ଜଳୁଛି ଅନୁଗୁଳ ବନଖଣ୍ଡ: ୩ ଦିନ ହେଲାଣି ଲିଭୁନି ହିଂଶ୍ରୀଡ଼ା ଜଙ୍ଗଲରେ ନିଆଁ
ଅନୁଗୁଳ : ଏ ବର୍ଷ ଖରା ସହ ଜଙ୍ଗଲ ନିଆଁ ବି ଚିନ୍ତା ବଢ଼ାଇଛି। ଅନୁଗୁଳରେ ବ୍ୟାପିବାରେ ଲାଗିଛି ଜଙ୍ଗଲ ନିଆଁ। ହୁ ହୁ ହୋଇ ଜଳୁଛି ଅନୁଗୁଳ ବନଖଣ୍ଡର ବିଭିନ୍ନ ଜଙ୍ଗଲ। ଅଗ୍ନିକାଣ୍ଡ ଯୋଗୁଁ ଭୟରେ ଜଙ୍ଗଲୀ ଜନ୍ତୁ ଓ…
ଅନୁଗୁଳ : ଏ ବର୍ଷ ଖରା ସହ ଜଙ୍ଗଲ ନିଆଁ ବି ଚିନ୍ତା ବଢ଼ାଇଛି। ଅନୁଗୁଳରେ ବ୍ୟାପିବାରେ ଲାଗିଛି ଜଙ୍ଗଲ ନିଆଁ। ହୁ ହୁ ହୋଇ ଜଳୁଛି ଅନୁଗୁଳ ବନଖଣ୍ଡର ବିଭିନ୍ନ ଜଙ୍ଗଲ। ଅଗ୍ନିକାଣ୍ଡ ଯୋଗୁଁ ଭୟରେ ଜଙ୍ଗଲୀ ଜନ୍ତୁ ଓ…
ଅନୁଗୁଳ: ଆସନ୍ତାକାଲି ଅନୁଗୁଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଶନିବାର ସକାଳ ସାଢ଼େ ୧୦ଟାରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଅନ୍ତୁଳିଆ ଠାରେ ଏକ ବିଜୟ ସଙ୍କଳ୍ପ ସାଧାରଣ ସଭାରେ ଯୋଗଦେବେ। ଏ ଅବସରରେ ସେ ଦଳ ପାଇଁ…
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଡେରେଙ୍ଗ ଗ୍ରାମରେ ଶୁକ୍ରବାର କଣିହାଁ ଥାନା ପୋଲିସ ଓ ତାଳଚେର ଅବକାରୀ ବିଭାଗ ତରଫରୁ ମିଳିତ ଚଢ଼ଉ କରାଯାଇ ୪୦୦ ରୁ ଅଧିକ ଲିଟର ଦେଶୀ ମଦ ସହିତ ମଦ ରନ୍ଧାରେ ବ୍ୟବହୃତ ସାମଗ୍ରୀ…
ଭୁବନେଶ୍ବର: ଚଳିତବର୍ଷ ରାଜ୍ୟରେ ଖରା ଯୋଗୁ ହାହାକାର ସ୍ଥିତି ଲାଗି ରହିଛି। ଆଗକୁ ବି ଆହୁରି କିଛି ଦିନ ଏଭଳି ପାଣିପାଗ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଗତ ୧୦ ଦିନ ହେଲା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ…
ଅନୁଗୁଳୁ: ସାଧାରଣ ନିର୍ବାଚନ ୨୦୨୪ କୁ ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନିମନ୍ତେ ଅନୁଗୁଳ ଜିଲ୍ଲାପାଳ ଅଦାଲ୍ ଏମ୍ ଅଖର ଓ ଢେଙ୍କାନାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଏକ ନିର୍ବାଚନ ପ୍ରସ୍ତୁତି ଓ ସମନ୍ବୟ ବୈଠକ…
ଅନୁଗୁଳ: ଜନସାଧାରଣଙ୍କ ଅଭିଯୋଗକୁ କେନ୍ଦ୍ର କରି ଅନଗୁଳ ବସଷ୍ଟାଣ୍ଡ ଠାରୁ ବଜାର ଛକ, ଷ୍ଟାଇଲ ବଜାର ଛକ ଠାରୁ ଗାନ୍ଧିମାର୍ଗ ପର୍ଯ୍ୟନ୍ତ ପ୍ରତ୍ଯେକ ଦିନ ପୋଲିସ ପକ୍ଷରୁ ଫୁଟ୍ ପାଟ୍ରୋଲିଂ କରାଯାଉଛି। ଏ ଅବସରରେ ରାସ୍ତାରେ ବେଆଇନ ଭାବରେ ଗାଡ଼ି…
ଅନୁଗୁଳ: ବୁଧବାର ସ୍ଥାନୀୟ ଏକ ହୋଟେଲରେ ଭାରତୀୟ ଦନ୍ତ ଚିକିତ୍ସକ ସଙ୍ଘ ଅନୁଗୁଳ ଶିଳ୍ପାଞ୍ଚଳ ଶାଖାର ସ୍ଥାପନା ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ଅନୁଗୁଳ ଓ ତାଳଚେର ଅଞ୍ଚଳର ବହୁ ବରିଷ୍ଠ ଓ ଯୁବ ଦନ୍ତ ଚିକିତ୍ସକ ଯୋଗଦାନ କରିଥିଲେ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ତେଣ୍ଟୋଲୋଇ ଗ୍ରାମରେ ଛୁଆ ଚୋର ସନ୍ଦେହରେ ଜଣକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ସୂଚନାଯୋଗ୍ୟ ଯେ ବୁଧବାର ରାତିରେ ଜଣେ ଅଜଣା ବ୍ୟକ୍ତି ତେଣ୍ଟୋଲୋଇ ଗ୍ରାମ ଭିତରକୁ ଆସି ଗୋଟିଏ…
ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଗସ୍ତ ସମୟରେ ଜିଲ୍ଲା ପାଇଁ ଗର୍ଵ ଓ ଗୌରବ ଆଣିଥିବା ଅନିମେଶ ପ୍ରଧାନଙ୍କୁ ଭେଟିଥିଲେ। ୟୁପିଏସସି ବା ସର୍ବଭାରତୀୟ ପ୍ରଶାସନିକ ସେବା -୨୦୨୩ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ତାଳଚେରର ଶ୍ରୀ…
ଅନୁଗୁଳ: ଆଜକୁ ଦଶ ବର୍ଷ ତଳର ସ୍ଥିତି କଥା ଯଦି କୁହାଯିବ ତେବେ ସେତେବେଳେ ଅନୁଗୁଳ ଜିଲ୍ଲାରେ ମ୍ୟାରେରିଆ ବେଶ ଉଦବେଗଜନକ ଅବସ୍ଥାରେ ଥିଲା। ଅନୁଗୁଳ ବ୍ଲକର ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ,ଆଠମଲ୍ଲିକ,କଣିହାଁ,ପାଲଲହଡ଼ା ଆଦି ଅଞ୍ଚଳରେ ଅଧିକ ମ୍ୟାଲେରିଆ ଦେଖିବାକୁ ମିଳୁଥିଲା। ସେତେବେଳେ…