ଅଭିନବ ଉପାୟରେ ଠକେଇ: ୩ ଶହ ଟଙ୍କା ଦେଇ ନେଇ ଗଲେ ୨ ଲକ୍ଷ, କଲ୍ କଲା ବେଳକୁ ମୋବାଇଲ ବନ୍ଦ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ମାଟିଆସାହିର ଜଣେ ବ୍ୟକ୍ତିଙ୍କୁ କାଗଜ ଦେଇ ଅଜଣା ବ୍ୟକ୍ତି ତାଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଯେ, ମାଟିଆ ସାହିର ପଦ୍ମ ଲୋଚନ ପଧାନ(୫୭)ଙ୍କୁ ଗତ ୭…

Continue Readingଅଭିନବ ଉପାୟରେ ଠକେଇ: ୩ ଶହ ଟଙ୍କା ଦେଇ ନେଇ ଗଲେ ୨ ଲକ୍ଷ, କଲ୍ କଲା ବେଳକୁ ମୋବାଇଲ ବନ୍ଦ

ଅନୁଗୁଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଓ ନୂତନ ସ୍ଵେଚ୍ଛାସେବୀ ଚୟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଫ୍ୟାମିଲି ଜଜଙ୍କ ତତ୍ତ୍ୱାବଧାନରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ସ୍ଥାୟୀ ଲୋକ ଅଦାଲତର ଗଠନ ଓ କାର୍ଯ୍ୟକାରିତା ଏବଂ ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ VI…

Continue Readingଅନୁଗୁଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଓ ନୂତନ ସ୍ଵେଚ୍ଛାସେବୀ ଚୟନ

ଏପ୍ରିଲ ମାସ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ, ଏସବୁ ତାରିଖରେ ଅଭିଯୋଗ ଦାଖଲ କରିପାରିବେ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କର ଏପ୍ରିଲ ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ।…

Continue Readingଏପ୍ରିଲ ମାସ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ, ଏସବୁ ତାରିଖରେ ଅଭିଯୋଗ ଦାଖଲ କରିପାରିବେ ଲୋକେ

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ହିଙ୍ଗୁଳାଙ୍କ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଦାନ କଲେ ଶ୍ରଦ୍ଧାଳୁ

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ହିଙ୍ଗୁଳାଙ୍କ ପରିକଳ୍ପିତ ନୂତନ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ କଣିହାଁ ଏନ୍‌ଟିପିସିର କର୍ମଚାରୀମାନେ ଅର୍ଥଦାନ କରିଛନ୍ତି। ତାଳଚେର ଉପଜିଲ୍ଲାପାଳ ତଥା ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ବିଶ୍ଵରଞ୍ଜନ ରଥ, ସ୍ଥାନୀୟ…

Continue Readingତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ହିଙ୍ଗୁଳାଙ୍କ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଦାନ କଲେ ଶ୍ରଦ୍ଧାଳୁ

ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ଉତ୍ତରାଞ୍ଚଳ ରାଜସ୍ବ କମିଶନର

ଅନୁଗୁଳ: ଉତ୍ତରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳାଇ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ପହଞ୍ଚି ପ୍ରାରମ୍ଭିକ ଭାବେ ଦାଖଲ ହୋଇଥିବା ୪୮ଗୋଟି ରିଟିପିଟିସନ୍ ମଧ୍ୟରୁ ୨୦ ଟିର ତୁରନ୍ତ ଫଇସଲା କରିଛନ୍ତି। ଏଥିସହ ଅନୁଗୁଳ ଜିଲ୍ଲାର…

Continue Readingଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ଉତ୍ତରାଞ୍ଚଳ ରାଜସ୍ବ କମିଶନର

୬ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ, ୪ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ପୋଲିସ ସୋମବାର ଗିତାଗ୍ରାମରେ ଚଢ଼ାଉକରି ୬ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିବାସହ ୪ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ଟାଉନ୍ ଥାନା ପୋଲିସର ଏକ ଦଳ…

Continue Reading୬ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ, ୪ ଗିରଫ

ଆଠମଲ୍ଲିକ ଅବକାରୀ ବିଭାଗର ଚଢ଼ଉ: ବିପୁଳ ଦେଶୀ ମଦ ଓ ପୋଚ ଜବତ, ୬ ଗିରଫ

ଆଠମଲ୍ଲିକ : ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି। ଜବତ ମଦ ମଧ୍ୟରେ ୨୩୦ ଲିଟର ଦେଶୀ ରନ୍ଧାମଦ ଓ ୧୭ ଶହ କିଲୋ ମହୁଲପୋଚ ରହିଛି। ଏହି ମାମଲାରେ…

Continue Readingଆଠମଲ୍ଲିକ ଅବକାରୀ ବିଭାଗର ଚଢ଼ଉ: ବିପୁଳ ଦେଶୀ ମଦ ଓ ପୋଚ ଜବତ, ୬ ଗିରଫ

ଖୋଲିଲା ମା’ହିଙ୍ଗୁଳାଙ୍କ ହୁଣ୍ଡି, ଭକ୍ତ ଦାନ କରିଛନ୍ତି ଦଶ ଲକ୍ଷ ଟଙ୍କା

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡ଼ିକୁ ସୋମବାର ଖୋଲା ଯାଇଛି। ମା' ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟବୋର୍ଡ ସଦସ୍ୟ ରାଜେନ୍ଦ୍ର କୁମାର ସିଂହ, ଅରୁଣ କୁମାର ପ୍ରଧାନଙ୍କ ସହ ଗୋପାଳପ୍ରସାଦ ଥାନାର ଏଏସ୍ଆଇ ନେପାଳ…

Continue Readingଖୋଲିଲା ମା’ହିଙ୍ଗୁଳାଙ୍କ ହୁଣ୍ଡି, ଭକ୍ତ ଦାନ କରିଛନ୍ତି ଦଶ ଲକ୍ଷ ଟଙ୍କା

ରାଜସ୍ଥାନର ଆର୍‌ଟିଏଚ୍ ବିଲ୍‌କୁ ଡାକ୍ତରଙ୍କ ବିରୋଧ

ଅନୁଗୁଳ: ରାଜସ୍ଥାନ ସରକାରଙ୍କ ରାଇଟ୍ ଟୁ ହେଲଥ ବିଲ୍‌କୁ ଦେଶର ଭାରତୀୟ ଡାକ୍ତର ସଂଘ ଘୋର ବିରୋଧ କରିଛି। ରାଜସ୍ଥାନରେ ହଜାର ହଜାର ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଏହି ବିଲ୍ ପ୍ରତ୍ୟାହାର ପାଇଁ ଦାବି ଯୋର ଧରିଛି। ଆଇଏମ୍‌ଏ ସୋମବାର…

Continue Readingରାଜସ୍ଥାନର ଆର୍‌ଟିଏଚ୍ ବିଲ୍‌କୁ ଡାକ୍ତରଙ୍କ ବିରୋଧ

ସରକାରୀ ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳ ବାଳାଶ୍ରମକୁ ଉଦଘାଟନ କଲେ ଜିଲ୍ଲାପାଳ

ଅନୁଗୁଳ: ଅନୁଗୁଳରେ ସରକାରୀ ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳ ବାଳାଶ୍ରମକୁ ଆଜି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉଦଘାଟନ କରିଛନ୍ତି। ଏ ଅବସରରେ ବାଳାଶ୍ରମର ସମ୍ପୂର୍ଣ୍ଣ ସୁରକ୍ଷା ନିମନ୍ତେ ସେ ଉପସ୍ଥିତ ଥିବା ଆରକ୍ଷୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତତ୍ ସଙ୍ଗେ…

Continue Readingସରକାରୀ ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳ ବାଳାଶ୍ରମକୁ ଉଦଘାଟନ କଲେ ଜିଲ୍ଲାପାଳ