଣ ବିଭାଗ ନିରବଦ୍ରଷ୍ଟା

ଅନୁଗୁଳ: ଅନୁଗୁଳରେ କମିବାର ନାଁ ଧରୁନି ଆଳୁ ଦର। ରାଜ୍ୟ ସରକାର ଖାଉଟିଙ୍କ ପାଇଁ ଆଳୁ ଦର ଧାର୍ଯ୍ୟ କରୁଛନ୍ତି। କିନ୍ତୁ କିଛି ଦିନ ପୂର୍ବରୁ ଦେଖା ଦେଇଥିବା ଆଳୁ ସଙ୍କଟ, ଆମଦାନୀ ପରେ ବି ଥମୁନାହିଁ। ବର୍ତ୍ତମାନ ଅନୁଗୁଳ ବଜାରରେ…

Continue Readingଅନୁଗୁଳରେ ଖସୁନି ଆଳୁ ଦର! କେଜି ପିଛା ୪୦ ଟଙ୍କାରେ କିଣୁଛନ୍ତି ଗ୍ରାହକ, ଯୋଗାଣ ବିଭାଗ ନିରବଦ୍ରଷ୍ଟା

ଶୁଣିଲେନି ଏନଟିପିସି-ଟିଟିପିଏସ, ଗାଁ ରାସ୍ତା ମରାମତି କଲେ ଡାଇମଣ୍ଡ କ୍ଲବ ସଦସ୍ୟ

ଅନୁଗୁଳ: ଶୁଣିଲେନି ଏନଟିପିସି-ଟିଟିପିଏସ। ଗାଁ ରାସ୍ତା ମରାମତି କାର୍ଯ୍ୟ ହାତକୁ ନେଲେ ଡାଇମଣ୍ଡ କ୍ଲବ ସଦସ୍ୟ। ସୂଚନାଯୋଗ୍ୟ ଯେ ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅଧୀନସ୍ଥ ସନ୍ଥପଡା ଗ୍ରାମ ସୁନ୍ଦରପସି ସାହି ରାସ୍ତାର ଅବସ୍ଥା ଦୟନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ…

Continue Readingଶୁଣିଲେନି ଏନଟିପିସି-ଟିଟିପିଏସ, ଗାଁ ରାସ୍ତା ମରାମତି କଲେ ଡାଇମଣ୍ଡ କ୍ଲବ ସଦସ୍ୟ

ଗୋବଂଶ ଓ ହିନ୍ଦୁ ଧର୍ମର ସୁରକ୍ଷା ଦାବୀ ନେଇ ଶୋଭାଯାତ୍ରା

ଅନୁଗୁଳ: ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଦୁଇ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏହି ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

Continue Readingଗୋବଂଶ ଓ ହିନ୍ଦୁ ଧର୍ମର ସୁରକ୍ଷା ଦାବୀ ନେଇ ଶୋଭାଯାତ୍ରା

ନୂତନ ପାଇଖାନା ଟାଙ୍କିର ସେଣ୍ଟରିଂ ଖୋଲିବା ବେଳେ ଅଘଟଣ: ଶ୍ଵାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଧାଉରପାଲ୍ଲୀ ଗାଁରେ ଶ୍ଵାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବଜା ଗାଁର ଆର୍ତ୍ତତ୍ରାଣ ମିର୍ଦ୍ଧା (୪୬) ଓ ବାମୁର ପଞ୍ଚାୟତ ରେଙ୍ଗାଲ ବେଡ଼ା ଗ୍ରାମର ରୀନା ମହାର (୩୧)। ସୂଚନା…

Continue Readingନୂତନ ପାଇଖାନା ଟାଙ୍କିର ସେଣ୍ଟରିଂ ଖୋଲିବା ବେଳେ ଅଘଟଣ: ଶ୍ଵାସରୁଦ୍ଧ ହୋଇ ୨ ଶ୍ରମିକ ମୃତ