ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ପରିବହନ ଠପ୍, ବଢ଼ିପାରେ ପନିପରିବା ଦର

ଅନୁଗୁଳ: ଦଶ ଦଫା ଦାବି ନେଇ ଆଜି ରାଜ୍ୟ ଡ୍ରାଇଭର ସଂଘ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନକୁ ଓହ୍ଲାଇଛି। ଆସନ୍ତା ୪୮ ଘଣ୍ଟା ଭିତରେ ଦାବି ପୂରଣ ନହେଲେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ସଂଘ କହିଛି। ଆନ୍ଦୋଳନ ନେଇ ଅନୁଗୁଳ…

Continue Readingଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ପରିବହନ ଠପ୍, ବଢ଼ିପାରେ ପନିପରିବା ଦର

ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ଅନୁଗୁଳରେ ବି ଅଟକିଛି ଗାଡ଼ିମଟର

ଅନୁଗୁଳ: ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଷ୍ଟିଅରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି l ଏହି ବନ୍ଦର ପ୍ରଭାବ ଅନୁଗୁଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ଓଡିଶା ଡ୍ରାଇଭର ମହାସଂଘ, ଓଡିଶା ମୋଟର ଚାଳକ ସଂଘ…

Continue Readingଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ଅନୁଗୁଳରେ ବି ଅଟକିଛି ଗାଡ଼ିମଟର

ଚଉଡ଼ା ହେବ ବଲାସିଂହା-କାଙ୍ଗୁଲା ବେନ୍ତପୁର ଓ ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତର ମୁଖ୍ୟ ରାସ୍ତା, ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଓ ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ପ୍ରଚେଷ୍ଟାରେ ଅନୁଗୁଳ ବ୍ଲକ ୩ ନଂ ଜୋନ ବଲାସିଂହା-କାଙ୍ଗୁଲା ବେନ୍ତପୁର ଓ ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତର ମୁଖ୍ୟ ସଂଯୋଗୀକରଣ ଓ ଲାଇଫଲାଇନ ରୋଡ଼ ଆଜି ଓଡିଶା ସରକାରଙ୍କ…

Continue Readingଚଉଡ଼ା ହେବ ବଲାସିଂହା-କାଙ୍ଗୁଲା ବେନ୍ତପୁର ଓ ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତର ମୁଖ୍ୟ ରାସ୍ତା, ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ

କିଡନୀ ରୋଗ ଆତଙ୍କ: କରାବିରାଖୋଲରେ ପହଞ୍ଚିଲା ପ୍ରଶାସନ

ଅନୁଗୁଳ: ଅନୁଗୁଳ ବ୍ଲକ ବଡକନ୍ତକୁଳ ପଞ୍ଚାୟତ ଅନ୍ତର୍ଗତ କରାବିରାଖୋଲ ଗାଁରେ ମଙ୍ଗଳାବର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ୍ ପହଞ୍ଚି ପରିସ୍ଥିତି ବାବଦରେ ଅବଗତ ହୋଇଥିଲେ। ଏହିଁ ଟିମ୍‌ରେ ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପଙ୍କ ସମେତ ବନ୍ତଳା ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ,ଗ୍ରାମ୍ୟ…

Continue Readingକିଡନୀ ରୋଗ ଆତଙ୍କ: କରାବିରାଖୋଲରେ ପହଞ୍ଚିଲା ପ୍ରଶାସନ

ବାହାଘରରେ ଡିଜେ ବାଜିବା ଏଣିକି ମହଙ୍ଗା ପଡ଼ିବ

ଅନୁଗୁଳ: ବାହାଘର ଶୋଭାଯାତ୍ରା,ମେଳା ଯାତ୍ରା,ପୂଜା ଭସାଣୀରେ ଏଣିକି ଡିଜେ ବାଜିବା ମହଙ୍ଗା ପଡ଼ିବ। ଗତ ବାହାଘର ଋତୁରେ ବାରାତ୍ ଶୋଭାଯାତ୍ରାରେ ଡିଜେ ବାଜିବା ଦ୍ଵାରା ସାଧାରଣରେ ଅଭିଯୋଗ ହୋଇଥିଲା। ପରୀକ୍ଷା ଋତୁ ଚାଲିଥିବାରୁ ଅଭିଭାବକ ମାନେ ବେଶ ଅସନ୍ତୋଷ ପ୍ରକାଶ କରିଥିଲେ।…

Continue Readingବାହାଘରରେ ଡିଜେ ବାଜିବା ଏଣିକି ମହଙ୍ଗା ପଡ଼ିବ

ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଓ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଅନୁଗୁଳ: ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏ ଅବସରରେ ସକାଳୁ ଜିଲ୍ଲା…

Continue Readingଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଓ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ଦାଖଲ ହେଲା ୬୫ ଅଭିଯୋଗ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇଥିଲେ। ଦାଖଲ ହୋଇଥିବା ସମୁଦାୟ…

Continue Readingଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ଦାଖଲ ହେଲା ୬୫ ଅଭିଯୋଗ

ବଢ଼ିବ ମହିଳାଙ୍କ ଶକ୍ତି, ସବୁ ପଞ୍ଚାୟତରେ ଖୋଲିବ ମିଶନ ଶକ୍ତି ମାର୍କେଟ୍‌‌ ବିଲ୍ଡିଂ

ଭୁବନେଶ୍ୱର : ଓଡ଼ିଶାରେ ମହିଳାଙ୍କୁ ସଶକ୍ତ କରିଛି ମିଶନ ଶକ୍ତି। ସେମାନଙ୍କ ସାମାଜିକ ଓ ଆର୍ଥିକ ସମାନତା ହାସଲର ବାର୍ତ୍ତାବହ ସାଜିଛି ରାଜ୍ୟ ସରକାରଙ୍କ ଏହି ଯୋଜନା। ରାଜ୍ୟର ୭୦ ଲକ୍ଷ ମହିଳା ଆଜି ନିଜ ପାଇଁ ନିଜେ ପରିଚୟ ସୃଷ୍ଟି…

Continue Readingବଢ଼ିବ ମହିଳାଙ୍କ ଶକ୍ତି, ସବୁ ପଞ୍ଚାୟତରେ ଖୋଲିବ ମିଶନ ଶକ୍ତି ମାର୍କେଟ୍‌‌ ବିଲ୍ଡିଂ

ବାଇକ୍‌କୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୩ ଆରୋହୀ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ୫୫ ନଂ  ଜାତୀୟ ରାଜପଥର ସାନ୍ତରାପୁର ଗାଁ ନିକଟରେ ଏକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍‌ ଭ୍ୟାନ୍‌ ସାମ୍ନାରୁ ଆସୁଥିବା ବାଇକରେ ପିଟି ହୋଇଯିବାରୁ ୩ ଜଣଙ୍କ…

Continue Readingବାଇକ୍‌କୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୩ ଆରୋହୀ ମୃତ

ନାଲକୋ ବିଦ୍ୟୁତ କାରଖାନାରୁ ଲୁହା ଚୋରି କରି ଗିରଫ ହେଲେ କର୍ମଚାରୀ, କମ୍ପାନୀ ଗାଡ଼ି ଜବତ

ନାଲକୋ: ଅନୁଗୁଳ ଜିଲ୍ଲା ନାଲକୋର ନିଜସ୍ୱ ବିଦ୍ୟୁତ କାରଖାନାରୁ ଚୋରି କରି ଜଣେ କର୍ମଚାରୀ ଗିରଫ ହୋଇଛନ୍ତି। ଗିରଫ କର୍ମଚାରୀ ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ପଞ୍ଚାୟତ ଆମନ୍ତପୁରର ପ୍ରକାଶ ସାହୁ ବୋଲି ଜଣାଯାଇଛି। ତାଙ୍କୁ ଗିରଫ କରି କୋର୍ଟଚାଲାଣ…

Continue Readingନାଲକୋ ବିଦ୍ୟୁତ କାରଖାନାରୁ ଲୁହା ଚୋରି କରି ଗିରଫ ହେଲେ କର୍ମଚାରୀ, କମ୍ପାନୀ ଗାଡ଼ି ଜବତ