କଲେଜ୍ ସାମନା ରାସ୍ତା ଦବିଗଲା, ବିପଦ ଆଶଙ୍କା
ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସାମନା ରାସ୍ତା ହଠାତ୍ ଫାଟି ଦବିଯାଇଥିଲା।ଏହି ଆର୍ ଏଣ୍ଡ ବି ବିଭାଗର ରାସ୍ତାଟି ବେଶୀ ଦିନର ନୁହେଁ। ନିମ୍ନ ମାନର କାମ ଯୋଗୁଁ ରାସ୍ତା ଦବି ଥାଇ ପାରେ ନଚେତ୍ ଭିତରେ…
ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସାମନା ରାସ୍ତା ହଠାତ୍ ଫାଟି ଦବିଯାଇଥିଲା।ଏହି ଆର୍ ଏଣ୍ଡ ବି ବିଭାଗର ରାସ୍ତାଟି ବେଶୀ ଦିନର ନୁହେଁ। ନିମ୍ନ ମାନର କାମ ଯୋଗୁଁ ରାସ୍ତା ଦବି ଥାଇ ପାରେ ନଚେତ୍ ଭିତରେ…
ଛେଣ୍ଡିପଦା: ଡକାୟତି ଯୋଜନା ପଣ୍ଡ। ୯ ଜଣଙ୍କୁ ବାନ୍ଧିଲା ପୋଲିସ। ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା କଙ୍କୁରପାଳ ଗ୍ରାମ ନିକଟରେ ଡକାୟତ ଯୋଜନା କରୁଥିବା ବେଳେ ପୋଲିସ ଅତର୍କିତ ଚଢ଼ଉ କରି ୯ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ…
ଅନୁଗୁଳ: ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅଦାଲ୍ ଏମ୍ ଅଖରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଗଣମାଧ୍ୟମର…
ଅନୁଗୁଳ: କୁହାଯାଏ ଘର ପରିବାର ସ୍ବର୍ଗ କିନ୍ତୁ ସେହି ପରିବାରରେ ଯେତେବେଳେ ଅଶାନ୍ତି ଦେଖାଦିଏ ସେତେବେଳେ ଏହାକୁ ସୁଧାରିବା ପାଇଁ ବ୍ୟକ୍ତି ପରିବାର ଅଦାଲତର ଆଶ୍ରୟ ନେଇଥାଏ।ଏଭଳି ଏକ ଘଟଣାରେ ଅନୁଗୁଳ ପରିବାର ଅଦାଲତ ଉଜୁଡ଼ିବାକୁ ବସିଥିବା ଏକ ପରିବାରକୁ ସଜାଡ଼ିବା…
ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶବ ସଂରକ୍ଷଣ ଭ୍ରାମ୍ୟମାଣ ଫ୍ରିଜର ପ୍ରଦାନ ସମାରୋହ ଆୟୋଜିତ ହୋଇଥିଲା।ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏହି ସମାରୋହକୁ ଉଦଘାଟନ କରିଥିଲେ। ବିଧାୟକ ଶ୍ରୀ ପ୍ରଧାନଙ୍କ ସୌଜନ୍ୟରୁ ଚାରିଗୋଟି ଫ୍ରିଜର ପ୍ରଦାନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଇଁ ଏକ ନୂତନ ୱେବସାଇଟ୍ www.angul.odisha.gov.in ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆଭାସୀ ମାଧ୍ୟମରେ ଲୋକାର୍ପିତ ହୋଇଛି। ଓଡ଼ିଶାର ସମସ୍ତ ଜିଲ୍ଲା ପାଇଁ ଏହି ଯୁଗାନ୍ତକାରୀ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବା ସହିତ ଇ-ଗଭର୍ଣ୍ଣାନ୍ସ…
ଅନୁଗୁଳ: ଦୀପ ତଳ ଅନ୍ଧାର। ଏହି ଧାଡ଼ିଟି ଏବେ ଅନୁଗୁଳ ପାଇଁ ପ୍ରଯୁଜ୍ୟ ମନେ ହେଉଛି। କାରଣ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ଏବେ ବି ଏମିତି ଗାଁ ରହିଛି, ଯେଉଁଠି ବନ୍ୟଜନ୍ତୁଙ୍କ ଉପଦ୍ରବରେ ବାଧ୍ୟ ହୋଇ ସନ୍ଧ୍ୟା ହେବା ମାତ୍ରେ…
ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଧରମପୁର ଅଞ୍ଚଳରେ ଚଢ଼ଉ କରି ପୋଲିସ ଚୋରା କୋଇଲା ବୋଝେଇ ଟ୍ରକ୍ ସହ ଏକ ବୋଲେରୋ ଓ ବାଇକ୍ ଜବତ କରିଛି। ଏଥିସହ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ ସୂଚନା ମୁତାବକ,…
ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ଅବଦଲ ଏମ. ଅଖତର ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ପଢୁଥିବା ୧୨ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଭାରତ ସରକାରଙ୍କ ଷ୍ଟାର୍ସ (STARS) ପ୍ରକଳ୍ପ ଅନ୍ତର୍ଗତ ଲ୍ଯାପଟପ ସହିତ କଥନ ପୁସ୍ତକ ବଣ୍ଟନ…
କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋର ନଗରକୁ ଏନଏସି ଦାବି କରି ଆଜି କଲେଜ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦୁଇଟି ପର୍ଯ୍ୟାୟରେ ରାଜ୍ୟ ସରକାର ୫୦ ରୁ ଅଧିକ ଏନଏସି ଘୋଷଣା କରିସାରିଲେଣି। ହେଲେ କିଶୋର ନଗର ବ୍ଲକ ହେଡକ୍ବାର୍ଟର ତାଲିକାରେ…