ପୋଲିସ ଓ ଅବକାରୀ ବିଭାଗର ମିଳିତି ଚଢାଉ,ଜଣେ ଅଟକ,ବିପୁଳ ପରିମାଣ ରେ ପୋଚନଷ୍ଟ ସହ ଦେଶି ମଦ ଜବତ

  କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ପୋଲିସ,ଅବକାରୀ ବିଭାଗ ଓ ସ୍ୱତନ୍ତ୍ର ପୋଲିସ ଟିମର ମିଳିତ ଉଦ୍ୟମରେ ଶନିବାର ବେଆଇନ ମଦ କାରବାରକୁ ନେଇ ଚଢାଉ ହୋଇଥିଲା I ସାପକଟା ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ସହିତ ତାଳପଦା ପଞ୍ଚାୟତ କିଆଝାର…

Continue Readingପୋଲିସ ଓ ଅବକାରୀ ବିଭାଗର ମିଳିତି ଚଢାଉ,ଜଣେ ଅଟକ,ବିପୁଳ ପରିମାଣ ରେ ପୋଚନଷ୍ଟ ସହ ଦେଶି ମଦ ଜବତ

ସାବଧାନ! ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୁଲୁଛନ୍ତି ଦଲାଲ, ନିରୀହଙ୍କଠୁ ଲୁଟି ନେଉଛନ୍ତି ଝାଳବୁହା ଧନ

ଅନୁଗୁଳ: ଦଲାଲଙ୍କ କବଳରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଦଲାଲଙ୍କ ପାଇଁ ଚିକିତ୍ସା ଲାଗି ଆସୁଥିବା ନିରୀହ ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଜଣେ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଶନିବାର ସକାଳେ ବଇଣ୍ଡା ଫାଣ୍ଡି…

Continue Readingସାବଧାନ! ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୁଲୁଛନ୍ତି ଦଲାଲ, ନିରୀହଙ୍କଠୁ ଲୁଟି ନେଉଛନ୍ତି ଝାଳବୁହା ଧନ

ଏଥର ଫୋକସ୍‌ରେ ଡିଜିଟାଲ୍‌ ପ୍ରଚାର: ଚର୍ଚ୍ଚାରେ ରହିଛି ବିଜେଡିର ‘ଶଙ୍ଖ ବାଜିବ ଘରେ ଘରେ…’ ଓ ବିଜେପିର ‘ଆମେ ମୋଦି ପରିବାର…

ଭୁବନେଶ୍ବର: ମତଦାନ ପାଇଁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ସବୁ ଦଳର ପ୍ରାର୍ଥୀ ମାନେ ନିଜ ନିଜ ପ୍ରଚାର କରିବାରେ ଲାଗିପଡିଛନ୍ତି। ଘରକୁ ଘର ବୁଲି ପ୍ରଚାର କରିବା ସହ ଏବେ ପ୍ରାର୍ଥୀମାନେ ସୋସିଆଲ ମିଡ଼ିଆର ମଧ୍ୟ…

Continue Readingଏଥର ଫୋକସ୍‌ରେ ଡିଜିଟାଲ୍‌ ପ୍ରଚାର: ଚର୍ଚ୍ଚାରେ ରହିଛି ବିଜେଡିର ‘ଶଙ୍ଖ ବାଜିବ ଘରେ ଘରେ…’ ଓ ବିଜେପିର ‘ଆମେ ମୋଦି ପରିବାର…

କମିବ ଦିନର ତାତି: ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା

  ଭୁବନେଶ୍ବର: କମିବ ଦିନର ତାତି। ମିଳିବ ଆଶ୍ୱସ୍ତି। ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା। ରାଜ୍ୟରେ ବର୍ତ୍ତମାନ ଅସହ୍ୟ ତାତି ଅନୁଭୂତ ହେଉଥିବା ବେଳେ ଏଥିରୁ ଆଶ୍ବସ୍ତି ମିଳିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ…

Continue Readingକମିବ ଦିନର ତାତି: ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା

ବଢୁଛନ୍ତି ସେୟାର ବଜାରର ନିବେଶକାରୀ: ବର୍ଷକରେ ୪ କୋଟି ବୃଦ୍ଧି

  ମୁମ୍ବାଇ: ବଢୁଛନ୍ତି ସେୟାର ବଜାରର ନିବେଶକାରୀଙ୍କ ସଂଖ୍ୟା। ଗତବର୍ଷ ଖୁଚୁରା ନିବେଶକ ସଂଖ୍ୟା (ଡିମାଟ୍‌ ଆକାଉଣ୍ଟ୍) ୪.୦୩ କୋଟି (୩୧.୨୩ %) ବୃଦ୍ଧି ଘଟିଛି। ଏଥିରେ ୧.୨୮ କୋଟି ନିବେଶକ (୩୨.୧୬%) ନୂଆ ନିବେଶକ ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ…

Continue Readingବଢୁଛନ୍ତି ସେୟାର ବଜାରର ନିବେଶକାରୀ: ବର୍ଷକରେ ୪ କୋଟି ବୃଦ୍ଧି

ଫାଷ୍ଟ କମ୍ ଫାଷ୍ଟ ସର୍ଭ ନୀତି ଯୋଗୁଁ କ୍ଷତି ସହୁଛନ୍ତି ତାଳଚେର ଟ୍ରକ ମାଲିକ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ତାଳଚେର : ତାଳଚେର ବିଭିନ୍ନ କୋଇଲାଖଣିରେ ବର୍ତ୍ତମାନ ଫାଷ୍ଟ କମ୍ ଫାଷ୍ଟ ସର୍ଭ ନୀତି ଲାଗୁ ହୋଇଛି। ଫଳରେ ତାଳଚେରର ଟ୍ରକଗୁଡ଼ିକ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି ମାଲିକ। ସେହିପରି ଟ୍ରେନ ଯୋଗେ କୋଇଲା ପରିବହନ ଯୋଗୁଁ ଟ୍ରକ ଯୋଗେ କୋଇଲା…

Continue Readingଫାଷ୍ଟ କମ୍ ଫାଷ୍ଟ ସର୍ଭ ନୀତି ଯୋଗୁଁ କ୍ଷତି ସହୁଛନ୍ତି ତାଳଚେର ଟ୍ରକ ମାଲିକ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ମୁଁ ସିବିଆଇରୁ କହୁଚି….

ଅନୁଗୁଳ: ଗୁରୁବାର ଅପରାହ୍ନ ୧:୧୪ ମିନିଟ ସାନକେରଜାଙ୍ଗର ବାସିନ୍ଦା ସୁବାସ ବିଶ୍ଵାଳଙ୍କ ପାଖକୁ ଏକ ହ୍ୱାଟସ୍ ଅପ୍ କଲ୍ ଆସିଲା। ନମ୍ୱର୍ +୯୨୩୧୩୦୪୫୭୨୭୭। ପ୍ରୋଫାଇଲରେ ପୋଲିସ ଭଳି ପୋଷାକ। କଲ୍ କରୁଥିବା ବ୍ୟକ୍ତି ଜଣକ କହିଲେ ମୁଁ ସିବିଆଇ ରାଉରକେଲା ଶାଖାରୁ…

Continue Readingମୁଁ ସିବିଆଇରୁ କହୁଚି….

ତାଳଚେର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସଙ୍କ ନାମାଙ୍କନ ଦାଖଲ ବେଳେ ଉତ୍ତେଜନା, ଧସ୍ତାଧସ୍ତି ହେଲେ ପୋଲିସ ଓ ଦଳୀୟ କର୍ମୀ

ତାଳଚେର: ଆଜି ତାଳଚେର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସ ନିଜର ନାମାଙ୍କନ ପତ୍ର ଦାଖଲ ସମୟରେ ଏକ ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଛି। ନାମାଙ୍କନ ବେଳେ କଂଗ୍ରେସ କର୍ମୀ ଓ ପୋଲିସଙ୍କ ମଧ୍ୟରେ ଠେଲା ପେଲା ହୋଇଥିଲା।…

Continue Readingତାଳଚେର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସଙ୍କ ନାମାଙ୍କନ ଦାଖଲ ବେଳେ ଉତ୍ତେଜନା, ଧସ୍ତାଧସ୍ତି ହେଲେ ପୋଲିସ ଓ ଦଳୀୟ କର୍ମୀ

ଶକ୍ତିଙ୍କ ଫେସ୍‌ବୁକ୍‌ ପୋଷ୍ଟ ବିଜେଡିକୁ ଅଡ଼ୁଆ

ଅନୁଗୁଳ: ଚଳିତ ବିଧାନ ସଭା ଓ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିର ବରିଷ୍ଠ ନେତା ଶକ୍ତି‌ ପଟ୍ଟନାୟକଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟ ପୁଣି ଚର୍ଚ୍ଚାର ଖୋରାକ ଯୋଗାଇଛି। ଖାଲି ଚର୍ଚ୍ଚା ନୁହଁ ବିଜେଡିକୁ ଏକପ୍ରକାର ଅଡ଼ୁଆରେ ପକାଇଦେଇଛନ୍ତି। ଶକ୍ତି…

Continue Readingଶକ୍ତିଙ୍କ ଫେସ୍‌ବୁକ୍‌ ପୋଷ୍ଟ ବିଜେଡିକୁ ଅଡ଼ୁଆ

ଶୁକ୍ରବାର ନାମାଙ୍କନ ଭରିବେ ଅନୁଗୁଳ ବିଜେପି ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୁଳ: ଆସନ୍ତାକାଲି ମେ ୩ ତାରିଖ ଶୁକ୍ରବାର ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ ଭାଇ) ନାମାଙ୍କନ ପତ୍ର ଦାଖଲ କରିବେ। ସେ ସକାଳ ୮ଟାରେ ଜଗନ୍ନାଥ ମନ୍ଦିର ଓ ମା' ବୁଢୀ ଠାକୁରାଣୀଙ୍କ ଆଶୀର୍ବାଦ…

Continue Readingଶୁକ୍ରବାର ନାମାଙ୍କନ ଭରିବେ ଅନୁଗୁଳ ବିଜେପି ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ