ସରପଞ୍ଚ ସୁଜିତ କୁମାର ମହାଳିକଙ୍କୁ ଦଳରୁ ବହିଷ୍କାର କଲା ବିଜେଡି

ଅନୁଗୁଳ: ବିଜୁ ଜନତା ଦଳର ସିଦ୍ଧାନ୍ତ ତଥା ନୀତି ଓ ଆଦର୍ଶକୁ ଉଲ୍ଲଂଘନ କରିଥିବା ପୋକତୁଙ୍ଗା ପଞ୍ଚାୟତର ସରପଞ୍ଚ ସୁଜିତ କୁମାର ମହାଳିକଙ୍କୁ ବିଜୁ ଜନତା ଦଳ ସଭ୍ୟ ପଦରୁ ବହିଷ୍କାର କରାଯାଇଛି। ପ୍ରକାଶ ଥାଉକି ସୁଜିତ କୁମାର ମହାଳିକଙ୍କ ନାମରେ…

Continue Readingସରପଞ୍ଚ ସୁଜିତ କୁମାର ମହାଳିକଙ୍କୁ ଦଳରୁ ବହିଷ୍କାର କଲା ବିଜେଡି

ମାସେ ପାଇଁ ସ୍ଥଗିତ ହେଲା ନାଲକୋ ବିରୋଧରେ ଚାଲିଥିବା ଆନ୍ଦୋଳନ, ସୂଚନା ଦେଲା ତାଳଚେର ସୁରକ୍ଷା ମଞ୍ଚ

ତାଳଚେର : ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ନାଲକୋ ବିରୋଧରେ ଚାଲିଥିବା ଆନ୍ଦୋଳନ ଆଜି ଠାରୁ ଏକ ମାସ ପାଇଁ ସ୍ଥଗିତ ରହିଛି। ଏନେଇ ଆଜି ସାଉଥ୍ ବଲଣ୍ଡା ସ୍ଥିତ ଜଗନ୍ନାଥ କଳା କେନ୍ଦ୍ର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…

Continue Readingମାସେ ପାଇଁ ସ୍ଥଗିତ ହେଲା ନାଲକୋ ବିରୋଧରେ ଚାଲିଥିବା ଆନ୍ଦୋଳନ, ସୂଚନା ଦେଲା ତାଳଚେର ସୁରକ୍ଷା ମଞ୍ଚ

ବିପୁଳ ପରିମାଣର ଦେଶୀ ମହୁଲି ମଦ ଜବତ, ୭ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ଏବଂ ବଇଣ୍ଡା ଅବକାରୀ ବିଭାଗ ତରଫରୁ ଠାକୁରଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇ ପ୍ରଚୁର ପରିମାଣରେ ଦେଶୀ ମହୁଲି ମଦ ଓ ମହୁଲ ପୋଚ ଜବତ କରାଯାଇଛି। ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା…

Continue Readingବିପୁଳ ପରିମାଣର ଦେଶୀ ମହୁଲି ମଦ ଜବତ, ୭ ଗିରଫ

କଲେଜ ପଢ଼ୁଆ ପ୍ରେମିକାଙ୍କୁ ନେଇ ଯୁବ ସରପଞ୍ଚ ଫେରାର, ଥାନାରେ ପରିବାର

ଅନୁଗୁଳ: କଲେଜ ପଢୁଆ ଛାତ୍ରୀଙ୍କୁ ନେଇ ସରପଞ୍ଚ ଛୁ। ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଜାତି ଭିନ୍ନ ହୋଇଥିବାରୁ ଉଭୟଙ୍କ ପରିବାର ଏହି ସମ୍ପର୍କକୁ ସ୍ୱୀକୃତି…

Continue Readingକଲେଜ ପଢ଼ୁଆ ପ୍ରେମିକାଙ୍କୁ ନେଇ ଯୁବ ସରପଞ୍ଚ ଫେରାର, ଥାନାରେ ପରିବାର

ଦରମା ମିଳି ନଥିବାରୁ ଔଷଧ କିଣି ନ ପାରି ପ୍ରାଣ ହରାଇଥିବା ହୋମଗାର୍ଡଙ୍କ ପରିବାରକୁ ଭେଟିଲେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ

ଅନୁଗୁଳ: ଦରମା ମିଳି ନଥିବାରୁ ଔଷଧ କିଣି ନ ପାରି ପ୍ରାଣ ହରାଇଥିବା ଅନୁଗୁଳ ଜିଲ୍ଲା ତୁରଙ୍ଗ ଗ୍ରାମର ହୋମଗାର୍ଡ ପ୍ରଫୁଲ୍ଲ ନାୟକଙ୍କ ପରିବାରକୁ ଭେଟିଛନ୍ତି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ। ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ରାଜ୍ୟ ସଭାପତି ରଞ୍ଜନ…

Continue Readingଦରମା ମିଳି ନଥିବାରୁ ଔଷଧ କିଣି ନ ପାରି ପ୍ରାଣ ହରାଇଥିବା ହୋମଗାର୍ଡଙ୍କ ପରିବାରକୁ ଭେଟିଲେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ

ଓଡ଼ିଶାରେ ରାଜପଥ ନିର୍ମାଣର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ: ଅନୁଗୁଳ-ସମ୍ବଲପୁର ଏନଏଚ୍, କୋଷ୍ଟାଲ ହାଇଓ୍ୱେ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିବା…

Continue Readingଓଡ଼ିଶାରେ ରାଜପଥ ନିର୍ମାଣର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ: ଅନୁଗୁଳ-ସମ୍ବଲପୁର ଏନଏଚ୍, କୋଷ୍ଟାଲ ହାଇଓ୍ୱେ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା

ରାଜ୍ୟ ବାର କାଉନସିଲ ନିର୍ବାଚନର ଫଳାଫଳ ପ୍ରକାଶିତ: କ୍ରମାଗତ ଚତୁର୍ଥ ଥର ପାଇଁ ସଦସ୍ୟ ଭାବେ ନିର୍ବାଚିତ ହେଲେ ସୀତାଂଶୁ ମୋହନ ଦ୍ବିବେଦୀ

ଅନୁଗୁଳ: ପ୍ରକାଶ ପାଇଛି ରାଜ୍ୟ ବାର କାଉନସିଲ ନିର୍ବାଚନର ଫଳାଫଳ। ଏଥିରେ କ୍ରମାଗତ ଚତୁର୍ଥ ଥର ପାଇଁ ସୀତାଂଶୁ ମୋହନ ଦ୍ବିବେଦୀ ସଦସ୍ୟ ଭାବେ ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି। ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକ୍ରମେ ଗତ ଏପ୍ରିଲ ୧୫ରେ ବହୁ ରାଜ୍ୟ…

Continue Readingରାଜ୍ୟ ବାର କାଉନସିଲ ନିର୍ବାଚନର ଫଳାଫଳ ପ୍ରକାଶିତ: କ୍ରମାଗତ ଚତୁର୍ଥ ଥର ପାଇଁ ସଦସ୍ୟ ଭାବେ ନିର୍ବାଚିତ ହେଲେ ସୀତାଂଶୁ ମୋହନ ଦ୍ବିବେଦୀ

ଦୁର୍ନୀତିର ଗନ୍ଧ !! ବଡବାବୁଙ୍କୁ ବାଡେଇଲେ ଅତିରିକ୍ତ ନିର୍ଦ୍ଦେଶକ !

ଅନୁଗୁଳ: ଅନୁଗୁଳ ମାଛ ମାର୍କେଟ ନିକଟରେ ଥିବା ଯୋଜନା ଓ ସମନ୍ବୟ ବିଭାଗର ବଡବାବୁ ବିଦ୍ୟାଧର ସେଠୀଙ୍କୁ ଅଫିସର ଅତିରିକ୍ତ ନିର୍ଦ୍ଦେଶକ ଗୌରହରି ସାହୁ ଓ ପିନାକୀ ନାମକ ଅନ୍ୟ ଜଣେ ଷ୍ଟାଫ୍ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି ।ଶ୍ରୀ…

Continue Readingଦୁର୍ନୀତିର ଗନ୍ଧ !! ବଡବାବୁଙ୍କୁ ବାଡେଇଲେ ଅତିରିକ୍ତ ନିର୍ଦ୍ଦେଶକ !

ପ୍ରଶାସନର ନିଦ ଭାଙ୍ଗିଲା! ଶଗଡ଼ରେ ରୋଗୀ ବୁହାହେବା ପରେ ପୋକୁଣ୍ଡ- ବୃନ୍ଦାବନପୁର ରାସ୍ତାର ଉନ୍ନତିକରଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଅନୁଗୁଳ:ଖୁବଶୀଘ୍ର ତିଆରି ହେବ ଅନୁଗୁଳ ବ୍ଲକ ମାଣିକଯୋଡି ପଞ୍ଚାୟତର ବୃନ୍ଦାବନପୁର ଗ୍ରାମକୁ ରାସ୍ତା। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ସୂଚନା ମୁତାବକ, ବୃନ୍ଦାବନପୁର ଗାଁକୁ ଗମନାଗମନର ସୁବିଧା ନ ଥିବାରୁ ନିକଟରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ଶଗଡରେ ବୋହି…

Continue Readingପ୍ରଶାସନର ନିଦ ଭାଙ୍ଗିଲା! ଶଗଡ଼ରେ ରୋଗୀ ବୁହାହେବା ପରେ ପୋକୁଣ୍ଡ- ବୃନ୍ଦାବନପୁର ରାସ୍ତାର ଉନ୍ନତିକରଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସାମାନ୍ୟ କଥାରୁ ମହାଭାରତ! କଟୁରୀ ଚୋଟରେ ଯୁବକ ଗୁରୁତର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବଡକେରେଜାଙ୍ଗ ଗ୍ରାମରେ କଟୁରୀ ଚୋଟରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ବଡକେରେଜାଙ୍ଗ ବଅଁରଡିହ ଗ୍ରାମର ଟୁନା ପ୍ରଧାନ(୨୨) ଗ୍ରାମ ପିଢ଼ ଦେଇ ଯାଉଥିବା ସମୟରେ ତାଙ୍କ ଭାଇ ରଞ୍ଜିତ…

Continue Readingସାମାନ୍ୟ କଥାରୁ ମହାଭାରତ! କଟୁରୀ ଚୋଟରେ ଯୁବକ ଗୁରୁତର