ବିନା ଟ୍ରାନଜାକ୍ସନରେ ଆକାଉଣ୍ଟରୁ ଉଡ଼ିଗଲା ୧ ଲକ୍ଷ ୭୮ ହଜାର ଟଙ୍କା, ସାଇବର ଠକେଇର ଶିକାର ହେଲେ ଅନୁଗୁଳ ଯୁବକ
ଅନୁଗୁଳ: ସାଇବର ଠକେଇର ଶିକାର ହୋଇଛନ୍ତି ଅନୁଗୁଳ ସହରର ଯୁବକ। ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ୭୮ହଜାର ଟଙ୍କା ଗାୟବ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ହୁଲୁରସିଂହା ଅଞ୍ଚଳରେ ଭଡାରେ ରହୁଥିବା ନରେନ୍ଦ୍ର ମେହତଙ୍କ ବ୍ୟାଙ୍କ ଆକାଉଣ୍ଟରୁ…
