ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ: ନାମାଙ୍କନ ଦାଖଲ ଆରମ୍ଭ

ଅନୁଗୁଳ: ଆସନ୍ତା ମାର୍ଚ୍ଚ ୫ ତାରିଖରେ ଅନୁଗୁଳ ଟ୍ରକ ମାଲିକ ସଂଘର ନିର୍ବାଚନ ହେବାକୁ ଥିବାବେଳେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ସଂଘ ସଭାପତି ଓ ସମ୍ପାଦକଙ୍କ ଗୋଷ୍ଠୀ ମଧ୍ୟରେ ତାଳମେଳ ନଥିବାରୁ…

Continue Readingଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ: ନାମାଙ୍କନ ଦାଖଲ ଆରମ୍ଭ

ଆଠମଲ୍ଲିକରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ତଦାରଖ କଲେ ଉପଜିଲ୍ଲାପାଳ, ପିଲାଙ୍କୁ ପଢ଼ାଇବା ସହ ପଚାରି ବୁଝିଲେ ଭଲ ମନ୍ଦ

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତ ଭଣ୍ଡାରୀମୁଣ୍ଡା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମୀଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏଠାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି। ବୁଧବାର ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା ତହସିଲଦାର ଯଶୋବନ୍ତ…

Continue Readingଆଠମଲ୍ଲିକରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ତଦାରଖ କଲେ ଉପଜିଲ୍ଲାପାଳ, ପିଲାଙ୍କୁ ପଢ଼ାଇବା ସହ ପଚାରି ବୁଝିଲେ ଭଲ ମନ୍ଦ

ଲିଙ୍ଗଗତ ହିଂସା ଓ ସ୍ୱାସ୍ଥ୍ୟଗତ ଯତ୍ନ ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା, ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଠାରୁ ଲିଙ୍ଗଗତ ହିଂସା ଓ ସ୍ବାସ୍ଥ୍ୟଗତ ଯତ୍ନ ସମ୍ପର୍କିତ ଦୁଇଦିନିଆ ଜିଲ୍ଲାସ୍ତରୀୟ କର୍ମଶାଳା ଜାତୀୟ ସ୍ୱାସ୍ଥ୍ୟ ମିଶନ ସହଯୋଗରେ ଅନୁଷ୍ଠିତ ହୋଇଛି। କର୍ମଶାଳାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ…

Continue Readingଲିଙ୍ଗଗତ ହିଂସା ଓ ସ୍ୱାସ୍ଥ୍ୟଗତ ଯତ୍ନ ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା, ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ

ଆଠମଲ୍ଲିକ ବ୍ଲକ ପଇଞ୍ଚକୂଳ ଓଲଥ ମହାନଦୀ ଘାଟରେ ଚଢ଼ାଉ, ୩ ଟ୍ରାକ୍ଟର ଓ ୧ ଜେସିବି ଜବତ

ଆଠମଲ୍ଲିକ: ଆଠମଲ୍ଲିକ ଅଞ୍ଚଳରେ ବେଆଇନ ଖଣିଜ ପଦାର୍ଥ ଉତ୍ତୋଳନ ଓ ଚାଲାଣ ରୋକିବାକୁ ଉପଖଣ୍ଡ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଗତ ସୋମବାର ରାତିରେ ଉପଜିଲ୍ଲାପାଳ ତରଣୀ ସୁନାଙ୍କ ନେତୃତ୍ୱରେ ଆଠମଲ୍ଲିକ ବ୍ଲକ ପଇଞ୍ଚକୂଳ ଓଲଥ ମହାନଦୀ ଘାଟରେ ଚଢ଼ାଉ…

Continue Readingଆଠମଲ୍ଲିକ ବ୍ଲକ ପଇଞ୍ଚକୂଳ ଓଲଥ ମହାନଦୀ ଘାଟରେ ଚଢ଼ାଉ, ୩ ଟ୍ରାକ୍ଟର ଓ ୧ ଜେସିବି ଜବତ

ମିଶନ ଶକ୍ତିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ଦରମା ବୃଦ୍ଧି ଦାବି, ଆମ୍ ଆଦମୀ ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଅନୁଗୁଳ: ମିଶନ ଶକ୍ତିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ଦରମା ବୃଦ୍ଧି କରିବାକୁ ଆମ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ସରକାର ଯଦି ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ…

Continue Readingମିଶନ ଶକ୍ତିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ଦରମା ବୃଦ୍ଧି ଦାବି, ଆମ୍ ଆଦମୀ ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାଡ଼

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାଡ଼ ମରା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, ତାଳଚେର ବ୍ଲକର ଘଟଣ୍ଟପଡ଼ା ଓ ଟେଣ୍ଟୋଲୋଇ ଗାଁ ମଧ୍ୟସ୍ଥଳରେ ଏକ କୋଲ୍ ୱାସରିକୁ ନେଇ ଆନ୍ଦୋଳନ ଚାଲିଥିଲା।…

Continue Readingଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାଡ଼

ଚଳିତବର୍ଷ ୧୩ ଜିଲ୍ଲାରେ ହେବ ନୂଆ ବ୍ୟାଙ୍କ, ୧୨୦ କୋଟି ଟପିବ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଲାଭ

ଭୁବନେଶ୍ୱର : କୃଷି ଋଣର ୬୦ ପ୍ରତିଶତ ସମବାୟ ବ୍ୟାଙ୍କ ମାଧ୍ୟମରେ ହିତାଧିକାରୀ ଚାଷୀଙ୍କ ନିକଟରେ ପହଞ୍ଚୁଛି। ଏହିକ୍ରମରେ ସମବାୟ ବିଭାଗ କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକୁ ଅଧିକ ସଶକ୍ତ କରିବା ଦିଗରେ ଧ୍ୟାନ ଦେଉଛନ୍ତି। ସମ୍ପ୍ରତି ରାଜ୍ୟର ଅନୁଗୁଳ, ଆସ୍କା, ବାଲେଶ୍ୱର,…

Continue Readingଚଳିତବର୍ଷ ୧୩ ଜିଲ୍ଲାରେ ହେବ ନୂଆ ବ୍ୟାଙ୍କ, ୧୨୦ କୋଟି ଟପିବ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଲାଭ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ୭୭ ଅଭିଯୋଗରୁ ୧୨ର ହେଲା ତୁରନ୍ତ ସମାଧାନ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇଥିଲେ। ଦାଖଲ ହୋଇଥିବା…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ୭୭ ଅଭିଯୋଗରୁ ୧୨ର ହେଲା ତୁରନ୍ତ ସମାଧାନ

ତୃତୀୟ ଦିନରେ କୋଲ ୱାସରି ଆନ୍ଦୋଳନ: ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ, ପ୍ରଶାସନ ଆଲୋଚନା ବିଫଳ

ତାଳଚେର : ତିନି ଦିନ ଧରି ଚାଲିଥିବା ଗ୍ଲୋବାଲ କୋଲ ୱାସରି ପ୍ଲାଣ୍ଟର ପ୍ରଦୂଷଣ ବିବାଦ ଥମିବାର ନାଁ ନେଉନାହିଁ। ଗୋଟିଏ ଗୋଷ୍ଠୀ ଏହାକୁ ସମର୍ଥନ କରି ରେଳରୋକ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଅନ୍ୟ ଗୋଷ୍ଠୀ ଏହାକୁ ବନ୍ଦ କିମ୍ବା…

Continue Readingତୃତୀୟ ଦିନରେ କୋଲ ୱାସରି ଆନ୍ଦୋଳନ: ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ, ପ୍ରଶାସନ ଆଲୋଚନା ବିଫଳ

ହୋ ହଲ୍ଲାରେ ସରିଲା ଟ୍ରକ ମାଲିକ ସଂଘ ବୈଠକ, ଆସନ୍ତା ୫ ରେ ନିର୍ବାଚନ

ଅନୁଗୁଳ: ଅନୁଗୁଳ ଟ୍ରକ ମାଲିକ ସଂଘର ସାଧାରଣ ପରିଷଦର ବୈଠକ ରବିବାର ଆୟୋଜିତ ହୋଇଛି। ସଂଘରେ ସଭାପତି ଓ ସମ୍ପାଦକଙ୍କ ଅଲଗା ଅଲଗା ଅନୁଗତ ରହିଥିବାରୁ ନିର୍ବାଚନ ପୂର୍ବରୁ ହୋଇଥିବା ଏହି ବୈଠକରେ ବେଶ୍ ଉତ୍ତେଜନା ପ୍ରକାଶ ପାଇଥିଲା। ସମ୍ପାଦକଙ୍କ ଗୋଷ୍ଠୀ…

Continue Readingହୋ ହଲ୍ଲାରେ ସରିଲା ଟ୍ରକ ମାଲିକ ସଂଘ ବୈଠକ, ଆସନ୍ତା ୫ ରେ ନିର୍ବାଚନ