ପୁଣି ବର୍ଷିବ ! ୨୦ରୁ ୨୩ ଯାଏ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସୁଛି ବର୍ଷା। ରାଜ୍ୟରେ ୨୦ରୁ ୨୩ ଯାଏ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଅଧିକାଂଶ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ନେଇ ୱାର୍ଣ୍ଣିଂ ଜାରି ହୋଇଛି ।  ୨୦ରେ ୩ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର ଓ…

Continue Readingପୁଣି ବର୍ଷିବ ! ୨୦ରୁ ୨୩ ଯାଏ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ସ୍ମାର୍ଟ ଇଲେକ୍ଟ୍ରିକ ମିଟରକୁ ସବୁ ଆଡ଼ୁ ବିରୋଧ, ହ୍ୟାକ୍ ହେବାର ରହିଛି ଅଧିକ ଆଶଙ୍କା!

ଅନୁଗୁଳ: ରାଜ୍ୟରେ ସ୍ମାର୍ଟ ଇଲେକ୍ଟ୍ରିକ ମିଟର ଲାଗିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଗ୍ରାହକ ନିଜେ ମଧ୍ୟ ନିଜ ବିଲ୍ କେତେ ଆସିବ ଜାଣିପାରିବେ। ଏହା ୟୁଜର ଫ୍ରେଣ୍ଡଲି ବୋଲି ମଧ୍ୟ ଉଭୟ ସରକାର ଓ କମ୍ପାନୀ କହୁଛି।…

Continue Readingସ୍ମାର୍ଟ ଇଲେକ୍ଟ୍ରିକ ମିଟରକୁ ସବୁ ଆଡ଼ୁ ବିରୋଧ, ହ୍ୟାକ୍ ହେବାର ରହିଛି ଅଧିକ ଆଶଙ୍କା!

ପାଳଲହଡ଼ାରେ ଅଧିକ ଧାନ କିଣିବାକୁ ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ପାଳଲହଡ଼ା ବ୍ଲକ ଓ କଣିହାଁ ବ୍ଲକର ୧୭ ଗୋଟି ସମବାୟ ସମିତି ପାଇଁ ଅଧିକ ଧାନ କିଣିବା ପାଇଁ ମଞ୍ଜୁରୀ ଦେବାକୁ ଯୋଗାଣ ମନ୍ତ୍ରୀଙ୍କୁ ଭେଟି ନିବେଦନ କରିଛନ୍ତି। ମଙ୍ଗଳବାର ପାଳଲହଡ଼ା…

Continue Readingପାଳଲହଡ଼ାରେ ଅଧିକ ଧାନ କିଣିବାକୁ ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ବିଧାୟକ

ଶିଶୁ ବିକାଶ ବିଦ୍ୟା ମନ୍ଦିରରେ ସ୍ୱେଚ୍ଛାସେବୀ କ୍ଷୀରୋଦ ସାହୁ ସମ୍ମାନିତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ସ୍ଥିତ ବାଗଦେବୀ ବିହାରରେ ଥିବା ଶିଶୁ ବିକାଶ ଵିଦ୍ୟା ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହେଉଛି। ଏଥିରେ ମୁଖ୍ୟ ଅତିଥି ଭାବେ ତାଳଚେର ଶିକ୍ଷା ଅଧିକାରୀ ଖଗେଶ୍ବର ବେହେରା ଯୋଗ ଦେଇଥିଲେ। ସମ୍ମାନିତ…

Continue Readingଶିଶୁ ବିକାଶ ବିଦ୍ୟା ମନ୍ଦିରରେ ସ୍ୱେଚ୍ଛାସେବୀ କ୍ଷୀରୋଦ ସାହୁ ସମ୍ମାନିତ

ବନ୍ତଳାରେ ୨ ଜଣଙ୍କୁ ଗୁଳିମାଡ଼ ଘଟଣା: ଦେହରୁ ବାହାରିଲା ୫ଟି ଗୁଳି, ଜଣେ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ସୋମବାର ହୋଇଥିବା ଗୁଳିକାଣ୍ଡର ତଦନ୍ତ କରି ଜଣକୁ ଅଟକ ରଖିଛି ପୋଲିସ। ଏନେଇ ଅନୁଗୁଳ ଏସ୍‌ପି ରାହୁଲ ଜୈନ କହିଛନ୍ତି, ଘଟଣାର ତଦନ୍ତ ପାଇଁ ପୋଲିସ ୨ଟି ଟିମ୍‌ ଗଠନ କରିଛି। ତଦନ୍ତ…

Continue Readingବନ୍ତଳାରେ ୨ ଜଣଙ୍କୁ ଗୁଳିମାଡ଼ ଘଟଣା: ଦେହରୁ ବାହାରିଲା ୫ଟି ଗୁଳି, ଜଣେ ଅଟକ

ଅନୁଗୁଳରେ ବୁଲୁଛି ମାଳମାଳ ଚୋରା ବନ୍ଧୁକ, କଥା କଥାକେ ଫୁଟୁଛି ଗୁଳି; ପୋଲିସ ପ୍ରଶାସନ ସ୍ଥାଣୁ

ଅନୁଗୁଳ: ଅନୁଗୁଳରେ ବୁଲୁଛି ମାଳମାଳ ଚୋରା ବନ୍ଧୁକ, ମାଉଜର। କଥା କଥାକେ ଫୁଟୁଛି ଗୁଳି। ଛୋଟ ଛୋଟ କଥା ପାଇଁ ବି ଲୋକେ ପରସ୍ପରକୁ ମାରିବାକୁ ବନ୍ଧୁକ ଉଠାଉଛନ୍ତି। କ୍ରମେ ଅନୁଗୁଳରେ ବନ୍ଧୁକ କାରବାର ବଢ଼ୁଥିବା ସରକାରୀ ଅପରାଧ ତାଲିକା କହୁଛି। …

Continue Readingଅନୁଗୁଳରେ ବୁଲୁଛି ମାଳମାଳ ଚୋରା ବନ୍ଧୁକ, କଥା କଥାକେ ଫୁଟୁଛି ଗୁଳି; ପୋଲିସ ପ୍ରଶାସନ ସ୍ଥାଣୁ

ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା, ଅନୁଗୁଳ ଜିଲ୍ଲାରେ ପରୀକ୍ଷା ଦେଉଛନ୍ତି ୧୦ ହଜାର ୪୦୯ ଛାତ୍ରଛାତ୍ରୀ

ଅନୁଗୁଳ: ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା। ଏ ନେଇ ଜିଲ୍ଲା ସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଆଜି ସକାଳେ ଛାତ୍ରଛାତ୍ରୀ ମାନେ ଅନୁଗୁଳ ସରକାରୀ ମହାବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ଜଣ ଜଣ କରି…

Continue Readingଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା, ଅନୁଗୁଳ ଜିଲ୍ଲାରେ ପରୀକ୍ଷା ଦେଉଛନ୍ତି ୧୦ ହଜାର ୪୦୯ ଛାତ୍ରଛାତ୍ରୀ

ଜନଶୁଣାଣି କାର୍ଯ୍ୟକ୍ରମ: ୫ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୩୨ ହଜାର ୫ ଶହ ଟଙ୍କା ପ୍ରଦାନ କଲେ ଅତିରିକ୍ତ ଜିଲ୍ଲାପାଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ମୋଟ ୩୧ଟି ଗ୍ରାମ୍ୟ ସମସ୍ୟା, ସ୍ବାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ସମ୍ବନ୍ଧୀୟ, ବ୍ୟକ୍ତିଗତ ସମସ୍ୟା ନେଇ ଅଭିଯୋଗ ଦାଖଲ…

Continue Readingଜନଶୁଣାଣି କାର୍ଯ୍ୟକ୍ରମ: ୫ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୩୨ ହଜାର ୫ ଶହ ଟଙ୍କା ପ୍ରଦାନ କଲେ ଅତିରିକ୍ତ ଜିଲ୍ଲାପାଳ

ପୂର୍ବଶତ୍ରୁତାରୁ ଗୁଳିକାଣ୍ଡ: ୨ ଜଣ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ପୂର୍ବ ଶତ୍ରୁତାରୁ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ପଞ୍ଚାୟତରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ  ସ୍ଥାନୀୟ ଲୋକ ଏବଂ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଗୁରୁତର ଦ୍ବୟ…

Continue Readingପୂର୍ବଶତ୍ରୁତାରୁ ଗୁଳିକାଣ୍ଡ: ୨ ଜଣ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ସଂକଳ୍ପ ପଦଯାତ୍ରା ନେଇ ପ୍ରବୋଧଙ୍କ ସାମ୍ବାଦିକ ସମ୍ମିଳନୀ

ଅନୁଗୁଳ: ସ୍ଥାନୀୟ ଏକ ହୋଟେଲରେ ଆଜି ପୂର୍ବତନ କଂଗ୍ରେସ ଓବିଶି ସେଲ ସଭାପତି ପ୍ରବୋଧ କୁମାର ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ଭକ୍ତ ଚରଣ ଦାସ ମନୋନୀତ ହୋଇଥିବାରୁ ତାଙ୍କୁ ସ୍ୱାଗତ…

Continue Readingସଂକଳ୍ପ ପଦଯାତ୍ରା ନେଇ ପ୍ରବୋଧଙ୍କ ସାମ୍ବାଦିକ ସମ୍ମିଳନୀ