ଅନୁଗୁଳରେ କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମ୍ ଉଦ୍ଘାଟିତ, ଯୋଗ ଦେଲେ ବଲିଉଡ୍ ତାରକା ସୋନାକ୍ଷୀ ସିହ୍ନା
ଭୁବନେଶ୍ୱର/ ଅନୁଗୁଳ : ଭାରତର ଅନ୍ୟତମ ବିଶ୍ବସ୍ତ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ କଲ୍ୟାଣ ଜୁଏଲର୍ସ ଆଜି ଅନୁଗୁଳର ଶଙ୍କର ସିନେମା ରୋଡରେ ଏହାର ନୂଆ ସୋ’ରୁମ ଖୋଲିଛି। କଲ୍ୟାଣ ଜୁଏଲର୍ସର ବିଭିନ୍ନ କଲେକ୍ସନର ଭିନ୍ନ ଭିନ୍ନ ଡିଜାଇନ୍ ବିଶିଷ୍ଟ ଏହି…



