ବିଭିନ୍ନ ସମସ୍ୟାକୁ ନେଇ ଏମସିଏଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲେ ଗ୍ରାମବାସୀ, ୧୫ ଦିନ ଭିତରେ ସମାଧାନ ପାଇଁ ପ୍ରତିଶ୍ରୁତି

  ତାଳଚେର: ଏମସିଏଲ ଦ୍ୱାରା କ୍ଷତିଗ୍ରସ୍ତ ତାଳଚେର ବ୍ଲକ ବ୍ରଜନାଥପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ସୋମବାର ଏମସିଏଲ ଜଗନ୍ନାଥ କ୍ଷେତ୍ରର କନଫରେନ୍ସ ହଲରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଏମସିଏଲର ବୈଷୟିକ ନିର୍ଦ୍ଦେଶକ ଯୁଗଳ…

Continue Readingବିଭିନ୍ନ ସମସ୍ୟାକୁ ନେଇ ଏମସିଏଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲେ ଗ୍ରାମବାସୀ, ୧୫ ଦିନ ଭିତରେ ସମାଧାନ ପାଇଁ ପ୍ରତିଶ୍ରୁତି

ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା: ଆଜିଠୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଆବେଦନ

ଭୁବନେଶ୍ୱର: ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ଆଜିଠୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଆବେଦନ। ଯେଉଁ ଛାତ୍ରଛାତ୍ରୀ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ଏଗ୍ରିଗେଟ୍‌ ମାର୍କ ରଖି ସମସ୍ତ ବିଷୟରେ ପାସ୍‌ ହୋଇ…

Continue Readingଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା: ଆଜିଠୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଆବେଦନ

ମଣ୍ଡାପାଳ ସରକାରୀ ଡାକ୍ତରଖାନାରେ କାର୍ଯ୍ୟକ୍ଷମ ହେଲା ଅଲଟ୍ରାସାଉଣ୍ଡ ମେସିନ୍, ପ୍ରଥମ ଦିନରେ ସେବା ପାଇଲେ ୧୫ ମହିଳା

ତାଳଚେର: ତାଳଚେର ମଣ୍ଡାପାଳସ୍ଥିତ ସରକାରୀ ଚିକିତ୍ସାଳୟରେ ଆଜି ଅଲଟ୍ରା ସାଉଣ୍ଡ ମେସିନ୍ କାର୍ଯ୍ୟକ୍ଷମ ହୋଇଛି। ଅଞ୍ଚଳବାସୀଙ୍କ ଦୀର୍ଘବର୍ଷ ଦାବି ପରେ ଏହି ମେସିନ୍ ଅଣାଯାଇଥିଲେ ମଧ୍ୟ ଟେକନିସିଆନ୍ ଓ ଡାକ୍ତର ଅଭାବରୁ କାର୍ଯ୍ୟକ୍ଷମ ହୋଇପାରିନଥିଲା। ଆଜି ମେସିନ କାର୍ଯ୍ୟକ୍ଷମ ହେବାରୁ ୧୫…

Continue Readingମଣ୍ଡାପାଳ ସରକାରୀ ଡାକ୍ତରଖାନାରେ କାର୍ଯ୍ୟକ୍ଷମ ହେଲା ଅଲଟ୍ରାସାଉଣ୍ଡ ମେସିନ୍, ପ୍ରଥମ ଦିନରେ ସେବା ପାଇଲେ ୧୫ ମହିଳା

ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ଦସ୍ତଖତ, ‘ପିଏମ୍‌ କିସାନ ନିଧି’ରେ ଚାଷୀଙ୍କ ପାଇଁ ଜାରି କଲେ ୨୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ଆଉ କୃଷକଙ୍କ କଲ୍ୟାଣ ନିମନ୍ତେ ନିଜର ପ୍ରଥମ ଫାଇଲ୍‌ ଦସ୍ତଖତ କରିଛନ୍ତି । ପ୍ରଧାନମନ୍ତ୍ରୀ ‘ପିଏମ୍‌ କିସାନ ନିଧି’ର ୧୭ତମ କିସ୍ତିରେ ୨୦ ହଜାର…

Continue Readingପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ଦସ୍ତଖତ, ‘ପିଏମ୍‌ କିସାନ ନିଧି’ରେ ଚାଷୀଙ୍କ ପାଇଁ ଜାରି କଲେ ୨୦ ହଜାର କୋଟି ଟଙ୍କା

ଶପଥ ଗ୍ରହଣ ପରେ ମହାପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ମୋଦି ସରକାରର ତୃତୀୟ ପାଳିରେ ଗତକାଲି ପୁଣିଥରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇ ଆଜି ନୂଆଦିଲ୍ଲୀ ହଜଖାସ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କ ସହ ତାଙ୍କ ପତ୍ନୀ ମୃଦୁଳା…

Continue Readingଶପଥ ଗ୍ରହଣ ପରେ ମହାପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସୁରେଶ ପୂଜାରୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ରେସ୍ ରେ ଆଗରେ ଅଛି ସୁରେଶ ପୂଜାରୀଙ୍କ ନାଁ। କେବଳ ଔପଚାରିକତା ବାକି ଥିବା କୁହାଯାଉଛି। ବ୍ରଜରାଜ ନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି…

Continue Readingସୁରେଶ ପୂଜାରୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ !

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ନ୍ୟୁଟ୍ରିସନରେ ଚାକିରି, ଦ୍ୱାଦଶ ପାସ୍‌ ପ୍ରାର୍ଥୀ କରନ୍ତୁ ଆବେଦନ

  ଭୁବନେଶ୍ୱର: ଆଇସିଏମଆରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ନ୍ୟୁଟ୍ରିସନରେ ଖାଲି ପଡ଼ିଛି ଅନେକ ପଦବୀ। ଏଠାରେ ଆସିଷ୍ଟାଣ୍ଟ ଗ୍ରୁପ ବି, ଟେକ୍ନିସିଆନ ଏବଂ ଲାବ୍ରୋଟାରୀ ଆଟେଡାଣ୍ଟ ପଦବୀରେ ଭର୍ତ୍ତି ହେଉଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରନ୍ତୁ। ଆବେଦନ କରିବାର…

Continue Readingନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ନ୍ୟୁଟ୍ରିସନରେ ଚାକିରି, ଦ୍ୱାଦଶ ପାସ୍‌ ପ୍ରାର୍ଥୀ କରନ୍ତୁ ଆବେଦନ

ବାପା ଛେଉଣ୍ଡ ମନୋଜଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଅନୁଗୁଳ ବିଧାୟକଙ୍କ ପତ୍ନୀ ସରିତା ପ୍ରଧାନ, ରାସନ କାର୍ଡ ଓ ଗୃହ ପାଇଁ ଦେଲେ ପ୍ରତିଶ୍ରୁତି

ଅନୁଗୁଳ: ଅସହାୟକୁ ସହାୟତାର ହାତ ବଢ଼ାଇଛନ୍ତି ନବନିର୍ବାଚିତ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ସରିତା ପ୍ରଧାନ। ବାପ ଛେଉଣ୍ଡ ସ୍କୁଲ ପିଲାର ଦୁଃଖ ବୁଝିବା ସହିତ ତା' ପାଠପଢ଼ା ଓ ରହିବା ପାଇଁ ଘରଟିଏ ତିଆରି କରିବାକୁ ସେ…

Continue Readingବାପା ଛେଉଣ୍ଡ ମନୋଜଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଅନୁଗୁଳ ବିଧାୟକଙ୍କ ପତ୍ନୀ ସରିତା ପ୍ରଧାନ, ରାସନ କାର୍ଡ ଓ ଗୃହ ପାଇଁ ଦେଲେ ପ୍ରତିଶ୍ରୁତି

ଓଡ଼ିଶା ପ୍ରବେଶ କଲା ମୌସୁମୀ ବାୟୁ

ଭୁବନେଶ୍ୱର: ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଚଳିତ ବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ରାଜ୍ୟରେ ପ୍ରବେଶ କରିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଗତ ମେ' ୩୦ ତାରିଖରେ କେରଳ ଉପକୂଳ ଛୁଇଁଥିଲା…

Continue Readingଓଡ଼ିଶା ପ୍ରବେଶ କଲା ମୌସୁମୀ ବାୟୁ

ନବୀନ ନିବାସରେ ପୁତୁରା ଅରୁଣ ପଟ୍ଟନାୟକ, ସମ୍ଭାଳିବେ କି ନବୀନଙ୍କ ବିଜେଡିର ମଙ୍ଗ?

ଭୁବନେଶ୍ବର: ନବୀନ ନିବାସରେ ଅରୁଣ ପଟ୍ଟନାୟକ। ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ନାତି ହେଉଛନ୍ତି ଅରୁଣ। ସେ ଗତକାଲି ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି। ତେବେ ବିଜେଡି ହାରିବା ପରେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।…

Continue Readingନବୀନ ନିବାସରେ ପୁତୁରା ଅରୁଣ ପଟ୍ଟନାୟକ, ସମ୍ଭାଳିବେ କି ନବୀନଙ୍କ ବିଜେଡିର ମଙ୍ଗ?