ନାତୁଣୀ ବୋହୂକୁ ଖରାପ ସମ୍ପର୍କ ରଖିବା ପାଇଁ କରୁଥିଲେ ବାଧ୍ୟ, ନାତିର ଠେଙ୍ଗା ମାଡ଼ରେ ଗଲା ଅଜା ଜୀବନ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ହାତୀମୁଣ୍ଡ ଗାଁରେ ନାତିର ଠେଙ୍ଗା ମାଡ଼ରେ ଅଜାର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ହାତୀମୁଣ୍ଡ ଗାଁର ଧନୁରାମ ମହାକୁଳ ନିଜ ନାତୁଣୀ ବୋହୂକୁ ଖରାପ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ। ନାତି…

Continue Readingନାତୁଣୀ ବୋହୂକୁ ଖରାପ ସମ୍ପର୍କ ରଖିବା ପାଇଁ କରୁଥିଲେ ବାଧ୍ୟ, ନାତିର ଠେଙ୍ଗା ମାଡ଼ରେ ଗଲା ଅଜା ଜୀବନ

ପୁରୁଣା ବସ୍‌ଷ୍ଟାଣ୍ଡର ସ୍ଥାନାନ୍ତରଣକୁ ବିରୋଧ, ସହର ଭିତରେ ବସ୍ ଚଳାଚଳ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଅନୁଗୁଳ: ଅନୁଗୁଳ ସହର ମଧ୍ୟସ୍ଥ ପୁରୁଣା ବସ୍‌ଷ୍ଟାଣ୍ଡ ଦେଇ ସମସ୍ତ ବସ୍ ଚଳାଚଳ କରାଇବା ଏବଂ ବନ୍ତଳା ଓ ଜରପଡ଼ା ଅଞ୍ଚଳ ଯାଉଥିବା ଛୋଟିଆ ଗାଡ଼ି ଷ୍ଟାଣ୍ଡକୁ ପୁରୁଣା ବସ୍ ଷ୍ଟାଣ୍ଡକୁ ସ୍ଥାନାନ୍ତରଣ କରିବା ଦାବିରେ ବ୍ୟବସାୟୀଙ୍କ ପକ୍ଷରୁ ଆଜି ପୂର୍ବାହ୍ନରେ…

Continue Readingପୁରୁଣା ବସ୍‌ଷ୍ଟାଣ୍ଡର ସ୍ଥାନାନ୍ତରଣକୁ ବିରୋଧ, ସହର ଭିତରେ ବସ୍ ଚଳାଚଳ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର୍‌ସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରିବାକୁ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର୍‌ସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରିବାକୁ ଜିଲ୍ଲା ପ୍ରଶାସନକୁ ସ୍ମାରକ ପତ୍ର ପ୍ରଦାନ କରିଛି ଜିଲ୍ଲା ଜନ ଜୀବନ ସୁରକ୍ଷା କମିଟି। ମେଡିକାଲ କଲେଜକୁ ଉନ୍ନିତ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ପୋଲଟ୍ରି…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର୍‌ସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରିବାକୁ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦାବି

ସାତକୋଶିଆ ଗଣ୍ଡ ପରିଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ବୋଟିଂ କରି କଲେ ସମୀକ୍ଷା

ଅନୁଗୁଳ: ଅନୁଗୁଳରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟ। ଆଜି ଏହି ଟିମ୍ ଅନୁଗୁଳ ଜିଲ୍ଲା ଟିକରପଡାର ମହାନଦୀ ଅବବାହିକା ସାତକୋଶିଆ ଗଣ୍ଡ ପରିଦର୍ଶନ କରିଛନ୍ତି। ଜଷ୍ଟିସ୍ ଏ.ଏମ୍. ଖାନୱାଲିକରଙ୍କ ନେତୃତ୍ୱରେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ…

Continue Readingସାତକୋଶିଆ ଗଣ୍ଡ ପରିଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ବୋଟିଂ କରି କଲେ ସମୀକ୍ଷା

ସାମାଜିକ ସୁରକ୍ଷା ଭତ୍ତାକୁ ନଗଦ ଅର୍ଥ ଆକାରରେ ଦେବା ନିଷ୍ପତ୍ତିର ପୁର୍ନବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ : ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦେବାର ନିଷ୍ପତ୍ତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି…

Continue Readingସାମାଜିକ ସୁରକ୍ଷା ଭତ୍ତାକୁ ନଗଦ ଅର୍ଥ ଆକାରରେ ଦେବା ନିଷ୍ପତ୍ତିର ପୁର୍ନବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗରମରେ ସନ୍ତୁଳି ହେଉଛନ୍ତି ଅନୁଗୁଳବାସୀ: ଅଘୋଷିତ ବିଦ୍ୟୁତ୍ କାଟ୍ ବନ୍ଦ ପାଇଁ ଦାବି ପତ୍ର ପ୍ରଦାନ

ଅନୁଗୁଳ: ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଅସହ୍ୟ ଗୁଳୁଗୁଳି ଓ ଗରମରେ ଲୋକେ ସନ୍ତୁଳି ହେଉଛନ୍ତି। ଏଭଳି ସ୍ଥିତିରେ ନିରବଚ୍ଛିନ୍ନ ଭାବେ ବିଦ୍ଯୁତ୍ ସେବା ଯୋଗାଇବା ପରିବର୍ତ୍ତେ ବିଭାଗ ଦୈନିକ ଘଣ୍ଟା ଘଣ୍ଟା…

Continue Readingଗରମରେ ସନ୍ତୁଳି ହେଉଛନ୍ତି ଅନୁଗୁଳବାସୀ: ଅଘୋଷିତ ବିଦ୍ୟୁତ୍ କାଟ୍ ବନ୍ଦ ପାଇଁ ଦାବି ପତ୍ର ପ୍ରଦାନ

ଗାଡ଼ରଖାଇରେ ଆଲୁମିନିୟମ ପାର୍କ ଜମି ଅଧିଗ୍ରହଣ ନେଇ ଜନ ଶୁଣାଣି ଶିବିର

ବଅଁରପାଳ: ଆଲୁମିନିୟମ ପାର୍କ ପ୍ରକଳ୍ପ ସମ୍ପ୍ରସାରଣ ଓ ଜମି ଅଧିଗ୍ରହଣ ନିମନ୍ତେ ତୁଳସୀପାଳ, ଲଙ୍ଗୁଳିଆବେଡ଼ା ଓ ଗାଡ଼ରଖାଇ ମୌଜାରେ ପ୍ରଶାସନ ପକ୍ଷରୁ ତିନୋଟି ପର୍ଯ୍ୟାୟ ୨୪, ୨୫ ଓ ୨୬ ତାରିଖରେ ହେବାକୁ ଥିବା ଜନ ଶୁଣାଣିର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ…

Continue Readingଗାଡ଼ରଖାଇରେ ଆଲୁମିନିୟମ ପାର୍କ ଜମି ଅଧିଗ୍ରହଣ ନେଇ ଜନ ଶୁଣାଣି ଶିବିର

ପୌରପାଳିକା ପକ୍ଷରୁ ଲାଇନ ଅଟୋର ଶୁଭାରମ୍ଭ

ଅନୁଗୁଳ: ଆଜିଠାରୁ ଅନୁଗୁଲ ପୌର ପାଳିକା ପକ୍ଷରୁ ପରୀକ୍ଷା ମୂଳକ ଭାବେ ଲାଇନ ଅଟୋର ଶୁଭାରମ୍ଭ କରାଯାଇଛି। ମହିଳା ଏବଂ କିନ୍ନର ମାନଙ୍କ ଦ୍ୱାରା ପ୍ରାରମ୍ଭିକ ଭାବେ ପାଞ୍ଚ ଗୋଟି ଲାଇନ ଅଟୋ ଆଜି ଚାଲିଥିଲା। ଏହି ଅଟୋ ଗୁଡିକ ପୁରୁଣା…

Continue Readingପୌରପାଳିକା ପକ୍ଷରୁ ଲାଇନ ଅଟୋର ଶୁଭାରମ୍ଭ

ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କର ଜମି ଚିହ୍ନଟକୁ ନେଇ ଅସନ୍ତୋଷ, ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ

ବଇଣ୍ଡା : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡାରେ ଥିବା ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କ ( ବଇଣ୍ଡା ଶାଖା )ର ନିଜସ୍ୱ ଜମି ଚିହ୍ନଟକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏହି ବ୍ୟାଙ୍କର ଘରବାରି ୫୫ ଡିସିମିଲ ଓ ତଇଲା ୭୮…

Continue Readingଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କର ଜମି ଚିହ୍ନଟକୁ ନେଇ ଅସନ୍ତୋଷ, ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ

ବିଦ୍ୟୁତ ଖୁଣ୍ଟ ଚୋରି ଅଭିଯୋଗ, ୪ ଜଣଙ୍କୁ ଗିରଫ କଲା ଛେଣ୍ଡିପଦା ପୋଲିସ

ଅନୁଗୁଳ: ବିଦ୍ୟୁତ ଖୁଣ୍ଟ ଚୋରି ଅଭିଯୋଗରେ ଛେଣ୍ଡିପଦା ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ସଦର ଥାନା ଜରାଶିଙ୍ଗା ଗ୍ରାମ ପୁରୁଣା ସାହିର ରମେଶ ସାହୁ (ରମି), ଉତ୍ତର ପ୍ରଦେଶ ଅଞ୍ଚଳରୁ ଆସି…

Continue Readingବିଦ୍ୟୁତ ଖୁଣ୍ଟ ଚୋରି ଅଭିଯୋଗ, ୪ ଜଣଙ୍କୁ ଗିରଫ କଲା ଛେଣ୍ଡିପଦା ପୋଲିସ