ଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ହେଲେ ବିଶ୍ୱରଂଜନ ପାଣିଗ୍ରାହୀ

ଅନୁଗୁଳ : ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସମସ୍ତ ପଦବୀ ନିମନ୍ତେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ନିମନ୍ତେ ମଧ୍ୟ ନିର୍ବାଚନ ହୋଇଥିଲା। ନିର୍ବାଚନରେ ଯୁବ କଂଗ୍ରେସ ସହ ୩୫୦୧ ଜଣ…

Continue Readingଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ହେଲେ ବିଶ୍ୱରଂଜନ ପାଣିଗ୍ରାହୀ

ଟଙ୍କା ଅଭାବରୁ ଔଷଧ ଖାଇ ନ ପାରି ହୋମଗାର୍ଡ ମୃତ, ୪ ମାସ ହେବ ମିଳିନଥିଲା ଦରମା !

ଅନୁଗୁଳ: ଅନୁଗୁଳ ଜିଲ୍ଲା ତୁରଙ୍ଗ ଗ୍ରାମରେ ଟଙ୍କା ଅଭାବରୁ ଔଷଧ ଖାଇ ନ ପାରି ଆଜି ଜଣେ ହୋମଗାର୍ଡଙ୍କର ଜୀବନ ଯାଇଛି। ମୃତ ହୋମଗାର୍ଡ ହେଲେ ପ୍ରଫୁଲ୍ଲ କୁମାର ନାୟକ (୪୫)। ସେ ୨୦ ବର୍ଷ ହେଲା ହୋମଗାର୍ଡ ଭାବେ କାର୍ଯ୍ୟ…

Continue Readingଟଙ୍କା ଅଭାବରୁ ଔଷଧ ଖାଇ ନ ପାରି ହୋମଗାର୍ଡ ମୃତ, ୪ ମାସ ହେବ ମିଳିନଥିଲା ଦରମା !

ସରପଞ୍ଚଙ୍କ ସାଙ୍ଗଠନିକ ବୈଠକ: ପଞ୍ଚାୟତ ସ୍ତରରେ ପ୍ରତ୍ୟେକ ସରପଞ୍ଚଙ୍କ ଅଧିକାର ଉପରେ ହସ୍ତକ୍ଷେପ କରାଯିବାକୁ ତୀବ୍ର ବିରୋଧ

ଅନୁଗୁଳ : ଅନୁଗୁଳ ଜିଲ୍ଲାର ସମସ୍ତ ସରପଞ୍ଚଙ୍କୁ ନେଇ ସ୍ଥାନୀୟ ମାରଓ୍ବାଡ଼ି ଧର୍ମଶାଳାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଅନୁଗୁଳ, ଆଠମଲ୍ଲିକ, ବଅଁରପାଳ, ଛେଣ୍ଡିପଦା, କିଶୋରନଗର, ତାଳଚେର, କଣିହାଁ, ଓ…

Continue Readingସରପଞ୍ଚଙ୍କ ସାଙ୍ଗଠନିକ ବୈଠକ: ପଞ୍ଚାୟତ ସ୍ତରରେ ପ୍ରତ୍ୟେକ ସରପଞ୍ଚଙ୍କ ଅଧିକାର ଉପରେ ହସ୍ତକ୍ଷେପ କରାଯିବାକୁ ତୀବ୍ର ବିରୋଧ

କାର୍ଗିଲ ବିଜୟ ଦିବସ ପାଳିଲା ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ

ଅନୁଗୁଳ: ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଛି। ୧୯୯୯ ଜୁଲାଇ ୨୬ ରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟ ହୋଇଥିଲା। ଭାରତର ବୀର ଯବାନଙ୍କ ଆଗରେ…

Continue Readingକାର୍ଗିଲ ବିଜୟ ଦିବସ ପାଳିଲା ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ

ପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ଅଭିଯୋଗ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ପନ୍ଦରଭରଣିଆବାସୀ

ଅନୁଗୁଳ: ପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବୁଢ଼ାପଙ୍କ ପଞ୍ଚାୟତ ଗ୍ରାମ ବାସୀ ଏବଂ ୧୭ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଛନ୍ତି। ସୂଚନା ମୁତାବକ,…

Continue Readingପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ଅଭିଯୋଗ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ପନ୍ଦରଭରଣିଆବାସୀ

ଏକ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ

ଅନୁଗୁଳ: ତାଳଚେର ଦେଉଳବେଡା କଲୋନୀରୁ ଅବକାରୀ ବିଭାଗ ୧୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣଙ୍କ ହେଲେ ଦେଉଳବେଡାର ସାଲିମା ବେଗମ। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ଏକ ଲକ୍ଷ ୮୦…

Continue Readingଏକ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ

ଖରାପ ରାସ୍ତା ଯୋଗୁଁ ରୋଗୀ ହନ୍ତସନ୍ତ: ଆସିପାରିଲାନି ଆମ୍ବୁଲାନ୍ସ, ଶଗଡ଼ରେ ବୁହା ହୋଇ ଗଲେ ହସ୍ପିଟାଲ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମାଣିକଯୋଡ଼ି ପଞ୍ଚାୟତ ଅନ୍ତର୍ଗତ ପୋକୁଣ୍ଡା ବୃନ୍ଦାବନ ସାହିରେ ଖରାପ ରାସ୍ତା ଯୋଗୁଁ ଆଜି ଜଣେ ରୋଗୀକୁ ହନ୍ତସନ୍ତ ହେବାକୁ ପଡ଼ିଛି। ସୂଚନା ଅନୁସାରେ, ଗାଁର ଶ୍ରୀବତ୍ସ ସାହୁ ନାମକ ଜଣେ ୮୦ ବର୍ଷୀୟ ବୃଦ୍ଧ ମଧୁମେହ ରୋଗରେ…

Continue Readingଖରାପ ରାସ୍ତା ଯୋଗୁଁ ରୋଗୀ ହନ୍ତସନ୍ତ: ଆସିପାରିଲାନି ଆମ୍ବୁଲାନ୍ସ, ଶଗଡ଼ରେ ବୁହା ହୋଇ ଗଲେ ହସ୍ପିଟାଲ

ଦୁଇ ହରିଣ ଶିକାରୀ ଗିରଫ, ଶିଙ୍ଗ ଜବତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳର ଅନ୍ତୁଳିଆ ସେକ୍ସନର ରୋଡ଼ସିଂହା ଗ୍ରାମରୁ ଦୁଇ ହରିଣ ଶିକାରୀକୁ ଗିରଫ କରିଛି ଜରପଡା ବନ ବିଭାଗ। ଗିରଫମାନେ ହେଲେ ରୋଡ଼ସିଂହାର ରୋହିତ ବେହେରା ଓ ସତ୍ୟବାନ ପ୍ରଧାନ। ସୂଚନା ମୁତାବକ, ରୋଡ଼ସିଂହା ଗ୍ରାମ୍ୟ ଜଙ୍ଗଲରୁ…

Continue Readingଦୁଇ ହରିଣ ଶିକାରୀ ଗିରଫ, ଶିଙ୍ଗ ଜବତ

କ୍ରାନ୍ତି ଦିବସରେ ରାଜଧାନୀରେ ମହାସମାବେଶ କରିବ କେନ୍ଦ୍ରୀୟ ଟ୍ରେଡ ୟୁନିୟନ: ଅନୁଗୁଳରୁ ଯୋଗ ଦେବେ ୧୦ ହଜାର କର୍ମୀ

ଅନୁଗୁଳ: କେନ୍ଦ୍ର ବିଜେପି ସରକାରଙ୍କ ଜନବିରୋଧୀ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଅଗଷ୍ଟ ୯ କ୍ରାନ୍ତି ଦିବସରେ ସମସ୍ତ ରାଜଧାନୀରେ ମହାସମାବେଶକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ଟ୍ରେଡ ୟୁନିୟନଙ୍କ ମିଳିତ କନ୍ଭେନ୍ସନ୍ ସ୍ଥାନୀୟ ଶିକ୍ଷକପଡାଠାରେ ଅନୁଷ୍ଠିତ ହୋଇଛି। ଶ୍ରମିକ…

Continue Readingକ୍ରାନ୍ତି ଦିବସରେ ରାଜଧାନୀରେ ମହାସମାବେଶ କରିବ କେନ୍ଦ୍ରୀୟ ଟ୍ରେଡ ୟୁନିୟନ: ଅନୁଗୁଳରୁ ଯୋଗ ଦେବେ ୧୦ ହଜାର କର୍ମୀ

ବାଲ୍ୟ ବିବାହ ବେଳେ ମାଡ଼ି ବସିଲା ପୋଲିସ, ନାବାଳିକା ଉଦ୍ଧାର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଝିଣ୍ଟିପାଳ ଗ୍ରାମ ମନ୍ଦିରରେ ବିବାହ ହୋଇଥିବା ଜଣେ ନାବାଳିକାକୁ ପୋଲିସ ପ୍ରଶାସନ ଉଦ୍ଧାର କରି ଶିଶୁ ମଙ୍ଗଳ କେନ୍ଦ୍ର ଜିମା ଦେଇଛି। ସୂଚନା ମୁତାବକ, ଛେଣ୍ଡିପଦା ଥାନା ଅନ୍ତର୍ଗତ କୁକୁରପେଟା ପଞ୍ଚାୟତ ନୂଆମୌଜ…

Continue Readingବାଲ୍ୟ ବିବାହ ବେଳେ ମାଡ଼ି ବସିଲା ପୋଲିସ, ନାବାଳିକା ଉଦ୍ଧାର