ଏୟାର କୁଲିଂ ହେଲମେଟ୍ ପିନ୍ଧିଲେ ଟ୍ରାଫିକ ପୋଲିସ
ଭୁବନେଶ୍ୱର : ଏୟାର କୁଲିଂ ହେଲମେଟ୍ ପିନ୍ଧିଲେ ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ ପୋଲିସ । ପରୀକ୍ଷାମୂଳକ ଭାବେ ଟ୍ରାଫିକ କନେଷ୍ଟବଳଙ୍କ ପାଇଁ ଏୟାର କୁଲିଂ ହେଲମେଟ୍ ଆରମ୍ଭ ହୋଇଛି। ପାରଦ ଉପରମୁହାଁ ହୋଇଥିବା ବେଳେ ଟ୍ରାଫିକ କନେଷ୍ଟବଳଙ୍କ ପାଇଁ କାମ…



