ବନ୍ତଳା ଗୁଳିକାଣ୍ଡ ଘଟଣା: ୫ ଅଭିଯୁକ୍ତ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବନ୍ତଳା ଥାନା ତଳଗଡ଼ର ନୂଆଭୂଇଁସାହିର ପଦ୍ମଲୋଚନ ଦେହୁରୀ(୧୯), ଓମ୍‌ ପ୍ରକାଶ ସିଂହ, ତାଳସାହିର ବିଶ୍ବଜିତ…

Continue Readingବନ୍ତଳା ଗୁଳିକାଣ୍ଡ ଘଟଣା: ୫ ଅଭିଯୁକ୍ତ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ରକ୍ତଦାନ ଶିବିର

ଅନୁଗୁଳ: ଆସନ୍ତା ୨୩ ତାରିଖ ସକାଳ ୮ ଟା ସମୟରେ ସ୍ଥାନୀୟ ଜିଲ୍ଲା କଳା କେନ୍ଦ୍ର ଠାରେ ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହେବ। ଏହି ମେଗା ଶିବିରରୁ ୫୦୦ ୟୁନିଟ ରକ୍ତ ସଂଗ୍ରହ…

Continue Readingଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ରକ୍ତଦାନ ଶିବିର

ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର ପରିଦର୍ଶନ କଲେ ଛେଣ୍ଡିପଦାର ଯୁବକ

ଅନୁଗୁଳ: ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର ପରିଦର୍ଶନ କରିଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଯୁବକ। ପ୍ରାୟ ୪୦ ଜଣ ଛାତ୍ର ବୁଧବାର ସିଟିଟିସିର ଲ୍ୟାବ ଏବଂ ଉତ୍ପାଦନ ଯୁନିଟଗୁଡିକୁ ପରିଦର୍ଶନ କରିଥିଲେ। ଏଥିସହ ତାଲିମରେ ବ୍ୟବହୃତ…

Continue Readingସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର ପରିଦର୍ଶନ କଲେ ଛେଣ୍ଡିପଦାର ଯୁବକ

ଆସନ୍ତାକାଲିଠୁ ଦୁଇ ଦିନିଆ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ : ଦୁଇ ଦିନ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଆସନ୍ତା ଫେବ୍ରୁଆରୀ ୨୨ ତାରିଖ ରାତିରେ ଅନୁଗୁଳ ଠାରେ ପହଞ୍ଚି ରାତ୍ର ଯାପନ କରିବେ। ଫେବ୍ରୁଆରୀ ୨୩ ସକାଳ…

Continue Readingଆସନ୍ତାକାଲିଠୁ ଦୁଇ ଦିନିଆ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା: ଅନୁଗୁଳରେ ପ୍ରଥମ ଦିନରେ ଅନୁପସ୍ଥିତ ରହିଲେ ୧୭୮ ପରୀକ୍ଷାର୍ଥୀ

ଅନୁଗୁଳ: ଆଜିଠୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ବାର୍ଷିକ ପରୀକ୍ଷା। ପ୍ରଥମ ଦିନ ଅନୁଗୁଳ ଜିଲ୍ଲାରେ ୧୫,୯୦୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୫,୬୬୨ ପରୀକ୍ଷାର୍ଥୀ ଯୋଗ ଦେଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିରେ ରେଗୁଲାର, ଏକ୍ସ…

Continue Readingଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା: ଅନୁଗୁଳରେ ପ୍ରଥମ ଦିନରେ ଅନୁପସ୍ଥିତ ରହିଲେ ୧୭୮ ପରୀକ୍ଷାର୍ଥୀ

ଅନୁଗୁଳରେ ଘୁଙ୍ଗୁଡ଼ି ମାରୁଛି ଖାଦ୍ୟ ନିରାପତ୍ତା ବିଭାଗ: ବଢ଼ି ଚାଲିଛି ରଙ୍ଗ ମିଶା, ଅପମିଶ୍ରିତ ଖାଦ୍ୟ ବେପାର

ଅନୁଗୁଳ : ଅନୁଗୁଳ ସହରରେ ମାଳ ମାଳ ହୋଟେଲ, ଫାଷ୍ଟ ଫୁଡ ଦୋକାନମାନ ଗଢ଼ି ଉଠୁଥିବା ବେଳେ ଏଠାରେ ପରସା ଯାଉଥିବା ଖାଦ୍ୟକୁ କିନ୍ତୁ କେହି ଯାଞ୍ଚ କରୁନାହାନ୍ତି। ଏଠାରେ ବ୍ୟବସାୟୀମାନେ ମନ ଇଚ୍ଛା ଯୋଉଠି ପାଉଛନ୍ତି ସେଠାରେ ଦୋକାନ ଖୋଲି…

Continue Readingଅନୁଗୁଳରେ ଘୁଙ୍ଗୁଡ଼ି ମାରୁଛି ଖାଦ୍ୟ ନିରାପତ୍ତା ବିଭାଗ: ବଢ଼ି ଚାଲିଛି ରଙ୍ଗ ମିଶା, ଅପମିଶ୍ରିତ ଖାଦ୍ୟ ବେପାର

ଅନୁଗୁଳ ଗସ୍ତରେ କେନ୍ଦ୍ର ରା‌ଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର, ଅଙ୍ଗନବାଡି-ବାଳାଶ୍ରମ ପରିଦର୍ଶନ କରି କଲେ ସ୍ଥିତି ସମୀକ୍ଷା

ଅନୁଗୁଳ: ଅନୁଗୁଳ ଗସ୍ତରେ କେନ୍ଦ୍ର ରା‌ଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର। ଶ୍ରୀମତୀ ଠାକୁର ଗୁରୁବାର ଆସି ତୁରଙ୍ଗ ଅଙ୍ଗନବାଡ଼ି କେନ୍ଦ୍ର,  ଉତ୍କଳ ବାଳାଶ୍ରମ ଓ ଶକ୍ତି ସଦନ ଯାଇ ଭାବ ବିନିମୟ କରିଥିଲେ। ସନ୍ଧ୍ୟାରେ ସର୍କିଟ୍‌ ହାଉସ୍‌ରେ ଏକ ସମୀକ୍ଷା ବୈଠକ କରିଥିଲେ।…

Continue Readingଅନୁଗୁଳ ଗସ୍ତରେ କେନ୍ଦ୍ର ରା‌ଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର, ଅଙ୍ଗନବାଡି-ବାଳାଶ୍ରମ ପରିଦର୍ଶନ କରି କଲେ ସ୍ଥିତି ସମୀକ୍ଷା

ଏମିତି ସାରଙ୍କୁ ଦରକାର ପାହାର ! ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଭାଇରାଲ କଲେ ଫଟୋ, ବନ୍ଧା ହେଲେ ଟିଉସନ ସାର

ପାଳଲହଡ଼ା: ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ବନ୍ଧା ହେଲେ ଟିଉସନ ସାର। ଅନୁଗୁଳ ଜିଲ୍ଲା ପାଳଲହଡ଼ା ପୋଲିସ କୋଚିଂ ସେଣ୍ଟର ମାଲିକ ମୁକେଶ କୁମାର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ମୁକେଶ ବେହେରା ଏକ…

Continue Readingଏମିତି ସାରଙ୍କୁ ଦରକାର ପାହାର ! ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଭାଇରାଲ କଲେ ଫଟୋ, ବନ୍ଧା ହେଲେ ଟିଉସନ ସାର

ସ୍ତ୍ରୀକୁ ହତ୍ୟା କରି ଦେଇଥିଲେ ଆତ୍ମହତ୍ୟାର ରୂପ: ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ 

ଅନୁଗୁଳ: ସ୍ତ୍ରୀକୁ ନିଜେ ମାରି ଆତ୍ମହତ୍ୟାର ରୂପ ଦେଇଥିବା ପିଶାଚ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ଅନୁଗୁଳ କୋର୍ଟ। ଆଜି ୧୯. ୦୭. ୨୦୨୦ ମସିହାର ଏକ ମାମଲାର ଶୁଣାଣି କରି ଅନୁଗୁଳ ଅତିରିକ୍ତ ସେସନ ଜଜ ତଥା ସ୍ୱତନ୍ତ୍ର ଜଜ…

Continue Readingସ୍ତ୍ରୀକୁ ହତ୍ୟା କରି ଦେଇଥିଲେ ଆତ୍ମହତ୍ୟାର ରୂପ: ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ 

ସ୍ଥାୟୀ ନିଯୁକ୍ତି ଦାବି: ଡି.ଓ୍ବାଇ.ଓ. ପକ୍ଷରୁ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀ ଦାବି ପତ୍ର

ଅନୁଗୁଳ: ବିଭିନ୍ନ ଦାବିରେ ବୁଧବାର ଏ.ଆଇ.ଡି.ଓ୍ବାଇ.ଓ. ଅନୁଗୁଳ ଜିଲ୍ଲା କମିଟି ଉଦ୍ୟୋଗ ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ସ୍ଥାନୀୟ ଗୋପବନ୍ଧୁ ପାର୍କଠାରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ବିକ୍ଷୋଭସ୍ଥଳରେ ପହଞ୍ଚି ଥିଲେ। ସଂଗଠନର…

Continue Readingସ୍ଥାୟୀ ନିଯୁକ୍ତି ଦାବି: ଡି.ଓ୍ବାଇ.ଓ. ପକ୍ଷରୁ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀ ଦାବି ପତ୍ର