ଆଧାର ଓ ପାନ୍ ଲିଙ୍କ୍ ନ ଥିଲେ ଗଣିବେ ଫାଇନ୍, ଆଇଟି ବିଭାଗ ଦେଲା କଡ଼ା ଚେତାବନୀ
ଭୁବନେଶ୍ଵର: ପାନ୍ ଏବଂ ଆଧାର ଲିଙ୍କ୍ କରିନଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର। ଯଦି ଆପଣଙ୍କ ଆଧାର ଓ ପାନ୍ ଲିଙ୍କ ନାହିଁ, ତେବେ ଯଥାଶୀଘ୍ର କରି ଦିଅନ୍ତୁ। ନଚେତ୍ ମେ, ୩୧ ପରଠୁ ସମସ୍ୟା ହୋଇପାରେ। ଏଥିସହ ଅଧିକ ମାତ୍ରାରେ…
