ବଅଁରପାଳରେ ବିଜେଡିର ଆଶୀର୍ବାଦ ସମାବେଶ: ଯୋଡ଼ିଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ କରିବାକୁ ନିବେଦନ
ଅନୁଗୁଳ : ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ଜୋର ସୋରରେ ପ୍ରଚାରରେ ଲାଗି ପଡ଼ିଛନ୍ତି। ଏହି ଧାରାରେ ବଅଁରପାଳ ବ୍ଲକ୍ ସନ୍ତ୍ରୀ ପଡ଼ିଆରେ ଆଶୀର୍ବାଦ ସମାବେଶ କରି ଭୋଟ ଭିକ୍ଷା କରିଛି ବିଜେଡି। ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଡା. ଅବିନାଶ…



